Trending
Saturday , May 18 , 2024

ମହାନଦୀରେ ମାଛ ବଦଳରେ ଭାସି ଆସୁଛି ପୁଳା ପୁଳା ସୁନା .........!!!!!!!!

 କେଉଁଠାରୁ ଭାସି ଆସୁଛି ମହାନଦୀକୁ  ପୁଳା ପୁଳା ସୁନା ...........!!!!!

କିଏ ଦେଉଛି ଏତେ ସୁନା ..........!!!!!

ଆସନ୍ତୁ ଜାଣିବା ଏହାର ରହସ୍ୟ..........!!!!

“ ହଁ ଦର୍ଶକ ବନ୍ଧୁ “.........!!!!!

                   ଭାରତରରେ ଅବସ୍ଥିତ ମହାନଦୀ ଯାହାକୁ ଆମେ ମାନେ ଗଙ୍ଗା ନଦୀ ବୋଲି କହିଥାଉ ! ଏହି ମହାନଦୀରେ ଗୋଭୀର ମାତ୍ରାରେ ପାଣି ପ୍ରବାହିତ ହୋଇଥାଏ ଆଉ ସେତିକି ଗୋଭୀର ଖାଲ ମଧ୍ୟ ଥାଏ ! ସେହି ମହାନଦୀରୁ ମତ୍ସ୍ୟଜୀବି ମାନେ ଗୋଭୀର ପାଣି ଭିତରକୁ ଯାଇ ଜାଲ ପକାଇ ମାଛ ଧରିଥାନ୍ତି  , ଏବଂ ବହୁତ ସାରା ମାଛ ମଧ୍ୟ ନେଇ ଆସନ୍ତି ! ହେଲେ ବର୍ତ୍ତମାନ ସେହି ମତ୍ସ୍ୟଜୀବି ମାନେ ମହାନଦୀରୁ ମାଛ ବଦଳରେ ଏବେ ପାଉଇଛନ୍ତି ପୁଳା ପୁଳା ସୁନା , ଏତେ ସୁନା କେଉଁ ଠାରୁ ଭାସି ଆସୁଛି ମହାନଦୀକୁ ଏହା କିଏ ବି ଜାଣିପାରୁନାହାନ୍ତି !

                                                            ଯେତେବେଳେ ମତ୍ସ୍ୟଜୀବି ମାନେ ଜାଲ ପକାଇ ମାଛ ଧରିଥାନ୍ତି ସେତେବେଳେ ମାଛ ହିଁ ଜାଲରେ ପଡିଥାଏ କିନ୍ତୁ ବର୍ତ୍ତମାନ ଜାଲରେ ମାଛ ବଦଳରେ ଖାଲି ପୁଳା ପୁଳା ସୁନା ହିଁ ଆସୁଛି ! ଏହା ଯେତେବେଳେ ଲୋକମାନେ ଜାଣିଲେ ଯେ ମହାନଦୀରେ ମାଛ ବଦଳରେ ସୁନା ଭାସି ଆସୁଛି ସେହି ମହାନଦୀରୁ ମତ୍ସ୍ୟଜୀବି ମାନେ ଆଉ ଲୋକମାନେ ବହୁତ ସୁନା ମଧ୍ୟ ସେମାନେ ବି ପାଉଛନ୍ତି ! କିନ୍ତୁ ଏତେ ଏତେ ସୁନା ମହାନଦୀକୁ ଆସୁଛି କେଉଁଠୁ ତାହା କାହାକୁ ମଧ୍ୟ ଜଣା ନାହିଁ ! ବହୁତ ମାତ୍ରାରେ ମହାନଦୀରେ ଗହଳି ହୋଇଥାନ୍ତି ଆଉ ବହୁତ ସୁନା ମଧ୍ୟ ସମସ୍ତେ ପାଉଛନ୍ତି ! ଏହି ସୁନା ପାଇଁ ବହୁତ ଲୋକ ଏବଂ ମତ୍ସ୍ୟଜୀବି ମାନେ ଆକର୍ଷିତ ହୋଇ ମହାନଦୀ ଗୋଭୀର ପାଣିକୁ ଯାଇ ସୁନା ନେଇକି ଆସନ୍ତି ! 

                             ଯେଉଁ ଲୋକମାନେ ମହାନଦୀକୁ ଯାଇକି ସୁନା ନେଇ ଆସିଛନ୍ତି , ସେହି ଲୋକଙ୍କ କହିବା ଅନୁସାରେ ଏହା କେତେ ସତ ଆଉ କେତେ ମିଛ ରହିଛି ତାହା ଜାଣନ୍ତୁ !!!!!!

Tags :- # news # tvp news9 # tvp # tvpnews

Share With