Trending
Saturday , May 18 , 2024

ଆଗକୁ ଆସୁଛି ଭୟଙ୍କର ପ୍ରଳୟ .........!!!
ମହାନଦୀରେ ଭାସିଯିବ କଟକ ସହର  ........!!
ଜଳରେ ଲୀନ ହୋଇଯିବ କି କଟକ .......!!

ହଁ ଦର୍ଶକ ବନ୍ଧୁ .........!!
ଆମେ ବା ଆପଣକୁ କଣ ବା କହିବୁ ସବୁ କଥା ତ ମାଳିକାରେ ସ୍ଵାମୀ ଅଚ୍ୟୁତାନନ୍ଦ ଗୋଟି ଗୋଟି କରି ଲେଖି ଦେଇଛନ୍ତି ।  ମହାପୁରୁଷ ମନେତ କହିଛନ୍ତି ଯେ ସବୁ ସ୍ଥାନରେ ଭୂମିକମ୍ପ ଦେଖା ଯିବା ସହିତମ ଜଳ ମଗ୍ନ ହୋଇଯିବ ସାରା ବ୍ରହ୍ମାଣ୍ଡ । ବାଇଶି ପାହାଛେ ମୀନ ଖେଳିବ ,ଛତିଆ ବଟ ଯିବେ ମହା ପ୍ରଭୁ ଜଗନ୍ନାଥ ଆଉ ହୀରାକୁଦ ଭାଙ୍ଗିବ ଏପରି ଏନେକ ସ୍ଥାନରେ ଘଟିବ  । ଠିକ୍ ସେହି ପରି  ମାଳିକାରେ କଟକ ସହରକୁ ନେଇ ବଡ ଚେତା ବନି ଦେଇଛନ୍ତି ସ୍ଵାମୀ ଅଚ୍ୟୁତାନନ୍ଦ । କଟକ ସହର ମଧ୍ୟ ଜଳ ମଗ୍ନ ହୋଇଯିବ । ପଥରରେ ତିଆରି ହୋଇଥିବା ମହାନଦୀ ଭାଙ୍ଗି ଯିବ ଆଉ କଟକ ସହର ଜଳରେ ଲୀନ ହୋଇଯିବ ।ପୁଣି କହିଛନ୍ତି ଅଚାନକ ଭୂମିକମ୍ପ ,ଘୁନିବାତ୍ୟା ହେବ ସହିତ ସାରା ସହର ଉତପ୍ତ ପାଲଟି ଯିବ । ଏହି ସମୟରେ ନିକଟରେ ଶଙ୍ଖ ଧ୍ନନିର ଶବ୍ଦ ଶୁଣିବାକୁ ମିଳିବ । ସେହି ଶବ୍ଦରେ କାଠ ଯୋଡି ଭାଙ୍ଗିବ , ଆଉ ବହୁତ ଶୀଘ୍ର କଟକ ସହରରେ ବିକଳ ଚିତ୍କାର ,ରଡି ଶୁଣିବାକୁ ମିଳିବ । 

କାଠ ଯୋଡି ଭାଙ୍ଗିଯିବ , ଏହାର ଅର୍ଥ ହେଉଛି ଉତ୍ତରରୁ ମହାନଦୀ ଆଉ ଦକ୍ଷିଣରୁ କାଠଯୋଡି ନଦୀ ଭାଙ୍ଗି ଯାଇ କଟକ ସହରକୁ ଜଳରେ ଲୀନ କରିଦେବ । ବହୁ ଧନ ଜୀବନ ନଷ୍ଟ କରିବ । କଟକ ସହର ପାଇଁ ଭୟଙ୍କର ପ୍ରଳୟ ମାଢି ଆସୁଛି । ଲୋକେ ସବୁ ପୋକ ମାଛି ପରି ମରିବେ । ସମସ୍ତଙ୍କର ବିକଳ ଚିତ୍କାର ହିଁ ଶୁଣିବାକୁ ମିଳିବ ,କିନ୍ତୁ କେହି କାହାକୁ ରକ୍ଷା କରିପାରିବେ ନାହିଁ। ତେବେ ଦର୍ଶକ ବନ୍ଧୁ ଆଗକୁ କଣ ହେବ ତାହା କେହିବି ଜାଣି ନାହାନ୍ତି । କଳି କାଳରେ ମନୁଷ୍ୟ ପାପର ସୀମା ଟପି ସରିଲାଣି । ଏବେ ଖାଲି ବାକି ଅଛି କଳିର କାଳ ରୂପକୁ ଦେଖିବାକୁ ।   
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ରୁହନ୍ତୁ , ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ  ମଧ୍ୟମରେ ନିଶ୍ଚିତ ଜଣାନ୍ତୁ  |

       ବ୍ୟୁରୋ ରିପୋର୍ଟ tvp news9....!!!

Tags :- # news # tvp news9 # tvp # tvpnews

Share With