Trending
Saturday , May 18 , 2024

ଜଣାପଡିବ ଇଲେକ୍ସନ୍ ପରର କଥା....!!
କ’ଣ ରିଜଲ୍ଟ ଆସିବ ଆଗାମୀ ଇଲେକ୍ସନ୍ ରେ .....!!
କେବେ ହେବ ଇଲେକ୍ସନ୍ …ବିଜେଡି ରେ କାହାକୁ ମିଳିବ MLA ଟିକେଟ୍....!!
କେଉଁ ଦଳରୁ ଲଢିବେ ସୌମ୍ୟ....!!
 
“ଆଜ୍ଞା ଦର୍ଶକ ବନ୍ଧୁ”
        ବିଜେଡି ରୁ  ବହିଷ୍କୃତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ଦାବି କରିଛନ୍ତି ଯେ, ଇଲେକ୍ସନ୍ ପରେ ଜଣାପଡିବ ସତ କ’ଣ ଆଉ ମିଛ କ’ଣ ! ସବୁ ସତ ସାମ୍ନାକୁ ଆସିଯିବ ! ଜଣାପଡିବ ଜନତାଙ୍କ ଉତ୍ତର ଏବଂ ସପକ୍ଷ ଓ ବିପକ୍ଷ ମଧ୍ୟରେ ଥିବା ଦୂରତା ! ସମ୍ବାଦ ପତ୍ରିକାର ସମ୍ପାଦକ ସୌମ୍ୟରଞ୍ଜନ ଙ୍କ ବିଜେଡି ପ୍ରତି ଥିବା ଆଚରଣ ଦ୍ଵନ୍ଦ ସୃଷ୍ଟି କରୁଛି ସବୁରି ମନରେ !ବିଜେଡିର କିଛି ନେତା ସୌମ୍ୟଙ୍କ ସପକ୍ଷରେ ମତ ବାଢିଲା ବେଳେ ଆଉ କେତେଜଣ ତାଙ୍କ ବିପକ୍ଷରେ ବକ୍ତବ୍ୟ ଦେଇଛନ୍ତି ! ସୌମ୍ୟ ନିଜକୁ ବିଜେପି ବିରୋଧି କହିଲେ ମଧ୍ୟ ଅନ୍ତର୍ଜାତିକ ସ୍ତରରେ ବିଜେପି ସୋପଟୋର୍ ଭାବେ ଛିଡା ହେବେ ବୋଲି କହିଛନ୍ତି ! 
    
    ଏପରିକି ଛାତ୍ରସମାଜ ମଧ୍ୟ ସୌମ୍ୟରଞ୍ଜନ ଙ୍କୁ ସମର୍ଥନ କରିବା ସହ ତାଙ୍କ ନା ରେ ଆସିଥିବା ଅଭିଯୋଗ କୁ ନେଇ ସ୍ଵର ଉତ୍ତଲନ କରିଥିଲେ ! ଏବଂ ସେମାନେ କହିଥିଲେ ଯେ ସୌମ୍ୟରଞ୍ଜନ ହେଉଛନ୍ତି ଓଡିଶାର ଆଉ ସେ ଓଡିଆ ପ୍ରାଣବିନ୍ଦୁରେ କଥା କହିଥାନ୍ତି ! ଏବଂ ତାଙ୍କ ସହ ଓଡିଶାର ସାଡେ ଚାରି କୋଟି ଲୋକ ରହିଛନ୍ତି ! ସେହି ସାଡେ ଚାରି କୋଟି ହେଉଛନ୍ତି ସ୍ବାଭିମାନି ଓଡିଆ ହୋଇଥିବାରୁ, ସେମାନେ ସରକାରଙ୍କ ଚାଲ୍ କୁ ବୁଝିପାରିଥିଲେ !  ଗଣତନ୍ତ୍ର ଉପରେ ବିଶ୍ବାସ କରୁଥିବା ପ୍ରତେକ ନାଗରିକ ଓ ଛାତ୍ର ସମାଜ ସୌମ୍ୟରଞ୍ଜନ ଙ୍କୁ ସମର୍ଥନ କରିବା ସହ,ସରକାର ସତ କଥା କୁ ଉତକ୍ଷେପ ନକରି କାହିଁକି ପ୍ରତିସୋଧ ପରାୟଣ ହୋଇପଡିଛନ୍ତି ! ତାହା ପ୍ରଶ୍ନ କରିଛନ୍ତି ଛାତ୍ର ସମାଜ ! 

     ଠିକ୍ ସେହିପରି ବିଜେଡି ର ମତ କେତେବେଳେ କ’ଣ ତାହା ଜଣା ପଡିନାହିଁ  ! ପୁଣି କ’ଣ ନବୀନ ଆପଣାଇ ନେବେ ସୌମ୍ୟଙ୍କୁ, ନା ଅନ୍ୟ ଦଳରୁ ଇଲେକ୍ସନ୍ ଲଢିବେ ସୌମ୍ୟ  ! ଯଦି ଅନ୍ୟ ଦଳରୁ ଲଢିବେ ତେବେ କିଏ ହେବ ବିଜେଡିର ଖଣ୍ଡପଡା ବିଧାୟକ ପ୍ରାର୍ଥୀ ! ବହୁ ଶୀଘ୍ର ଏହି ଉତ୍ତର ମଧ୍ୟ ମିଳିବ ସମସ୍ତଙ୍କୁ !  

    ଏହିପରି ପ୍ରଶ୍ନର ଉତ୍ତର ପାଇବାକୁ ଆମ ଚ୍ୟାନେଲ ସହ ଯୋଡି ହୋଇରୁହନ୍ତୁ ! 

ବ୍ୟୁର ରିପୋର୍ଟ Tvp News9

Tags :- # news # tvp news9 # tvp # tvpnews

Share With