ମାଳିକାକୁ କାଟିଲା ବୈଜ୍ଞାନିକ ମତ.....!!!
ଆଉ ଭାଙ୍ଗିବନି ହୀରାକୁଦ ବନ୍ଧ....!!!
ବୈଜ୍ଞାନିକ କଲେ ଅନୁସନ୍ଧାନ ଆଉ ସମ୍ଭାଳିଲା ହୀରାକୁଦର ଜଳ ଭଣ୍ଡାର.....!!!
ଆସନ୍ତୁ ଜାଣିବା ଏହାର ସତ୍ୟତା କେତେ ....!!!
 “ ହଁ ଦର୍ଶକ ବନ୍ଧୁ “......!!!
                         ମାଳିକାରେ ଯାହା ସବୁ ବର୍ଣ୍ଣିତ ରହିଛି ତାହା ମଧ୍ୟ ଧୀରେ ଧୀରେ ଘଟି ଚାଲିଛି ! ତେଣୁ ଏହି ସବୁ ଘଟିବାର କାରଣ ଏହାକି ଯେ କଳିଯୁଗ ଶେଷ ହେବାର ବହୁତ ସମ୍ଭାବନା ମଧ୍ୟ ରହିଛି ! ଆଉ ଏହା ମଧ୍ୟ ବର୍ଣ୍ଣିତ ଯେ ହୀରାକୁଦ ବନ୍ଧ ଭାଙ୍ଗିଯିବ , ହୀରାକୁଦର ଜଳ ଭଣ୍ଡାର ଏତେ ତ୍ରିବ୍ର ଗତିରେ ଜଳ ନିଷ୍କାସନ ହେବ ଯେ, ବିଶ୍ଵ ଜଳମଗ୍ମ ମଧ୍ୟ ହୋଇଯିବ ! କିନ୍ତୁ ବୈଜ୍ଞାନିକମାନେ ମତ ଦେଇଛନ୍ତି , ଆଉ ଭାଙ୍ଗିବନି ହୀରାକୁଦ ବନ୍ଧ କି ଆଉ ଖେଳିବନି ଚିତଳ ମାଛ ! ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ଯେ , ମାଳିକା ବଚନକୁ କାଟିବ କି ବୈଜ୍ଞାନିକ ମତ ! ବର୍ତ୍ତମାନ ହୀରାକୁଦ ବନ୍ଧକୁ ନେଇ ବିଶ୍ଵ ଧ୍ଵଂସ ହେବାର ଯେଉଁ ଆତଙ୍କ ଖେଳିଛି , ତାହା ମଧ୍ୟ ବୈଜ୍ଞାନିକଙ୍କ ମତ ଅନୁସାରେ ତାହା ଅସମ୍ଭବ ବୋଲି ସୂଚନା ମିଳୁଛି ! 
                       ମାଳିକା ବଚନ ଓ ଅଚ୍ୟୁତାନନ୍ଦଙ୍କ ବାଣୀରେ ସଂପୂର୍ଣ୍ଣ ଭାବେ ବର୍ଣ୍ଣିତ ଅଛି ! ହୀରାକୁଦ ବନ୍ଧରେ ଦେଖା ଦେବ ଚିତଳ ମାଛ , ବଉଳା କୁମ୍ଭୀର ଓ ଶେଷ ନାଗ, ଏହା ମଧ୍ୟ ହୀରାକୁଦ ବନ୍ଧରେ ଦେଖା ଦେଇସାରିଲାଣି ! ଆଉ ଏହି ସବୁ ଦେଖାଦେବାର କାରଣ ଏହା ଯେ , ସାରା ବିଶ୍ଵ ପାଇଁ ଚିତଳ ମାଛ ଓ ବଉଳା କୁମ୍ଭୀର ଭୟଙ୍କର ବିପଦର କାରଣ ସାଜିଛି !  ବିଶ୍ଵ ବ୍ରହ୍ମାଣ୍ଡର ନୀତି ନିୟମ ସହ ଯୋଡିତ ହୋଇ ରହିଛି ମାଳିକା ବଚନ ଓ ଅଚ୍ୟୁତାନନ୍ଦଙ୍କ ବାଣୀ ! ସେଥିପାଇଁ ମାଳିକା ଲେଖା ଅନୁସାରେ ବିଶ୍ଵରେ ଘଟୁଛି ଅଘଟଣ କାର୍ଯ୍ୟ ! 
