Trending
Saturday , May 18 , 2024

ଅନୁଭବ-ବର୍ଷାଙ୍କ ହେବନି ଡିଭସ୍ .......!!

ପୁଣି ଏକାଠି ହେଲେ ଲୋକ ପ୍ରିୟ ଯୋଡି .......!!!

ବିବାହ ବିଛେଦକୁ ଅଗ୍ରାହ୍ୟ କରିଛନ୍ତି ପରିବାର ଅଦାଲତ ........!!

ହସ୍ତଗଣ୍ଠିର ଶକ୍ତି ବର୍ଷାଙ୍କୁ ହେଲା ସାହସ ..........!!


“ ହଁ ଦର୍ଶକ ବନ୍ଧୁ ” .......!!

ଆସିଲା ସବୁଠୁ ବଡ ଖବର ପୁଣି ଥରେ ଏକାଠି ହେଲେ ଲୋକ ପ୍ରିୟ ଯୋଡି । ଅଭିନେତ୍ରୀ ବର୍ଷା ଓ ଅନୁଭବ ମାହାନ୍ତିଙ୍କ ବିଛେଦ ଉପରେ ରାଏ ଶୁଣାଇଲେ କୋର୍ଟ । ଦୁହିଁଙ୍କ ଭିତରେ ଆଉ ହେବ ନାହିଁ ଡିଭସ୍ । ବିବାହ ବିଛେଦ ମାମଲାକୁ ଅଗ୍ରାହ୍ୟ କରିଛନ୍ତି ପରିବାର ଅଦାଲ । ହଁ ଆଜ୍ଞା ଦୁହିଁଙ୍କ ଭିତରେ ବିବାଦ ଏତେ ମାତ୍ରାରେ ବଢି ଯାଇଥିଲା ଯେ ଦୁହିଁଙ୍କ ଡିଭସ୍ ଶୁନିଶ୍ଚିତ ଥିଲା । ଗୋଟିଏ ପଟେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସ୍ଵାମୀଙ୍କ ଠାରୁ ଅଲଗା ନହେବ ପାଇଁ ଚାହୁଁ ଥିବା ବେଳେ ଏପଟେ ଅନୁଭବ ମାହାନ୍ତି ବର୍ଷାଙ୍କ ଠାରୁ ଅଲଗା ହେବ ପାଇଁ ଚାହୁଁ ଥିଲେ । ଆଉ କୋର୍ଟ କୁ ଯାଇ ବାରମ୍ବାର ବିଛେଦ ହେବା ପାଇଁ ଗୁହାରି କରୁଥିଲେ |  ଆଉ ଅନୁଭବ ମାହାନ୍ତି 2020 ରେ ଦିଲ୍ଲୀ ପାଟିୟାଲା କୋର୍ଟରେ ଛାଡ଼ପତ୍ର ମାମଲା ଜାରି କରିଥିଲେ  | ଏହି ମାମଲା କୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମ କୋର୍ଟ ଯାଇଥିଲେ ବର୍ଷା ପ୍ରିୟଦର୍ଶନି । କଟକ କୁ ସ୍ଥାନାନ୍ତରିତ ହୋଇ ବିଚାର ଆରମ୍ଭ ହୋଇଥିଲା । 

ଜୁଲାଇ 13 ତାରିଖରେ ହାଇକୋର୍ଟ ଶୁଣାଣି କରିଥିଲେ ଯେ  3 ମାସ ମଧ୍ୟରେ ବିଛେଦ ମାମଲାକୁ ଶେଷ କରିବାକୁ । ଫ୍ୟାମିଲି କୋର୍ଟ ବିଲମ୍ଭ ହେଉଥିବା ଦେଖି ଅଭିନେତା ଅନୁଭବ ମାହାନ୍ତି ହାଇକୋର୍ଟର ଦ୍ଵାରସ୍ଥ  ହୋଇଥିଲେ । ଏତେ ଦିନ ଧରି ଚାଲିଆସୁଥିବା ମାମଲା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ପରିବାର ଅଦାଲତ । ଶେଷରେ ଶେଷ ନିସ୍ଵତି ଶୁଣାଇ ଦେଇ  କହିଛନ୍ତି  ଦୁହିଁଙ୍କ  ଡିଭସ୍ ଆଉ ହୋଇପାରିବ ନାହିଁ । ବିବାହ ବିଛେଦକୁ ଅଗ୍ରାହ୍ୟ କରିଛନ୍ତି ପରିବାର ଅଦାଲତ । 

ଆପଣ ମନେତ ଦେଖିଥିବେ ଯେ କିଭଳି ଭାବେ ବର୍ଷା ପ୍ରିୟଦର୍ଶନି ସୋସିଆଲ୍ ମିଡିଆଡେ ନିଜର ବାହାଘର ଫୋଟ କୁ ପୋଷ୍ଟ କରିଛନ୍ତି ଆଉ ଜୟ ଜଗନ୍ନାଥ ବୋଲି ଲେଖିଛନ୍ତି । ଆଉ ପ୍ରତିକ୍ରିୟା ରଖି କହିଛନ୍ତି ସବୁ ବେଳେ ଧର୍ମର ହିଁ ଜୟ ହୋଇ ଆସିଛି , ଆଜିବି ଧର୍ମର ହିଁ ଜୟ ହୋଇଛି । ଅଗ୍ନି କୁ ସାକ୍ଷୀ ରଖି ପଡିଥିବା ହସ୍ତଗଣ୍ଠିର ଆଜି ଶକ୍ତି କେତେ ତାହା ନିଶ୍ଚିତ ଭାବରେ ଆଜି ସମସ୍ତେ ଜାଣିଥିବେ । ତେବେ ଦର୍ଶକ ବନ୍ଧୁ ବିବାହ ଭଳି ଏକ ପବିତ୍ର ବନ୍ଧନକୁ, ଅଗ୍ନି କୁ ସାକ୍ଷୀ ରଖି ସାତ ଘେରା ବୁଲି ସାତ ଜନ୍ମର ସାଥି ହେବ ପାଇଁ ଯାହାକୁ କଥା ଦେଇଥାନ୍ତି । ତାହା କଣ ଗୋଟିଏ ସାମାନ୍ୟ କାଗଜ ବିଛେଦ ହୋଇପାରିବ କି  .....!!ଏ ହି ପରି ଭାବରେ ପ୍ରତିକ୍ରିୟା ରଖି କହିଛନ୍ତି ବର୍ଷା ପ୍ରିୟଦର୍ଶନି । 


      ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜାଣନ୍ତୁ  |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With