Trending
Saturday , May 18 , 2024

ଦେଶବାସୀ ଙ୍କୁ ବଡ଼ ଉପହାର ଦେଲେ ନରେନ୍ଦ୍ର ମୋଦି

* ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଗଲା ୪ହଜାର ଟଙ୍କା 

* ଯଦି ଆପଣ ପାଇ ନାହାନ୍ତି ତାହାଲେ ଏମିତି କରନ୍ତୁ ଆବେଦନ

* ଏଥର ମାସକୁ ମାସ ଟଙ୍କା ପଠାଇବେ ଭାରତ ସରକାର 


ଦେଶର ପ୍ରାୟ ସବୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ୪ହଜାର ଟଙ୍କା ପଠାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଦେଖି ନିଅନ୍ତୁ, ଆଉ ଯଦି ୪ହଜାର ଟଙ୍କା ଆସିନି, ତାହାଲେ ପୁଣିଥରେ ଆବେଦନ କରନ୍ତୁ । ଆଉ ୪ ହଜାର ଟଙ୍କା ହାତରେ ଧରି ନେଇ ଯାଆନ୍ତୁ। 
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଶେଖାୱାଟୀରେ ଦେଶର କୋଟି କୋଟି ଲୋକଙ୍କ ଖାତାରେ ଏହି ଟଙ୍କା ପଠାଇଛନ୍ତି। ଏହି କିସ୍ତି ଲୋକଙ୍କ ଏକାଉଣ୍ଟକୁ ଗଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସଭାକୁ ସମ୍ବୋଧିତ କରିଥିଲେ । ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ,ଲୋକଙ୍କୁ ଆହୁରି ପ୍ରଗତିଶୀଳ କରିବା ପାଇଁ ପ୍ରୟାସ କରିଆସୁଛନ୍ତି । ଏଣିକି ଦୁଇଗୁଣ ଟଙ୍କା ପାଇବେ ଚାଷୀ। ସବୁଠାରୁ ଖୁସିର କଥା ଯେ ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନାର ଫାଇଦା ଉଠାଇଥିବା କୃଷକମାନେ ବର୍ତ୍ତମାନ ଦୁଇଗୁଣ ଲାଭ ପାଇବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ୨୦୦୦ ଟଙ୍କl କୃଷକମାନଙ୍କୁ ହସ୍ତାନ୍ତର କରାଯାଇଥିଲା, କିନ୍ତୁ ଏଥର ୨୦୦୦ ବଦଳରେ ଆପଣ ୪୦୦୦ ଟଙ୍କା ସପୂର୍ଣ୍ଣ ପାଇପାରିବେ ବୋଲି ପ୍ରକାଶିତ ହୋଇଛି ।

ଅନେକ କୃଷକ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ସକ୍ଷମ ହୋଇନଥିଲେ, ଯେଉଁଥିପାଇଁ ସେହି କୃଷକମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇନାହାଁନ୍ତି, କିନ୍ତୁ ବର୍ତ୍ତମାନ ବହୁ ସଂଖ୍ୟକ କୃଷକ KYC କରିଛନ୍ତି ବୋଲି ସରକାର ନିଜେ ପ୍ରକାଶ କରିଛନ୍ତି ଏବଂ ଏଥି ସମ୍ପର୍କିତ ଅନେକ ସୂଚନା ଆପଣ ଆମ କୃଷି ଜାଗରଣ ୱେବସାଇଟ ମାଧ୍ୟମରେ ପାଇ ପାରିବେ । ବର୍ତ୍ତମାନ ୧୪ ତମ କିସ୍ତିରେ ସରକାର ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା ଚାଷୀଙ୍କୁ ସିଧାସଳଖ ଖାତାକୁ ଦେବେ ଏବଂ ସବୁଠାରୁ ବଡ଼ କଥା ହେଲା ଏଥିରେ, ଯେଉଁ କୃଷକମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇନାହାଁନ୍ତି। ସେହି କୃଷକମାନେ ମଧ୍ୟ ୧୩ ତମ କିସ୍ତି ପାଇଁ ଟଙ୍କା ପାଇବେ ବୋଲି ମଧ୍ୟ ସୂଚନା ମିଳିଛି ।
ଯଦି ୧୩ ତମ କିସ୍ତି ପାଇଁ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଆସିନାହିଁ, ତେବେ ଆପଣ ହେଲ୍ପଲାଇନ ନମ୍ବର 155261 କିମ୍ବା 1800115526 କିମ୍ବା ଏହି ନମ୍ବର 011-23381092 ରେ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ, ଆପଣ pmkisan-ict@gov.in ସରକାରୀ ଇମେଲରେ ମେଲ୍ କରି ଆପଣଙ୍କର ସମସ୍ୟା ମଧ୍ୟ କହିପାରିବେ ବୋଲି ସରକାରୀ ୱେବସାଇଟ ମାଧ୍ୟମରେ ପ୍ରକାଶ କରାଯାଇଛି l

ଏହି ଯୋଜନାରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହି ଯୋଜନା ଦ୍ୱାରା ଦେଶର ସମସ୍ତ ଯୋଗ୍ୟ ଚାଷୀ ଏହାର ଲାଭ ପାଉଛନ୍ତି l

Tags :- # news # tvp news9 # tvp # tvpnews

Share With