Trending
Saturday , May 18 , 2024

ଶୁଭଲଷ୍ମୀ ମୃତ୍ୟୁ ପଛରେ  ରହିଛିକି ଏମମଏସ ଭିଡ଼ିଓ.......?

**  ଗୁମର ଖୋଲିବ  କି ଏହି ଭିଡ଼ିଓ.....?

**  ଏହି ଭିଡ଼ିଓରେ ଥିବା  ଯୁବକ  ଜଣକ  କିଏ .......?

**    କିଏ ସୁଟିଙ୍ଗ କଲା ଭିଡ଼ିଓ .....?


     ଆସନ୍ତୁ ଜାଣିବା ଏହାର କାରଣ  ଏହି ଭିଡ଼ିଓରେ  |


         ଏବେ ଏହି ଭିଡ଼ିଓ ସାମ୍ନାକୁ ଆସିବ ପରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି  | ପୋଲିସ ଭିଡ଼ିଓ କୁ ଜବତ କରିଛି  ଭିଡ଼ିଓକୁ ଫୋରେନ୍ସ କ୍ଲାବକୁ ପଠାଯିବ  | କିଏ ଏହି ଭିଡ଼ିଓ ଭାଇରାଲ୍ କରୁଛି  ଅଭିଯୁକ୍ତକୁ ଧରିବା ପାଇଁ ସାଇବର୍ ଥାନା ପୋଲିସର ସହଯୋଗ ଲୋଡିଛି ଲଷ୍ମୀ ସାଗର ଥାନା ପୋଲିସ୍ ଅନ୍ୟ ପକ୍ଷରେ ଶୁଭଲକ୍ଷ୍ମୀଙ୍କ ଫୋନ୍ କଲ୍ କୁ ଛାନଭିନ୍ କରୁଛି ପୋଲିସ | ମୃତ୍ୟଦିନ ସେ କାହା ସହିତ କଥା ହେଇଥିଲା ଦୀପାଳି ଲର୍ଜର ରୁମ୍ ନମ୍ବର 205 ରୁ ଶୁଭଲଷ୍ମୀ ଙ୍କ ଶେଷ ଫୋନ୍ କଲ୍ ଅବଧି ଥିଲା  ମାତ୍ର 40ସେକେଣ୍ଡ, ରାତି ଗୋଟାଏ, ଦଶ ମିନିଟ୍ ରେ ଏହି ଫୋନ  କରିଥିଲେ  |


ଲଷ୍ମୀ ଧର ଥାନା ପୋଲିସର ଏହି ତଦନ୍ତ କାରି ଟିମ୍ ହାତରେ ଏହି ପ୍ରମାଣ ଲାଗିଛି | ତେବେ ସେହି ଫୋନ  କାହାକୁ କରିଥିଲେ ....... କ'ଣ  କଥାହେଇଥିଲେ ସେ ନେଇ ତଦନ୍ତ କରୁଛି  ପୋଲିସ | ଶୁଭଲଷ୍ମୀ ନିଜ ପାଖରେ  ଦୁଇଟି ମୋବଇଲ୍ ଫୋନ  ରଖିଥିଲେ  | ଦୁଇଟି ଫୋନ  ସିନିୟାର ପୋଲିସ ଜବତ କରିଛି |


ନିଦ୍ଧିଷ୍ଟଗୋଟିଏ ନମ୍ବରୁ 12 ଥର ମିସକଲ୍ ଆସିଛି  | ଦୁଇଟି ମୋବଇଲ ରୁ ଏକାଧିକ WhatsApp account, 2 ଟି  Instagram ଏବଂ 3 ଟି Snapchat account ଥିବା ପୋଲିସ ଜାଣିବାକୁ ପାଇଛି | ମୃତ୍ୟୁ ପୂର୍ଵରୁ ସେ whatapp ଯୋଗେ ଜଣେ ବ୍ୟକ୍ତିଙ୍କ ସହିତ ଦୀର୍ଘ ସମୟ ଧରି  କଥା ହେଉଥିଲେ , ଏନେଇ ଅଧିକ ତଥ୍ୟ ପାଇବାକୁ ପୋଲିସ ଚାର୍ଜ ଚଳାଇଛି ।

Tags :- # news # tvp news9 # tvp # tvpnews

Share With