Trending
Saturday , May 18 , 2024

କାହିଁକି ରାହୁଲ୍ ଗାନ୍ଧୀ ଜେଲ୍ ଯିବେ.........?????????

କାହିଁକି 2 ବର୍ଷ ଜେଲ୍ ରେ ଦିନ କଟିବେ ରାହୁଲ୍ ଗାନ୍ଧୀ...........??????

କଣ ସତରେ କିଛି ଦୋଷ କରିଛନ୍ତି ନା ବିରୋଧୀ ଦଳର ଏହା କୌଣସି ଚକ୍ରାନ୍ତ.........??????????

ଲୋକ ମାନେ ମଧ୍ୟ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି.......!!!!!!

ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ଖବର............,!!!!!!!!!!!!!

               2019 ରେ ଗୋଟିଏ ରାଲିରେ ରାହୁଲ ଗାନ୍ଧୀ ମୋଦି ବଂଶ  କୁ ଅପମାନ କରି କହିଥିଲେ ଯେ ସବୁ ମୋଦି ଚୋର ......... ମୋଦି ବଂଶ କେବଳ ଲୋକଙ୍କ ଶରୀରରୁ ରକ୍ତ ଶୋଷିବାର ଜାଣିଛନ୍ତି.......... ଏବଂ ଲୋକଙ୍କୁ ମିଛ ସହାନୁଭୂତି ଦେଇଥାନ୍ତି......... ଏବଂ ଏହାର ଉଦାହରଣ ରେ କିଛି ବିଶେଷ ବ୍ୟକ୍ତିଗତଙ୍କ ନାଁ ମଧ୍ୟ ନେଇଥିଲେ.......... ଲଳିତ ମୋଦି IPL ରେ ଲୋକଙ୍କ ଠୁ ପଇସା ନେଇଁ  ଫେରାର ହେଇଯାଇଥିଲେ........ ଆଉ କହିଥିଲେ ଯେ ଆମ ଦେଶର ପ୍ରଧାନ ମନ୍ତ୍ରୀ ମଧ୍ୟ  ମୋଦି ହେଇଥିବାରୁ ସେ ଭି ଦିନେ ଏପରି କାମ କରିବେ ..... ଦେଶର ସବୁ ମୋଦି କେବଳ ନିରୀହ ଲୋକଙ୍କୁ ଲୁଟିବାର ଜାଣିଛନ୍ତି......... ଏବଂ ରାହୁଲଙ୍କ ଏହି ଭାଷଣ ଚାରିଆଡେ ପ୍ରସାରିତ ହବାକୁ ଲାଗିଲା l ଏବଂ ଏହିସବୁ କଥା ଶୁଣି ମୋଦି ବଂଶଙ୍କ ରକ୍ତ ଗରମ ହେବାକୁ ଲାଗିଲା ଏବଂ ସେ ରାହୁଲଙ୍କ ନାଁ ରେ  ପୋଲିସ ଙ୍କୁ ଜଣାଇ ଥିଲେ.......!!!!!!

                 ପରେ ଆରମ୍ଭ ହେଇଥିଲା ମୋଦି ବଂଶ ଏବଂ ଗାନ୍ଧୀ ଙ୍କ ମଧ୍ୟରେ ଜବରଦସ୍ତ ଝଗଡା......ହେଲେ ପ୍ରଧାନ ମନ୍ତ୍ରୀ କିନ୍ତୁ ଚୁପ ଥିଲେ........ରାହୁଲ ଙ୍କ ଏପରି ବୟାନ ଶୁଣି ସମଗ୍ର ମୋଦି ବଂଶ ରାହୁଲ ଙ୍କୁ ବିରୋଧ କରିଥିଲେ.......l ହେଲେ ରାହୁଲ କିନ୍ତୁ ଜିଦ ଛାଡ଼ିନଥିଲେ..... ତାଙ୍କର ଗୋଟାଏ ଜିଦ ଯେ ସେ ଏହିସବୁ ବୟାନ ଦେଇନଥିଲେ.......... ପରବର୍ତୀ ସମୟରେ ଯେତେବେଳେ ସେହି ଜିନିଷର ପ୍ରଣାମ ଆଣି ଦେଖାଇଥିଲ ମୋଦି ଏବଂ ପ୍ରମାଣ ପାଇଲା ପରେ ଚୁପ ହେଇରହିବାକୁ ବାଧ୍ୟ ହେଇଥିଲେ ଗାନ୍ଧୀ....... l
             ଏବଂ ଅଦାଲତ ତାଙ୍କୁ 2 ବର୍ଷ ପାଇଁ ଜେଲରେ ରହିବାକୁ ସଜା ମଧ୍ୟ ଦେଇଥିଲା ..... ହେଲେ ବଡ ଲୋକଙ୍କୁ କହିବାକୁ କାହାରି ପାଖରେ  ଉତ୍ତର ନାହିଁ...... ଗାନ୍ଧୀ ଙ୍କୁ ସଜା ମିଳିଥିଲେ ମଧ୍ୟ ସେହି ସଜା ଭୋଗିନଥିଲେ ଗାନ୍ଧୀ.......... ବରଂ ଅଦାଲତ ର ନୀତିକୁ ବଦଲାଇଦେଇ ଖୁଲମ୍ ଖୁଲ୍ଲା ବୁଲୁଛନ୍ତି ଗାନ୍ଧୀ.......... l ତା ପରେ ମଧ୍ୟ ସୁଧୁରି ନାହାନ୍ତି ଗାନ୍ଧୀ.......... ପୁଣି ମୋଦିଙ୍କ ବିରୁଦ୍ଧରେ ବିବାଦ ଉଠଉଛନ୍ତି ଗାନ୍ଧୀ.......

    ତେବେ ପ୍ରଶ୍ନ ଉଠୁଛି ଯେ ମୋଦି କାହିଁକି ନିରବ ଅଛନ୍ତି କାହିଁକି ମୋଦି ରାହୁଲ ଙ୍କ ବିରୋଧରେ କିଛି ପଦକ୍ଷେପ ନେଇନାହାନ୍ତି......... କଣ ସତରେ ମୋଦି କିଛି ଭୁଲ କରିଛନ୍ତି ନାଁ ଏକା ସାଙ୍ଗରେ ରାହୁଲଙ୍କୁ ବଡ ଧକ୍କା ଦେବେ ମୋଦି........ ଏହାର ଖବର ଏବେ ମଧ୍ୟ କାହାରିକୁ ଜନା ନାଇଁ....... l

 

Tags :- # news # tvp news9 # tvp # tvpnews

Share With