Trending
Saturday , May 18 , 2024

କାହିଁକି ଏମିତି ସନାତନ ଧର୍ମ ପ୍ରତି ନିନ୍ଦା କରୁଛନ୍ତି ପ୍ରକାଶ ରାଜ୍.....!!!

  ସେ ପୁଣି ଭାରତକୁ ନିଜର କରି କାହିଁକି ସନାତନ ଧର୍ମକୁ ନିନ୍ଦା ଦେଉଛନ୍ତି.....!!!!!

    କ'ଣ ପାଇଁ ଲୋକ ମାନେ ତାଙ୍କୁ ରାସ୍ତା ଉପରେ ଫାଶୀରେ ଝୁଲାଇ ଦିଅ ବୋଲି ଦାବି କଲେଣି....!!!!
  
ଆସନ୍ତୁ ଜାଣିବା ଏହାକୁ ନେଇ କ'ଣ ଚାଲିଛି ସମ୍ପୂର୍ଣ୍ଣ ଖବର...!!!!
   
  ହଁ "ଦର୍ଶକ ବନ୍ଧୁ "


    ଭାରତରେ ରହି ପୁଣି ଭାରତର ଖାଇ ସନାତନ ଧର୍ମ କୁ ନିନ୍ଦା କରୁଛନ୍ତି ସାଉତ୍ ଅଭିନେତା ପ୍ରକାଶ ରାଜ୍ ! ସନାତନ ଧର୍ମକୁ ଡେଙ୍ଗୁରୋଗ ଠାରୁ ଆହୁରି ଭୟଙ୍କର କହି ପୋକ ମାଛି ସହ ତୁଳନା କରିଛନ୍ତି ଏହି ଅଭିନେତା ପ୍ରକାଶ ରାଜ୍ !
  ସତେ ଯେମିତି ସେ ହିଁ ଜଣେ ଫିଲ୍ମରେ ଭିଲୀୟନ୍ ବୋଲି ଭଗବାନ ଭାବୁଛନ୍ତି ପ୍ରକାଶ ରାଜ୍  !
 
