BJD ଭିତରେ ଦେଖା ଦେଲା ଅସନ୍ତୁଷ୍ଟ......!!
ଦଳକୁ ସମ୍ଭାଳି ପାରିବେତ ନବୀନ ପଟ୍ଟନାୟକ .......!!
ବିଜେଡ଼ିରେ ବିଦ୍ରୋହର ଧୂଆଁ କୁହୁଳିଲାଣି .....!!
କେମିତି ସମ୍ଭାଳିବେ ନବୀନ ..........!!
“ ହଁ ଦର୍ଶକ ବନ୍ଧୁ ” .......!!
BJD ରେ ଅସନ୍ତୁଷ୍ଟ ଦେଖା ଯିବା ସହ ଗମ୍ଭୀର ଆଡକୁ ଗତି କରିଲାଣି । ବିଦ୍ରୋହକୁ ରୋକିବା ପାଇଁ ମୁଖ୍ୟ ମନ୍ତ୍ରୀ ନେଲେ ବଡ ପଦକ୍ଷେପ । ବିଦ୍ରୋହ ଓ ଅସନ୍ତୁଷ୍ଟ ରୋକିବା ପାଇଁ କିଛି ପୁରୁଖା ନେତାକୁ ବିଦା କରିଛନ୍ତି ନବୀନ ପଟ୍ଟନାୟକ । ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ; ଯଦି କିଛି ପୁରୁଖା ନେତା ଓ ବିଦ୍ରୋହ ଅସନ୍ତୁଷ୍ଟମାନେ ହାତ ମିଳେଇ ଦେବେ କି ......?
ଯଦି ହାତ ମିଳେଇ ଦେବେ ତାହାଲେ BJDର ସ୍ଥିତି ସମ୍ଭାଳିବା ପୁରା ଅକ୍ଷମ ହୋଇଯିବ । ତେବେ କଣ ଏହାକୁ ସମ୍ଭାଳି ପାରିବେ ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରଶନଜଗ୍ ଦେବ ଦଳରେ ଅସନ୍ତୁଷ୍ଟ ଦେଖାଇବାରୁ ତାଙ୍କୁ ପୂର୍ବରୁ ଦଳରୁ ବହିଷ୍କୃତ କରଯାଇଥିଲା । ବହିଷ୍କୃତ ହେବା ପରେ ଏବେ ସେ ଖୋର୍ଦ୍ଧା ଜିଲ୍ଲା କୁ ପୁରା ଦୋହଲେଇବାରେ ଲାଗିପଡିଛନ୍ତି । ସବୁ ଜିଲ୍ଲାରେ ତାଙ୍କର ସମର୍ଥକ ଲଗାଇ BJD ପ୍ରତି ବିରୋଧ ସୃଷ୍ଟି କରିବା ସହିତ BJD ଯେଉଁ ଦଳ ସଂଙ୍ଗଠନ କରୁଛି ତାର ଗୋଛି କଟିକାବାକୁ ପ୍ରସ୍ତୁତି ହେଲାଣି ପ୍ରଶନଜଗ୍ ଦେବ ।
ଆଉ ଜଣେ ଅସନ୍ତୁଷ୍ଟ ନେତା ହେଲେ ସୁଶାନ୍ତ ସିଂଙ୍ଗ୍, ସେ କାଳେ ସୁଯୋଗକୁ ଅପେକ୍ଷା ଅଛନ୍ତି ବୋଲି କହିଛନ୍ତି । ସୁଯୋଗ ମିଳିବା ମାତ୍ରେ BJD କୁ ଧୂଳି ସାତ୍ କରିଦେବି ବୋଲି କହିଛନ୍ତି ।
ଏହା ସହିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ମୁଁ ଏକ ହିଁ ଯଥେଷ୍ଟ ମତେ କାହାର ସାତ୍ ଦରକାର ନାହିଁ । ସେ ନିଜେ ସରକାରଙ୍କୁ ଘାଣ୍ଟି ଦେଇଥିଲେ । ପ୍ରଥମେ ମୁଖ୍ୟ ମନ୍ତ୍ରୀଙ୍କ ବ୍ୟକ୍ତି ଗତ ଭିକେ ପଣ୍ଡିଆନକ ଜନ ସୁଣାଣି କାର୍ଯ୍ୟ ରେ ଅସନ୍ତୁଷ୍ଟ ଦେଖାଇଥିଲେ । ଆଉ ଯେଉଁଠି ଯେଉଁଠି BJD ,BJP ନେତା ମାନେ ନୀରବ ରହିଥିଲେ ସେଠାରେ ଏକା ପ୍ରଦୀପ ଦେଖାଇ ଦେଲେ ଗଞ୍ଜାମ ଟାଇଗର ବୋଲି ।
ଆଉ ଜଣେ ବରିଷ୍ଟ ଟାଣୁଆ ବିଧାୟକ ଯାହାକୁ କି ଏବେ ଏବେ ଦଳରୁ ବହିଷ୍କୃତ କରାଯାଇଛି । ସୌମ୍ୟରଞ୍ଜନ ପଟ୍ଟନାୟକ ଯିଏ ଦଳରୁ ସ୍ଵାଧୀନ ହୋଇଯାଇଛନ୍ତି ବୋଲି କହିଛନ୍ତି । ସେ ବି ତାଙ୍କର ସମ୍ବାଦ ଅଫିସ୍ ଗଣମାଧ୍ୟମ ଦ୍ଵାରା ସରକାରଙ୍କ କଛା ଖୋଲିଦେବି ବୋଲି କହିଛନ୍ତି ।
ଏମିତିରେ ବି ଜନ ଅସନ୍ତୁଷ୍ଟ ଯୋଗୁଁ ଖୁବ୍ କମ୍ ବର୍ଷ ରେ ନବୀନଙ୍କ ଲୋକ ପ୍ରିୟତା କମ୍ ହେବାରେ ଲାଗିଲାଣି । ଏବେ ଯେଉଁ ଭଳି ସ୍ଥିତି ହେଲାଣି ଯଦି ବିଦ୍ରୋହୀ ମାନେ ହାତ ମିଶେଇ ଦେବେ ଏହାକୁ ସମ୍ଭାଳିବା କଷ୍ଟକର ହୋଇଯିବ ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜାଣନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!