ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାଁହୁଛି........!!!!!!
କିନ୍ତୁ ପଦ ମୋତେ ଛାଡ଼ୁନାହିଁ.....!!!!!
ଏଭଳି କହି ଏବେ ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ.......!!!!!
ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛନ୍ତି ରାଜସ୍ଥାନ ମୁଖ୍ୟ ମନ୍ତ୍ରୀ ଅଶୋକ ଗେଲର୍......!!!!!!
ସେ କହିଛନ୍ତି ମୁଁ ଅନେକ ଥର ଭାବୁଛି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବି......!!!!!
କିନ୍ତୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ମୋତେ ଛାଡୁ ନାହିଁ.....!!!!
ସେ କହିଛନ୍ତି ମୁଁ ଗଣମାଧ୍ୟ୍ୟ ବିବକ୍ତି ବିଷୟ କୁ କହିବାକୁ ଚାହେଁ..... ମୁଁ ଯାହା ଭି କହିବି ମୁଁ ଚିନ୍ତା କରି କହିବି.....!!!!!!
ରାଜନୀତି ରେ ମୁଁ ପ୍ରତେକ ଶବ୍ଦକୁ ଭଲ ଭାବେ ଯାଞ୍ଚ କରି କହିଥାଏ.....!!!!
ଭାବ ନାହିଁ ମୁଁ କମିଡି କରୁଛି...!!!!
କିନ୍ତୁ ଏହି ପୋଷ୍ଟ ମୋତେ ଛାଡୁ ନାହିଁ.......!!!!!
ମୁଁ ଏତେ ବଡ କଥା କହୁଛି ଏଥି ପାଇଁ ମଧ୍ୟ
ସାହସ ରହିବା ଆବଶ୍ୟକ......!!!!!
ମୁଁ ହାଇକମାଣ୍ଡ ର ନିଷ୍ପତି ଗ୍ରହଣ କରେ....!!!!!!
" ଅଶୋକ ଗେଲର୍ " ଗତ ୪ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ପଦ ଛାଡିବା ବିଷୟରେ କଥା ହୋଇଛନ୍ତି......!!!!!ଏହା ପୂର୍ଵରୁ ତିନିଦିନ ପୂର୍ବେ ସେ ସମାନ କଥା କହିଥିଲେ | ସୋମବାର ମୁଖ୍ୟମନ୍ତ୍ରୀ ରାଜ୍ୟର 19 ଟି ନୂତନ ଜିଲ୍ଳା ଗଠନ କରିଛନ୍ତି, ଏହି ନୂତମ ଜିଲ୍ଲା ଏବଂ ତିନଟି ଡିଭିଜନ୍ କାଯ୍ୟକାରିତା ଅନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି | ଏହା ସହିତ ବର୍ତମାନ ରାଜ୍ୟରେ ଜିଲ୍ଲା ସଂଖ୍ୟା ଛୁଇଥିବା ବେଳେ ଡିଭିଜନ୍ ସଂଖ୍ୟା 10 ରେ ପହଞ୍ଚିଛି | ରାଜସ୍ଥାନରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ଵରୁ ଏହି ନିଷ୍ପତିକୁ ସି. ଏମ ଗେଲଟଙ୍କ ମାଷ୍ଟର ଷ୍ଟକ ଭାବରେ ବିବେଚନା କରାଯାଉଛି | ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ସ୍ଥାନ ଗୁଡିକରେ ସେଇ ନୂତନ ଜିଲ୍ଳା ଗଠନ କରିଛନ୍ତି | ଗେଲଟ୍ ଙ୍କ ଘନିଷ୍ଠ ସ୍ୱାଧୀନ ବିଧାୟକ ବାବୁଲାଲ୍ ନାଗରଙ୍କର ଡୁଡୁଏ ଏବଂ ରାମ୍ କେସ ବିନାଙ୍କ ଗଙ୍ଗା ପୁର୍,ସିଡ଼ି, ବିଧାୟକ ସଭା ନିର୍ବାଚନରେ ମଧ୍ୟ୍ୟ ଜିଲ୍ଳା ଗଠନ କରାଯାଇଛି |