Trending
Thursday , April 30 , 2026
36

ସାବଧାନ ରହି ଯାଅନ୍ତୁ ଏହି ପରି ଭୟଙ୍କର ଜନ୍ତୁ ପ୍ରତି ......!!!!!
    କାହିଁକି ଏହି ଭଳି ଜନ୍ତୁ ଅନେକ ଦେଶରେ ଘୁରି ବୁଲୁଛି ......!!!!!!
    ଆଉ କ’ଣ ପାଇଁ ସେ ଲୋକମାନଙ୍କର ଶରୀରକୁ କଞ୍ଚାରେ ଖାଇଦେଉଛି .......!!!!!
           ସେ ଜନ୍ତୁ ଟି କିଏ ?  ପଶୁ ନା ପକ୍ଷୀ .......!!!
ଆସନ୍ତୁ ଜାଣିବା କ’ଣ ରହିଛି ସେହି ଜନ୍ତୁର ବଡ ରହସ୍ୟ ......!!!!
             ହଁ “ଦର୍ଶକ ବନ୍ଧୁ “
 ସାବଧାନ ହୋଇଯାଆନ୍ତୁ କୁମ୍ଭୀର ପ୍ରତି .....!!!!
ଯାହାକି ଏବେ ରାସ୍ତା ଉପରେ ଦେଖିବାକୁ ମିଳିଛି କୁମ୍ଭୀର .....!!!!!
  ସେଥିପାଇଁ ସୂଚନା ଦିଆଯାଇଛି ଯେ କେହି ମଧ୍ୟ ରାସ୍ତାରେ ଯିବା ଆସିବା ସମୟରେ ସତର୍କ ହୋଇଯାଆନ୍ତୁ .....!!!!
           କୁମ୍ଭୀର ଟି ଏବେ ନଦୀ କିମ୍ବା ପୋଖରୀ କୁ ଛାଡି ଚାଲିଆସିଛି ରାସ୍ତା ମଝିକୁ ......... !!!!!
କିନ୍ତୁ କୁମ୍ଭୀର ଟି ଦେଖିବାକୁ ମିଳିଛି ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟ ରାସ୍ତାରେ ଏକ ବିରାଟ କାୟ ବଉଳା କୁମ୍ଭୀର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ ସେହି ବଉଳା କୁମ୍ଭୀର କୁ ଦେଖି ଡରି ଯାଇଥିଲେ |
 ଆଉ ସେହି ବଉଳା କୁମ୍ଭୀରକୁ  ପ୍ରଥମେ ପିଲାମାନେ ଦେଖିଲେ ଏବଂ ପାଟି ମଧ୍ୟ କାଲେ | ପାଟି କରିବା ପରେ ସେହି ଠାରେ ସ୍ଥାନୀୟ ଲୋକମାନେ ଆସି ରୁଣ୍ଡ ହେଲେ ଆଉ ସେହି ବଉଳା କୁମ୍ଭୀର ଟି ଭୟରେ ଗୋଟେ କେନାଲ୍ ର ଆଡକୁ ଚାଲିଗଲା 
କିନ୍ତୁ ସେ ରାସ୍ତା ଉପରେ ହିଁ ବୁଲୁଥିଲା ......!!!!!
ଗତ କିଛି ଦିନ ହେଲା କୁମ୍ଭୀର ମାନଙ୍କର ଆତଙ୍କ ବୃଦ୍ଧି ଘଟୁଛି .....!!!!!
    ସେଥି ପାଇଁ ସେହିଠାରେ ସ୍ଥାନୀୟ ଲୋକମାନେ ପୁରା ଭୟ କରୁଥିଲେ ....!!!!!
         ସେଥି ପାଇଁ 2 ମାସ ଭିତରେ 4 ଜଣଙ୍କୁ ମାରିଦେଇଛି ବିଲି ଆଶଙ୍କା ମିଳିଛି .....!!!!
ବ୍ୟୁର ରିପୋର୍ଟ TVP NEWS9

Tags :- # news # tvp news9 # tvp # tvpnews

Share With