ଚନ୍ଦ୍ରୟାନ 3 ସହ ପ୍ରତିଯୋଗୀତା କରୁଛି ଲୁନା 25 ....!!!!!
ଭାରତ ପୂର୍ବରୁ ଋଷ ପହଞ୍ଚିପାରିବ କି ଚନ୍ଦ୍ରପୃଷ୍ଟରେ .......??????
କ'ଣ ଋଷ ଏହି ଯାତ୍ରାରେ ସଫଳ ହୋଇପାରିବ କି .......??????
ଆସନ୍ତୁ ଜାଣିବା .......
ଚନ୍ଦ୍ରୟାନ 3 ପୂର୍ବରୁ ରୁଷ ଆଗ ଚନ୍ଦ୍ର ପୃଷ୍ଟରେ ପହଞ୍ଚିବ ବୋଲି ଜିଦି ଧରିଥିଲା....!!!!!
ଯାହା ଆମକୁ 3 ଇଡିଅଟ ଗୋଟିଏ ଡାଇଲକ୍ ମନେ ପଡେ !.....ତାହା ହେଲା ସାଙ୍ଗଟି ଯଦି ଫେଲ୍ ହୋଇଯାଏ ତାହା ହେଲେ ଦୁଖ ହୁଏ ! କିନ୍ତୁ ସାଙ୍ଗଟି ଯୋଦି ଟୋପ୍ ଚନ୍ଦ୍ରୟାନ ୩ ପୂର୍ବରୁ ରୁଷ୍ ଆଗ ଚନ୍ଦ୍ର ପୃଷ୍ଟରେ ପହଞ୍ଚିବ ବୋଲି ଜିଧି ଧରିଥିଲା ! ଯାହା ଆମକୁ ୩ ଇଡିଅଟର ଗୋଟିଏ କରିଥାଏ ତାହାଲେ ବହୁତ୍ ଦୁଖ ଲାଗିଥାଏ !
ଆମ ସହିତ ମଧ୍ୟ ଏମିତି କିଛି ହୋଇଛି....... ରୁଷ୍ ଆମର ମିତ୍ର ! ବହୁତ କ୍ଷେତ୍ରରେ ଆମେ ତାହା ସହିତ ମିତ୍ରତା ନିଭାଇଛନ୍ତି ! କିନ୍ତୁ ଶେଷରେ ଦେଖାଯାଏ ଯେ ଏହି ଚନ୍ଦ୍ର ମିଶନ୍ କୁ ନେଇ ରୁଷ୍ ଆମ ସହିତ ପ୍ରତିଯୋଗୀତା କରିବାରେ ଲାଗିଛି !
ଯାହା ଜଣା ପଡୁଛି କି ରୁଷ୍ ଭାରତ ଠାରୁ ଆଗୁଆ ଚନ୍ଦ୍ର ପୃଷ୍ଟରେ ପହଞ୍ଚିବାକୁ ଚାହୁଁଛି ! ଆମ ଚନ୍ଦ୍ରୟାନ ୩ ଅଗଷ୍ଟ ୨୩ ତାରିଖରେ ସନ୍ଧ୍ଯା ୬ ରେ ପହଞ୍ଚିବାକୁ ଯାଉଛି କିନ୍ତୁ ରୁଷ୍ କୁ ଅଗଷ୍ଟ ୨୧ ତାରିଖରେ ପହଞ୍ଚିବାରେ ଥିଲା ! ହେଲେ ରୁଷ୍ ଭାବୁଛି କି ଭାରତ ସବୁବେଳେ ଆଗୁଆ ହୋଇରହି ଚାଲିଛି ........!!!!!!!!