                        ମାଳିକା ବା ଅଚ୍ୟୁତାନନ୍ଦଙ୍କ ବାଣୀରେ ସଂପୂର୍ଣ୍ଣ ଭାବେ ବର୍ଣ୍ଣିତ ରହିଛି ! ହୀରାକୁଦ ବନ୍ଧରେ ଦେଖା ଦେବ ଚିତଳ ମାଛ ଆଉ ସେହି ଚିତଳ ମାଛଟି ଭୟଙ୍କର ତାଣ୍ଡବ ଦେଖାଇ ମୃତ୍ୟୁ ବରଣ କରିବ ! ଆଉ ସେହି ଚିତଳ ମାଛର କଣ୍ଟାରେ ନୂତନ ହୀରାକୁଦ ବନ୍ଧ ନିର୍ମିତ ହେବ ! ଏହା ମଧ୍ୟ ଉଲ୍ଲେଖ ରହିଛି ଯେତେବେଳେ ଚିତଳ ମାଛ ଆଉ ବଉଳା କୁମ୍ଭୀରର ମିଳନ ହେବ ସେତେବେଳେ ପୃଥିବୀ ଧ୍ଵଂସ ହେବାର ଶେଷ ସମୟ ଆସିଯିବ ! ଆଉ ଯେତେବେଳେ  ହୀରାକୁଦରେ ଶେଷ ନାଗ ଦେଖା ଦେବ ତେବେ ସାରାବିଶ୍ଵ ପାଇଁ ଆସିବ ମହାପ୍ରଳୟ ! ଏହା ମାଳିକା ବଚନ ବା ଅଚ୍ୟୁତାନନ୍ଦଙ୍କ ବାଣୀରେ ସ୍ପଷ୍ଟ ଭାବେ ବର୍ଣ୍ଣିତ ରହିଛି ! କିନ୍ତୁ ବୈଜ୍ଞାନିକମାନଙ୍କ ଅନୁସନ୍ଧାନ ପରେ ସୂଚନା ମିଳୁଛି , ଆଉ ଭାଙ୍ଗିବନି ହୀରାକୁଦ ବନ୍ଧ କି ଆଉ ଦେଖା ଦେବନି ହୀରାକୁଦ ବନ୍ଧରେ ଚିତଳ ମାଛ ଅବା ବଉଳା କୁମ୍ଭୀର ଓ ଶେଷ ନାଗ !
                              ତେବେ ” ଦର୍ଶକ ବନ୍ଧୁ “ ମାଳିକା ବଚନ ସତ ନା ବୈଜ୍ଞାନିକମାନେ ଦେଇଥିବା ମତ ସତ ! ଯେତେବେଳେ ହୀରାକୁଦ ବନ୍ଧକୁ ନେଇ ବୈଜ୍ଞାନିକମାନେ ଅନୁସନ୍ଧାନ କଲେ ସେତେବେଳେ ଜଣାପଡିଲା ଯେ, ମାଳିକା ଲେଖା ଅନୁସାରେ ଏସବୁ ଘଟିବ ସତ ! କିନ୍ତୁ ହୀରାକୁଦ ବନ୍ଧ ଭାଙ୍ଗିଯିବାର କିଛି ସଙ୍କେତ ମଧ୍ୟ ମିଳୁନାହିଁ ! ହେଲେ ବୈଜ୍ଞାନିକମାନେ ଯେଉଁ ମତ ଦେଛଇନ୍ତି ତାହା ସାରା ବିଶ୍ଵ ପାଇଁ ଖୁସିର ସନ୍ଧାନ ଅଟେ ! କିନ୍ତୁ ଏହା ନୁହେଁ ଯେ , ମାଳିକାରେ ଯେଉଁ ସବୁ ଉଲ୍ଲେଖ ରହୁଛି ସେହି ସବୁ ଘଟିବ ନାହିଁ ! କିନ୍ତୁ ତାହା ମଧ୍ୟ ଗୋଟି ଗୋଟି କରି ଘଟିଚାଲିବ !!!! 

ବ୍ୟୁର ରିପୋର୍ଟ TVPNEWS9….!!!!

Tags :- # news # tvp news9 # tvp # tvpnews

Share With