Trending
Saturday , May 18 , 2024

କେତେ ଟଙ୍କାର ମାଲିକ ଅଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ........!!

କେତେ ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି ସୌମ୍ୟଙ୍କର  ......!!

ନିଜ ସମ୍ପତି ଉପରେ କଣ ମତ ଦେଇଛନ୍ତି ସୌମ୍ୟ ......!!

ଆଜ୍ଞା ହଁ ......!!

ସୌମ୍ୟରଞ୍ଜନ ପଟ୍ଟନାୟକ ଯିଏ କି ଖଣ୍ଡପଡା ଜିଲ୍ଲାର ଉପନିର୍ବାଚନ ବିଧାୟକ ପାର୍ଥୀ । ଦୁଇଥର ଦଳରେ ବିଜୟ ହୋଇ ପାର୍ଥୀ ହୋଇଥିଲେ । ସେ ଜଣେ ବିଧାୟକ ପାର୍ଥୀ ହେବା ସହିତ ଜଣେ ସାମ୍ବାଦିକ । ତାଙ୍କର ଏକ ବଡ କନକ ନ୍ୟୁଜ୍ ,ଏବଂ ସମ୍ବାଦ ଭବନ ରହିଛି । ସେ BJDର ଜଣେ ଭଲ ଏବଂ ମୁଖ୍ୟ ଶାସକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି ଯେ ସୌମ୍ୟରଞ୍ଜନ ପଟ୍ଟନାୟକୁ ଖଣ୍ଡପଡା ବିଧାୟକରୁ ବହିଷ୍କାର କରାଯାଇଛି । ଦୁଇଥର ଦଳରୁ ବହିସ୍କୃତ ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । 
ଏବେ କିଛି ଦିନ ତଳେ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ ବିରୋଧରେ EOWରେ ରୁଜୁ ହୋଇଛି ମାମଲା । 


 କଣ ଆପଣ ଜାଣନ୍ତି କି ସୌମ୍ୟରଞ୍ଜନଙ୍କ ପାଖରେ କେତେ ସମ୍ପତି ରହିଛି । ତେବେ ଆସନ୍ତୁ ଜାଣିବା ସୌମ୍ୟଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତି ଉପରେ .......!!

  ତାଙ୍କ ବାପାଙ୍କର 50 କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି । ଏବେ ବିଧାୟକ ପାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବାପାଙ୍କ ସମ୍ପତିକୁ ଦୁଇ-ଗୁଣ  କରିବାରେ ଲାଗିପଡିଛନ୍ତି । ତେବେ ତାଙ୍କ ପାଖରେ 100 କୋଟି 52 ଲକ୍ଷ 69 ହଜାର 520 ଟଙ୍କା । ତେବେ ସୌମ୍ୟରଞ୍ଜନଙ୍କ ଝିଅଙ୍କ ନାମରେ ରହିଛି 49 କୋଟି 70 ଲକ୍ଷ 35 ହଜାର 735 ଟଙ୍କାର ଅସ୍ଥାବର ସମ୍ପତି ରହିଛି ବୋଲି କହିଛନ୍ତି । କିନ୍ତୁ ଏବେ ସୌମ୍ୟଙ୍କ ପାଖରେ ରହିଛି 50 ଲକ୍ଷ 58 ହଜାର ଟଙ୍କା ସ୍ଥାବର ସମ୍ପତି । 7 କୋଟି 2 ଲକ୍ଷ 3 ହଜାର 860 ଟଙ୍କାର ସ୍ଥାବର ସମ୍ପତି ରହିଛି ତାଙ୍କ ସ୍ତ୍ରୀଙ୍କ ପାଖରେ ।
ସୌମ୍ୟଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ପାଖରେ 840ଗ୍ରାମ୍ ସୁନା ଥିବା ସହିତ ରୁପା 987  ଗ୍ରାମ୍ ରହିଛି । 

ଆଉ 80 ଲକ୍ଷ ଟଙ୍କାର ଗାଡି ସୌମ୍ୟଙ୍କ ନାଁରେ ରହିଛି । ସତ୍ୟତା ପାଠରେ ଦର୍ଶାଇ କହିଛନ୍ତି ଯେ ପାଖରେ ମାତ୍ର 8 ଲକ୍ଷ 76 ହଜାର ନଗଦ ଟଙ୍କା ରହିଛି । ତେବେ ଦର୍ଶକ ବନ୍ଧୁ ଏହା ଥିଲା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟଙ୍କ ଧନ ସମ୍ପତି । 

ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜାଣନ୍ତୁ  |
 ବ୍ୟୁର ରିପୋର୍ଟ tvp news9 ………!!! କେତେ ଟଙ୍କାର ମାଲିକ ଅଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ........!!

Tags :- # news # tvp news9 # tvp # tvpnews

Share With