ଆଜି ଠାରୁ ପ୍ରାୟ ୪୦ ,୪୫ ବର୍ଷ ପୂର୍ବେ ଯେଉଁ ଋଷ ୨୪ ଟି ମିଶନ୍ ପଠାଇଥିଲା ହେଲେ ହଠାତ୍ ଆଜି ଆଗୁକୁ ଆସି କହୁଛି ମୁଁ ପ୍ରଥେମେ ଚନ୍ଦ୍ର ପୃଷ୍ଟରେ ଆଗୁଆ ପହଞ୍ଚିବି ! ଯେମିତିକି କୋରନା ପାଇଁ ପ୍ରଥମେ ଭେକ୍ଶିନ ମୁଁ ବନେଇଥିଲେ ସେମିତି ମୁଁ ଚନ୍ଦ୍ର ପୃଷ୍ଟରେ ଆଗୁଆ ପହଞ୍ଚିବି ! ହେଲେ ଭାରତ ଠାରୁ ହାରି ସାରିଛି ଏବେ ରୁଷ୍ ତାର ସ୍ଵପ୍ନ ଭାଙ୍ଗିଯାଇଛି !
ଏବଂ ୨୫ ମିଶନ୍ ଫେଲ୍ ହୋଇଯାଇଛି...... କାରଣ ଭାରତରେ ଚନ୍ଦ୍ରୟାନ ୨ ଯେମିତି ହୋଇଥିଲା ସେମିତି ରୁଷ୍ ୨୫ ମିଶନ୍ ଫେଲ୍ ହୋଇଯାଇଛି ! ଆମର ଚନ୍ଦ୍ର ପୃଷ୍ଟ କୁ ବଢୁଥିବା ଚନ୍ଦ୍ରଯାନ ୩ ଧୀରେ ଧୀରେ ଆଗକୁ ବଢିବାକୁ ଲାଗିଛି | ଆମେ ଆମ ମିସନ୍ କୁ ଆଗକୁ ବଢାଉଛନ୍ତି ହେଲେ ଆମ ମିତ୍ର ଋଷକୁ ଏହା ପସନ୍ଦ ଆସୁନି .....!!!
ଆମ ବଜେଟ ଅନୁସାରେ ୬୦୦ କୋରୋଡରେ ହି ଚାନ୍ଦ୍ରାଯାନ ମିସନ୍କୁ ଚନ୍ଦ୍ରପୃଷ୍ଟରେ ପହଞ୍ଚେବାକୁ ପଡିବ କିନ୍ତୁ ଋଷ ର ବଜେଟ ଥିଲା ୨୦୦ ମିଲିୟନ ………..!!!!!!!
ଚନ୍ଦ୍ରୟାନ ୩ ଲଞ୍ଚ ହେଲା ଜୁଲାଇ ୧୪ କିନ୍ତୁ ଋଷ ଅଗଷ୍ଟ ୧୧ ରେ ଲଞ୍ଚ କଲା ଯାହାର ନାମ ଥିଲା ଶୟୁଜ , ଶୟୁଜ ଏକ ପାୱାରଫୁଲ ରୋକେଟ ......ଯାହା ଆମ ଯାନ ଠାରୁ ଆଗରେ ରହିଛି ଏହି ଶୟୁଜ ......ଯାହା ବହୁତ କଳା କୀର୍ତି ସ୍ଥାପନ କରିଛି ବୋଲି ଜଣା ପଡିଛି .....!!!!
ଏବଂ ଆମ ଚନ୍ଦ୍ରୟାନ ୩ ଧୀରେ ଧୀରେ ଚନ୍ଦ୍ର ପୃଷ୍ଟରେ ଅଗଷ୍ଟ ୨୩ ରେ ଲଞ୍ଚ କରିବ ଯାହାକି ଅପେକ୍ଷା ର ଫଳ ସ୍ୱରୂପ ହେବ ହେଲେ ଲୁନା ୨୫ ...... ୨୧ ତାରିଖ ରେ ଲଞ୍ଚ ହେବ ଯାହାକି ଋଷ ଆଗୁଆ ବଢିବାକୁ ଚାହୁଁଛି......!!!!!
ହେଲେ କିଏ ଜାଣିଛି ଆମ ଚନ୍ଦ୍ରୟାନ ୩ ରେ କିଛି ତ୍ରୁଟି ଦେଖାଦେବନି .......!!!!!
ଯାହାକି ଋଷ ସହ ହେଲା ତାହା ଆମ ଭାରତ ସହ ହେବନି ତାର କିଛି ଗ୍ୟାରେଣ୍ଟି ନାହି .......!!!!