   ତେବେ ଏହି ପରି ଲୋକ ଭାରତ ପାଇଁ ଗୋଟେ କଳଙ୍କ  ! ଯେଉଁ ସନାତନ ମାନେ ତାଙ୍କ ଫିଲ୍ମ ଦେଖି ଅଭିନେତାର ପରିଚୟ ଦେଇଛନ୍ତି !
ପୁଣି ଶେଷରେ ସେହି ସନାତନ ମାନଙ୍କୁ ଏମିତି କହିବା ପାଇଁ ତାଙ୍କର ସାହସ ହେଲା କେମିତି ! କିନ୍ତୁ ନିଜର ମନ୍ତ୍ୟବାକୁ ନେଇ ଅନେକ ସମୟରେ ବିବାଦ ରହୁଥିବା ସାଉତ୍ ଷ୍ଟାର୍ ପ୍ରକାଶ ରାଜ୍ ପୁଣି ବିବାଦୀୟ ହୋଇପଡ଼ିଛନ୍ତି ! ସେ ସନାତନ ଧର୍ମକୁ ନେଇ ଉଦିୟନିଧି ଙ୍କ ବୟାନକୁ ହରାଇଛନ୍ତି !
ସନାତନ ଧର୍ମ କୁ ନେଇ ତାମିଲନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଙ୍କ ପୁଅ ଉଦୀୟନିଧି ଷ୍ଟାଲିନ ଦେଇଥିବା ବିବାଦରେ କଥା ଥମିବାର ନାଁ ଉଠୁନି !
    ସନାତନ କୁ "ତନାତନ " କହିବା ସହ ଏହାକୁ ଡେଙ୍ଗୁ ଜ୍ୱର ସହ ତୁଳନା କରିଛନ୍ତି  ! ଏହା ସହ ମୂଳପଟନ ଜରୁରୀ ବୋଲି କହିଛନ୍ତି ପ୍ରକାଶ ରାଜ୍ କୋଲବୁର୍କୀରେ ଏକ କାର୍ଯ୍ୟକ୍ରମ ରେ ସମ୍ବନ୍ଧନ କରୁଥିବା ସମୟରେ ପ୍ରକାଶ ରାଜ୍ କହିଥିଲେ କୌଣସି ଜାତିର ଛୁଆଁ ଓ ଛୁତିରେ ମାନସିକତା ଏବେ ବି ରହିଛି ! ଏହି କର୍ମରେ କର୍ଣ୍ଣାଟକ ରେ ବସ୍ କଣ୍ଡାକ୍ଟର ଙ୍କ ପ୍ରସଙ୍ଗ ଉଠାଇ ଥିଲେ ! କିନ୍ତୁ କଣ୍ଡାକ୍ଟର ଜଣେ ମୁସଲିମ୍ ହୋଇଥିବାରୁ ତାଙ୍କ ପରମ୍ପରା ଅନୁଯାଇ ସେ ମୁଣ୍ଡରେ ଟୋପି ପିନ୍ଧିଥିଲେ  !
   ଠିକ୍ ସେତେବେଳେ ମହିଳା ଯାତ୍ରୀ ଜଣକ ତାଙ୍କୁ ଟୋପି କାଡିବାକୁ କହିଲେ ଯାହା ଏକ ମୌଳିକ ଅଧିକାର କୁ ଏକ କୁଠାରୁ ଘାତ କରିଥିଲା   ! କେବଳ ସେତିକି ନୁହଁ ବିଭିନ୍ନ ସ୍ଥାନରେ ଧାର୍ମିକ ଶ୍ରୀରାମ ସଭା ଯାତ୍ରା ହେଉଥିବା ହିଂସା ପ୍ରସଙ୍ଗ ମଧ୍ୟ ଉଥାନ୍ କରିଥିଲେ ପ୍ରକାଶ ରାଜ୍ ! ଆଉ କହିଥିଲେ ଶ୍ରୀରାମ ସଭାଯାତ୍ରା ରେ ୧୮ ରୁ ୨୦ ବର୍ଷ ଯୁବକଙ୍କୁ ହାତରେ ଛୁରା, ଓ ତଲ୍ ବାର  ଯିବାର ସ୍ପଷ୍ଟ ଦେଖାଯାଉଛି !
କିନ୍ତୁ ବୟସରେ ନିଜକୁ ଯଗ୍ୟ କରିବା କଥା ନିଜ ସ୍ୱପ୍ନ କୁ ପୁରାଣ କରିବା କଥା ସେ ବୟସରେ ଏମାନଙ୍କର ହାତରେ ହତ୍ୟାହାର ଦେଖାଯାଉଛି  !
   ତେବେ ଏଠାରେ  8 ବର୍ଷର ଶିଶୁ ମଧ୍ୟ ସନାତନ ଧର୍ମ ସହ ସଂଯୋଗ କରାଯାଉଛି ! ଏଣୁ ଡେଙ୍ଗୁଜ୍ୱର ଭଳି  ଏହି ଧର୍ମ ମଧ୍ୟ୍ୟ ମୂଳପଟନ କରାଯିବାର ଜରୁରୀ  ! ପ୍ରକାଶ ରାଜ୍ ଙ୍କ ଏହି ଭଳି ବୟାନ ପରେ ବିରୋଧୀ କରିଛନ୍ତି ସନାତନ ସଂଗଠନ  !
   କଲୁବୁର୍କୀ ରେ ସନାତନ ସଂଗଠନ  କର୍ମକର୍ତ୍ତା କଳା ପୋଷାକ ପିନ୍ଧି ବିରୋଧ ପ୍ରକାଶନ କରିବା ସହ ପ୍ରକାଶ ରାଜ୍ ଙ୍କ ବିରୋଧରେ ଲାନା ବାଜି କରିଥିଲେ...!!!
 
   ବ୍ୟୁର ରିପୋର୍ଟ TVP NEWS9

Tags :- # news # tvp news9 # tvp # tvpnews

Share With