କାହିଁକି ସିଂହ ଦ୍ଵାରର 3ୟ ନମ୍ବର ପାହାଚରେ କହି ପାଦ ରଖନ୍ତି ନାହିଁ......!!!!
22ଗୋଟି ପାହାଚରୁ 3ୟ ନମ୍ବର ପାହାଚର କଣ ରହିଛି ରହସ୍ୟ....!!!
କାହିଁକି ସିଂହଦ୍ଵାରର ତୃତୀୟ ନମ୍ବର ପାହାଚ ଉପରେ ପାଦ ଦେବାକୁ ଡରନ୍ତି ଲୋକେ....!!!
ଆସନ୍ତୁ ଜାଣିବା ଏହାର କଣ ରହିଛି ରହସ୍ୟ....!!!
“ ହଁ ଦର୍ଶକ ବନ୍ଧୁ “.....!!!!
                     ପୁରୀ ଶ୍ରୀମନ୍ଦିରକୁ ଓଡିଶାର ଅନେକ ଦେଶ ବିଦେଶ ଲୋକମାନେ ଆସି ସମସ୍ତେ ନିଜକୁ ଭାଗ୍ୟମାନ୍ ମନେକରନ୍ତି ! କାହିଁକି ନା ଏହି ଧରାପୁଷ୍ଟ ବୈକୁଣ୍ଠରେ ମହାପ୍ରଭୁ ଜଗନ୍ନାଥଙ୍କ ସାକ୍ଷାତ ଦର୍ଶନ ମିଳିଥାଏ ! ଏଠାରେ 16 କଳାର ଦାତା ପ୍ରଭୁ ଶ୍ରୀକୃଷ୍ଣଙ୍କର ହୃଦୟର ସ୍ଵବ୍ଦ ଶୁଣିବାକୁ ମିଳିଥାଏ ! ଏବଂ ଏଠାରେ ହିଁ ମହାପ୍ରଭୁଙ୍କ ମହାପ୍ରସାଦ ଖାଇବାର ସୌଭାଗ୍ୟ ପ୍ରାପ୍ତ ମଧ୍ୟ ହୋଇଥାଏ ! ଏବଂ ସାରା ସଂସାରକୁ ଉଧାର କରିବା ପାଇଁ ସ୍ଵୟଂ ପ୍ରଭୁ ଜଗନ୍ନାଥ ବଡ ଦାଣ୍ଡକୁ ଆସିଥାନ୍ତି ! 
                   ପ୍ରତେକ ବର୍ଷ ରଥଯାତ୍ରା ସମୟରେ ନିଜ ଭାଇଓ ଭଉଣୀଙ୍କ ସହ ମିଶି ନିଜ ମାଉସୀ ଘରକୁ ବୁଲିବା ପାଇଁ ଯାଇଥାନ୍ତି ! ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ଏହି ଦିବ୍ୟ ରଥକୁ ଟାଣିବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାର ଭକ୍ତ ଏକତ୍ରିତ ହୋଇଥାନ୍ତି ! ସମସ୍ତଙ୍କ ମନ ଭିତରେ କେଉଁଠି ନା କେଉଁଠି ଧରାପୁଷ୍ଟର ଏହି ବୈକୁଣ୍ଠ ପୁରୀକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବାର ପୁର୍ଣ୍ଣ୍ୟଅର୍ଜନ କରିଥାନ୍ତି ! ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ଏଠାକୁ ଆସି ସାରିଛନ୍ତି ! ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ଅହମଦାବାଦ୍ ର ରଥଯାତ୍ରାରେ ପ୍ରତେକ ବର୍ଷ ସାମିଲ୍ ମଧ୍ୟ ହୋଇଥାନ୍ତି !
                    ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ମୁଖ୍ୟ ଦ୍ଵାର ବା ସିଂହ ଦ୍ଵାରର ତୃତୀୟ ନମ୍ବର ପାହାଚ ଉପରେ ପାଦ ରଖିବା ତ ଦୂରର କଥା ଏହି ପାହାଚକୁ ସ୍ପର୍ଶ କରିବା କଥା ବି ଉଚିତ୍ ନୁହେଁ ! କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରକୁ ପ୍ରବେଶ କରି ପୁଣି ଫେରିଥାନ୍ତି ସେ କେବେବି ସିଂହ ଦ୍ଵାରର ତୃତୀୟ ନମ୍ବର ପାହାଚ ଉପରେ ପାଦ ଦେଇନଥାନ୍ତି ! ଏହାର କାରଣ ଯେ ,,,,,,
                  ପ୍ରଭୁ ଜଗନ୍ନାଥଙ୍କ ସିଂହ ଦ୍ଵାରର ତୃତୀୟ ନମ୍ବର ପାହାଚ ଉପରେ ବସିଥାନ୍ତି ପ୍ରଭୁ ଯମରାଜ ! ଏବଂ ଏହି ତୃତୀୟ ନମ୍ବର ପାହାଚକୁ ଛୁହିଁବାକୁ ବି ଡରଥାନ୍ତି ପ୍ରଭୁ ଜଗନ୍ନାଥଙ୍କ ସାରା ଭକ୍ତ ! ଚାରିଧାମ ମଧ୍ୟରୁ ଏକ ଧାମ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଏହି ଧାମ ! ସିଂହ ଦ୍ଵାରରେ ପ୍ରବେଶ କରିବା ମାତ୍ରକେ ସମୁଦ୍ରର ଗର୍ଜନର ସ୍ଵବ୍ଦ କୁଆଡେ ଉଭାନ୍ ହେଇଯାଇ ! ଶ୍ରୀମନ୍ଦିର ସିଂହ ଦ୍ଵାର ବା ମୁଖ୍ୟ ଦ୍ଵାରକୁ ଲାଗିକି ରହିଥିବା 22ଗୋଟି ପାହାଚ ମଧ୍ୟରୁ ତଳୁ ଉପରକୁ ଯିବାର ତୃତୀୟ ନମ୍ବର ପାହାଚ ଉପରେ କୌଣସି ଭକ୍ତ ପାଦ ରଖନ୍ତି ନାହିଁ ! ଏବଂ ସେହି ତୃତୀୟ ନମ୍ବର ପାହାଚ ଉପରେ କୌଣସି ଭକ୍ତର ମଧ୍ୟ ପାଦ ସେ ଉପରେ ନପଡିବା ପାଇଁ ସେହି ପାହାଚକୁ କଳା ରଙ୍ଗ କରାଯାଇଛି ! ଏହି ସିଢି ଉପରେ ଯମ ଶିଳା ମଧ୍ୟ ରହିଛି ! କୁହାଯାଇକି ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ଏହି ତୃତୀୟ ନମ୍ବର ପାହାଚ ଉପରେ ପାଦ ରଖିବାକୁ ନିଶେଦ୍ କରାଯାଇଛି !!!!!! 

ବ୍ୟୁର ରିପୋର୍ଟ TVPNEWS9……!!!

Tags :- # news # tvp news9 # tvp # tvpnews

Share With