ରାସ୍ତାଘାଟ ଝାଡୁ ମାରି ଲୋକଙ୍କୁ ଦେଲେ ସଚେତନ ........!!
ପିଲାଙ୍କ ସହିତ ଅଧ୍ୟାପକ ମାନେ ମଧ୍ୟ ମିଶି ଝାଡୁଧରି ରାସ୍ତାକୁ ଓଲ୍ଲାଇଲେ .........!!
ପ୍ଲାଷ୍ଟିକ ବର୍ଜନ କରି ନୂତନ ଭାରତ ଗଠନ କରିବା ପାଇଁ ଲୋକଙ୍କୁ ଦେଲେ ସଚେତନ.......!!
ହଁ ଦର୍ଶକ ବନ୍ଧୁ ........!!
womens college ର ଅଧ୍ୟାପିକା ଡ଼ ସୁଜାତା କୁମାରୀ ପାତ୍ର ,ନିଜେ ଝାଡୁ ଧରି ରାସ୍ତା ସଫା କରିବା ସହିତ ନିଜ ଛାତ୍ରୀ ମାନଙ୍କ ଦ୍ଵାରା NSS group କରି ରାସ୍ତାଘାଟ ସଫା ସୁତରା କରି ଲୋକଙ୍କୁ ସଚେତନ ଦେଉଛନ୍ତି । ଏବଂ ଛାତ୍ରୀ ମାନେ ମଧ୍ୟ ଆଡମ୍ବର ସହିତ ରାସ୍ତାଘାଟ ,ନଈ,ପୋଖୋରୀ କୁଳ ଝାଡୁମାରି ସ୍ଵଚ୍ଛତା ଅବଲମ୍ବନ କରିଛନ୍ତି । womens college କିଛି ଛାତ୍ରୀ ସ୍ଵଚ୍ଛତା ଅଭିଯାନରେ ପ୍ରଥମେ ପଦକ୍ଷେପ ନେଇଥିଲେ । ୨୯.୯ .୨୦୨୩ ତାରିଖ ଦିନ ,ନୂତନ ଜାତୀୟ ଯୋଜନାରେ ଯୋଗ ଦେଇଥିବା ସ୍ଵେଚ୍ଛା ଛାତ୍ରୀଙ୍କୁ ପ୍ରଶିକ୍ଷଣ ଶିକ୍ଷା ପ୍ରଦାନ କରିଥିଲେ ଡ଼ସୁଜାତା କୁମାରୀ ପାତ୍ର । ପିଲାଙ୍କୁ ନୂତନ ଜାତୀୟ ଯୋଜନାରେ ଦିଗଦର୍ଶନ ଦେଖାଇଥିଲେ ଶ୍ରୀମତୀ ସ୍ଵାଗତିକା ପାତ୍ର । ଏବଂ ଅନ୍ୟ ସହ କାରି ମାନେ ମଧ୍ୟ ସେଥିରେ ସାମିଲ ଥିଲେ ସେମାନେ ହେଉଛନ୍ତି ସସ୍ମିତା ପଟ୍ଟନାୟକ ,ଚନ୍ଦନ ଦାସ,ସଞ୍ଜୁ ଗୌଡ଼ ,କାଳୁଚରଣ ପଟ୍ଟନାୟକ ,v-ଗୀତା ଦେବୀ ଏବଂB ଲୋକନାଥ ।
ଆଜି ମହାତ୍ମାଗାନ୍ଧୀଙ୍କ ୧୫୪ ତମ ଜନ୍ମ ଦିବସ ଅବସରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ womens college ବା ବିଜୁପଟ୍ଟନାୟକ ମହିଳା ଉଚ୍ଛ ମଧ୍ୟମିକ ବିଦ୍ୟାଳୟରେ । ଦିଗପହଣ୍ଡି womens college ଠାରେ ସ୍ଵଚ୍ଛତାଭାରତ ମିସନ ଆନୁକୁଲ୍ୟରେ ସ୍ଵଚ୍ଛତା ହିଁ ସେବା ଅଭିଯାନରେ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ଗାନ୍ଧୀଜୀଙ୍କ ଜନ୍ମ ଦିବସ ଅବସରରେ ସ୍ଵଚ୍ଛତା ଉପଲକ୍ଷେ ପ୍ଲାଷ୍ଟିକ ବର୍ଜନ କରି ନୂତନ ଭାରତ ଗଠନ କରିବା ପାଇଁ ଲୋକଙ୍କୁ ଆହ୍ଵାନ ଦେଇ ସଚେତନ କରିଥିଲେ । ଛାତ୍ରୀ ମାନଙ୍କ ସହିତ ଅଧ୍ୟାପକ ମାନେ ମଧ୍ୟ ମିଶି ଦିଗପହଣ୍ଡିର ଗାନ୍ଧୀମାର୍ଗ ,ବଜାରସାହି ,ପନ୍ଦରା ସାହି ଏବଂ NSS ଅବସ୍ଥିତ ପରିଷଦ ବୁଲି ସଫା କରିବା ସହିତ ଲୋକଙ୍କୁ ସଚେତନ କରାଉଥିଲେ କି ସ୍ଵଚ୍ଛତା ହିଁ ସେବା ଏପରି କହି ଗଳି କନ୍ଦି ବୁଲି ରାସ୍ତାଘାଟ ସଫା କରିବା ସହିତ ଲୋକଙ୍କୁ ପ୍ଲାଷ୍ଟିକ ବର୍ଜନ କରି ନୂତନ ଭାରତ ଘଢିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଦିଗପହଣ୍ଡି womens college ର ସମସ୍ତ ଅଧ୍ୟାପିକା ସୌଦାମିନୀ ବେହେରା ,ଓଡିଆ ଅଦକ୍ଷକ ସନ୍ତସ କୁମାର ପାତ୍ର ,ଇତିହାସ ଅଦକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ ,ଏବଂ ଗୃହବିଜ୍ଞାନ ଅଧ୍ୟାପିକା ସସ୍ମିତା ପଟ୍ଟନାୟକ ଏହି ଜାତୀୟ ସେବା ଯୋଜନାରେ ଉପସ୍ଥିତ ଥିଲେ ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜଣାନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!