ଚୋରି ପରେ ସିନାଜୋରି ......!!

 ସମ୍ବାଦ ଅଫିସରେ ପହଞ୍ଚିଲେ EOW ଟିମ୍ ......!!

EOW ଟିମ୍ ତଦନ୍ତରେ ବାଧା ଦେଉଛନ୍ତି ସମ୍ବାଦ କତୃପକ୍ଷ ......!!

ଫାଇଲ୍ ମାଗିବାରୁ ମନା କରିଦେଲେ ସମ୍ବାଦ କତୃପକ୍ଷ ......!!


“ ହଁ ଦର୍ଶକ ବନ୍ଧୁ ” ......!!

ଲୋନ୍ ଠକି ଅଭିଯୋଗ ନେଇ EOW ଟିମ୍ ଯାଞ୍ଚ କରିବାକୁ ସମ୍ବାଦ ଅଫିସରେ ପହଞ୍ଚିବାର ସୂଚନା ମିଳିଛି । 
EOW ଟିମ୍ ର ସ୍ଵତନ୍ତ୍ର 3 ଟି ଟିମ୍ ଆସି ସମ୍ବାଦ ଅଫିସ୍ ରେ ପହଞ୍ଚି ଥିଲେ । ସେଥିରେ ଚାରି ଜଣ ଡ଼ିଏସପି ,ଏବଂ 6 ଜଣ ଇନ୍ସ୍ପେକଟର ରହିଛନ୍ତି । ଆଉ ପାଖା  ପାଖି 12 ଜଣ ସଦସ୍ୟ ରହିଛନ୍ତି । ସାମ୍ବାଦିକ ଅଫିସରେ ପହଞ୍ଚିବା ପରେ ପଚ୍ଛରା ଉଚ୍ଛରା ଜାରି କରିଛନ୍ତି । ଗତ ଶନିବାର ଦିନ ଜଣେ ପୂର୍ବ ତନ କର୍ମ ଚାରି ଅଭିଯୋଗ କରିଥିଲେ ଯେ ତାଙ୍କ ନାରେ ଜୋର୍ ଜବରଦୋସ୍ତି ଦସ୍ତଖସ୍ତ କରି ତାଙ୍କ ନାରେ ଋଣ ଉଠା ଯାଇଥିଲା । ଲକ୍ଷ ଲକ୍ଷ ଟଙ୍କାର  ଋଣ ଉଠା ଯାଇଥିଲା । ଯଦି ସେ ଋଣନ ନିଆଯିବ ତ ଚାକିରିରୁ ବାହାର କରାଯିବ ବୋଲି ମଧ୍ୟ ଧମକ୍ ଦିଆ ଯାଇଥିଲା । ସେହି ଆଧାରରେ ଯିଏ ପୂର୍ବ ତନ ସିଓ ରହିଛନ୍ତି ତାଙ୍କୁ ମଧ୍ୟ୍ୟ EOW ନୋଟିସ୍ କରିଥିଲେ ।   

ଲୋନ୍ ସ୍କାନ୍ ମାମଲାରେ ତଦନ୍ତ ସହଯୋଗ କରୁନି ସମ୍ବାଦ । EOW ତଦନ୍ତରେ ଅସହଯୋଗ କରୁଛନ୍ତି ସମ୍ବାଦ କର୍ମଚାରୀ । EOW ଟିମ୍ କହିବା ଅନୁସାରେ ସମ୍ବାଦ ଅଫିସରୁ ଏକ ଗୁରୁତ୍ଵପୂର୍ଣ୍ଣ ଫାଇଲ୍ ନିଖୋଜ ହୋଇଛି ବୋଲି କହିଛନ୍ତି । ଏମିତିକି EOW ଟିମ୍ କିଛି ଫାଇଲ୍ ମାଗିବାରୁ  ମନାକରିଦେଇଥିଲେ । 
ଏହା ପରେ EOWଟିମ୍ ତଦନ୍ତ କରିବା ପରେ ଜଣା ପଡିଥିଲା ଯେ ବ୍ୟାଙ୍କ  ଏକାଉଣ୍ଡ ଏବେ କିଛି ବର୍ଷ ହେବ ଟଙ୍କା ଜମା କରି ରକ୍ଷା ଯାଇଛି । 
ଲୋନ୍ ସ୍କାନ୍ ମାମଲା ତଦନ୍ତକୁ ନେଇ ଏକ ଗୁରୁତ୍ଵ ପୂର୍ଣ୍ଣ ତଦନ୍ତ ବସିଥିଲା ବୌଠକରେ । 


        ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜାଣନ୍ତୁ  |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With