Trending
Saturday , May 18 , 2024

ବିଲୁଆ ସାଜିଛି କାଳ ଭୈରବ....
ବିଲୁଆ କରୁଛି ତାଣ୍ଡବ...
ଗଞ୍ଜାମ ଜିଲ୍ଲା ସାନ କେମୁଣ୍ଡି  ବ୍ଲକ ସାହସପୁରୁ ଗାଁ ରେ ପାଗଳ ବିଲୁଆ କାମୁଡ଼ାରେ ଗାଁ ରେ ଭୟ ବିତ ହେଉଛନ୍ତି ଲୋକେ... l
ବିଲୁଆ କାମୁଡ଼ାରେ 7ଜଣ ରୁ ଅଧିକ ଲୋକ ଆହତ ହୋଇଛନ୍ତି.. l
ସମସ୍ତ ଆହତ ବ୍ୟକ୍ତି ଙ୍କୁ ଦିଗପହଣ୍ଡି ମେଡିକାଲ ରେ ରଖାଯାଇଛି l
ଆଉ ଅନ୍ୟ ୪ଟିଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ସରକାରୀ ମେଡିକାଲ ରେ ଭର୍ତ୍ତୀ କରାଯାଇଛି... l
ଆଜି ସକଳେ ପାଗଳ ବିଲୁଆ କାମୁଡ଼ିଥିଲା... ଯାହାକୁ ନେଇ ସାରା ଗାଁ ରେ ଖବର ବ୍ୟlପି ଥିଲା.. l
ଏହି ଖବର ପାଇ ବିଭାଗ କର୍ମୀ ଚାରି ତଦନ୍ତ ଆରମ୍ଭ କରିଛି l

Tags :- # news # tvp news9 # tvp # tvpnews

Share With