ଆପଣ କ’ଣ ଫୋନ୍ କଭରରେ ଟଙ୍କା ରଖିଛନ୍ତି ...!!
ତାହାଲେ ଶୁଣନ୍ତୁ ଫୋନ୍ କଭରେ ଟଙ୍କା ରଖିବାର କାରଣ କ’ଣ ରହିଛି ….!
ହଁ “ ଦର୍ଶକ ବନ୍ଧୁ”
ଫୋନ୍ କଭରରେ ଟଙ୍କା ରଖିବା ବିପଜ୍ଜନକ ହୋଇଥାଏ ! ହୁଏତ ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନ ଯାଇପାରେ ବୋଲି କୁହାଯାଇଛି ! କିନ୍ତୁ ଏହି ଟଙ୍କା ନେଇପାରେ ଆପଣଙ୍କ ଜୀବନ ! ଆପଣ ଦେଖିଥିବେ ଅଧିକାଂଶ ଲୋକମାନେ ନିଜର ଫୋନ୍ କଭର ପଛରେ ୧୦ ,୨୦, ୫୦ ,୧୦୦, ଏଭଳି କିମ୍ବା ୫୦୦ ସହ ଟଙ୍କିଆ ନୋଟ ରଖିଥାନ୍ତି !ଲୋକମାନେ ଭାବନ୍ତୁ ଯଦି ଏହି ଟଙ୍କା ଫୋନ୍ ପଛରେ ପଡିଥାଏ ତେବେ ଜରୁରୀ କାଳୀନ ସମୟରେ ଏହା ଆବଶ୍ୟକ ପଡିବ ବୋଲି ଲୋକମାନେ ରଖିଥାନ୍ତି ଫୋନ୍ କଭର ପଛରେ ଟଙ୍କା ! ତଥାପି ଏହି ସମୟ ମଧ୍ୟରେ ଭୁଲିଯାଆନ୍ତି ଯେ ଏହି କାମଟି କରିବା ସେମାନଙ୍କ ବହୁତ ବଡ ବିପଜ୍ଜନକ ! ସବୁଠୁ ବଡ କଥା ହେଉଛି ଯଦି ଟିକେ ଭୁଲ୍ ହୁଏ ତେବେ ଏହି ନୋଟ୍ ଯୋଗୁ ଆପଣଙ୍କ ଜୀବନ ହିଁ ନଷ୍ଟ ହୋଇଯିବ ! ଫୋନ୍ କଭର ପଛପଟେ ଟଙ୍କା ରଖିବା କ’ଣ ପାଇଁ ଭୁଲ୍ ଆସନ୍ତୁ ଜାଣିବା ! ଯେତେବେଳେ ଆପଣ ଫୋନ୍କୁ ବ୍ୟବହାର କରନ୍ତି କିମ୍ବା ଚାର୍ଜ ରେ ବସାଇଥାନ୍ତି ଏହା ବସାଇଥିବା ବେଳେ ଧ୍ୟାନ ଦିଅନ୍ତୁ ଯେ ଏହା ଗରମ ବା ଅନେକ ସମୟରେ ଅତ୍ୟଧିକ ଗରମ ହୋଇଯାଏ ! ଏହି ଭଳି ପରିସ୍ତ୍ତିତି ରେ ଯଦି ଆପଣ ନିଜ ଫୋନ୍ କଭର ପଛରେ ଏକ ନୋଟ୍ ରଖିଛନ୍ତି ତୋ ଫୋନ୍ ର ଉତ୍ତାପ ମୁକ୍ତ ହୋଇପାରିବ ନାହିଁ ! କିନ୍ତୁ ଏହା ବିସ୍ଫୋରଣ ମଧ୍ୟ ହୋଇପାରେ କାରଣ ନୋଟ୍ କାଗଜରେ ତିଆରି ହୋଇ ବିଭିନ୍ନ ପ୍ରକାର ର ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ ! ଏଭଳି ପରିସ୍ତିତିରେ ଯେତେବେଳେ ଫୋନ୍ ଗରମ ହୁଏ ! ଏବଂ ନୋଟ୍ ହେତୁ ଉତ୍ତାପ ମୁକ୍ତ ହୋଇପାରେ ନାହିଁ ନିଆ ଭି ଲାଗିଯାଇପାରେ ! କିନ୍ତୁ ନୋଟ୍ ରେ ଥିବା ରାସାୟନିକ ପଦାର୍ଥ ଯୋଗୁ ଅଧିକ ନିଆ ଲାଗିଯାଏ ତେଣୁ ଏ ଭଳି ପରିସ୍ତିରେ ଭୁଲ୍ ରେ ମଧ୍ୟ ଫୋନ୍ କଭର ପଛ ପଟେ କୌଣସି ଟଙ୍କା କିମ୍ବା କାଗଜ ରଖୁନ୍ତୁ ନାହିଁ ! ଯଦି ଫୋନ୍ କାଭର କୁ ଟାଇଟ୍ କରିନାହାନ୍ତି ତୋ ଫୋନ୍ ବ୍ଳାଷ୍ଟ ହୋଇପାରେ ବୋଲି କୁହାଯାଇଛି ! ଏଭଳି କରିବା ଉଚିତ୍ ନୁହଁ ଯଦି ଏଭଳି କାମ କରୁଛନ୍ତି ତୋ ଆପଣଙ୍କ କେହିଟା ସମୟ ରେ ଜୀବନ ଯାଇପାରେ ! ତେଣୁ ଏହି ଭଳି କରିବା ପାଇଁ ସତର୍କ ରୁହନ୍ତୁ !
ବ୍ୟୁର ରିପୋର୍ଟ TVP NEWS9