ବିଧାନ ସଭାରେ ଦୀପାଳି ଦାସ୍ …….!!
ବିଧାନ ସଭାରେ ପହଞ୍ଚି ସ୍ଵର୍ଗୀୟ ବାପଙ୍କୁ ମନେ ପକାଇଛନ୍ତି ଦୀପାଳି ........!!
ବାପା ବସୁଥିବା ସିଟ୍ କୁ ଦେଖି ଭାବବିହ୍ଵଳ ହୋଇଗଲେ ଝିଅ ଦୀପାଳି ......!!
“ ହଁ ଦର୍ଶକ ବନ୍ଧୁ ”…….!!
ଦୀପାଳି ଦାସ ଝାରସୁଗୁଡାର ବିଧାୟକ ହେବା ପରେ ବିଧାନସଭାକୁ ଯାଇ ନିଜର ଶପଥ ପାଠ କରିଥିଲେ । ଦୀପାଳି ଦାସ ବିଜୁଜନତା ଦଳ ପାଇଁ 2024ରେ ସାଧାରଣ ନିର୍ବାଚନରୁ ଏହା ଗୋଟିଏ ବଡ ଉପଲବ୍ଧି ବୋଲି କହିପାରିବା । ସ୍ଵର୍ଗୀୟ ବାପା ନବଦାସ୍ ଙ୍କ ପରେ ଏହି ଆସନଟି ଖାଲି ପଡିଥିଲା ,ଏବଂ ନବଦାସ୍ ଙ୍କ ପ୍ରତି ଝାରସୁଗୁଡାର ଲୋକ ମାନଙ୍କର ଯେଉଁ ଭଳି ଭଲ ପାଇବା ଜନ ସମର୍ଥନ ରହିଥିଲା । ତାହା ଏବେ ତାଙ୍କ ଝିଅ ଦୀପାଳିଙ୍କ ପ୍ରତି ରହିଛି । ଆଉ ଦୀପାଳିଙ୍କ ପାଖରେ ସେ ସବୁ ଗୁଣ ଦେଖିବାକୁ ମିଳୁଛି ଯାହା ତାଙ୍କ ବାପାଙ୍କ ପାଖରେ ଥିଲା ।
ଶପଥ ପାଠ ନେଇ ଦୀପାଳି କହିଛନ୍ତି ଯେ ସର୍ବଦା ଝାରସୁଗୁଡା ବାସୀଙ୍କର ସେବାରେ ନିଯୁକ୍ତି ରହିବା ସହିତ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦେଶରେ କାମ କରିବି ଆଉ ବାପଙ୍କର ସମସ୍ତ ସ୍ଵପ୍ନକୁ ପୁରା କରିବି ।
ଦୀପାଳି ଯେତେବେଳେ ବିଧାନ ସଭାରେ ପହଞ୍ଚି ଥିଲେ ତାଙ୍କ ବାପାଙ୍କ କଥା ବହୁତ୍ ମନେ ପଡିଥିଲା । ଆଉ ବାପା ଯେଉଁ ସିଟ୍ ରେ ବସୁଥିଲେ ସେହି ସିଟ୍ କୁ ଦେଖି ଭାବବିହ୍ଵଳ ହୋଇପଡିଥିଲେ ଦୀପାଳି । କାରଣ ତାଙ୍କ ବାପା ସବୁ ବେଳେ ଚାହୁଁ ଥିଲେ ଯେ ଝିଅ ଦୀପାଳି ମୋ ଭଳି ଏହି ବିଧାନ ସଭାକୁ ଆସି ସ୍ଵର ଉଠାଉ । ଆଜି ସବୁ କିଛି ଅଛି ଦୀପାଳିଙ୍କ ପାଖରେ । ବାପା ଯାହା ଯାହା ଚାହୁଁ ଥିଲେ କିନ୍ତୁ ଆଜି ସେ ଏହି ସ୍ଥାନରେ ଦୀପାଳିଙ୍କୁ ଦେଖିବା ପାଇଁ ତାଙ୍କ ବାପା ନାହାନ୍ତି । ଏହା କହି ବାପାଙ୍କୁ ମନେ ପକାଇ ଦୁଖ ପ୍ରକାଶ କରୁଛନ୍ତି ଦୀପାଳି ।
ଆଉ ଶେଷରେ କହିଛନ୍ତି ଯେ ସବୁଠାରୁ ଗର୍ବ ଗୌରବ କଥା ଓଡିଶାର ପ୍ରଥମ ଥର ପାଇଁ ମହିଳା ବାଚସ୍ଵତି ହୋଇଛନ୍ତି ପ୍ରମିଳା ମଲ୍ଲିକ୍ । ଏହା ଆମ ଓଡିଶା ପାଇଁ ଗର୍ବ ଗୌରବ କଥା ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!