ହୀରାକୁଦ ବନ୍ଧରେ କୁମ୍ଭୀର ପରେ ଏବେ, ଦେଖାଦେଲା ୨୦୦୦ କିଲର ମାଛ !
ସତରେ କ’ଣ କଳିଯୁଗର ଶେଷ ସମୟ ଆସିଗଲା କି ! 
ଯଦି ଶେଷ ସମୟ ଆସିଗଲା କଳିଯୁଗର ଆୟୁଷ ମଧ୍ୟ ଶେଷ ହୋଇଯିବ ! 
ଆଉ ସେହି ଦୁଇ ହଜାର କିଲର ମାଛ, ସେହି ଚିତଳ ମାଛ କି  ! 
 “ଆଜ୍ଞା ହଁ”
        ହୀରାକୁଦ ବନ୍ଧରେ ଦେଖା ଦେଇଥିଲା ୨୦୦୦ କିଲର ବିଶାଳକାୟ ବିରାଟ ମାଛ ! ଆଉ ଲୋକମାନେ କହୁଛନ୍ତି କୁଆଡେ ସେହି ବିରାଟକାୟ ମାଛ ହେଉଛି ଚିତଳ ମାଛ ! ତାହା ହେଲେ ସତରେ କ’ଣ କଳିଯୁଗର ଆୟୁଷ ଶେଷ ହେବାକୁ ଯାଉଛି ଏବଂ ଆଚୁତାନନ୍ଦ ଙ୍କ ମାଳିକା କଥା ଧୀରେ ଧୀରେ ସତ ହେବାରେ ଲାଗିଛି ! ଆଉ ଶେଷ ଅନ୍ତିମ କାଳରେ କେଉଁ ପରିସ୍ଥିତି କୁ ସାମ୍ନା କରିବ ସାରା ବିଶ୍ଵବ୍ରହ୍ମାଣ୍ଡ, ଆଉ ମାଳିକା ରେ ବର୍ଣ୍ଣିତ ଅଛି ଯେ ଯିଏ ଯେଉଁ ଜନ୍ମରେ ଯେଉଁ କର୍ମ କରିଥାଏ, ସେ ସେହି କର୍ମର ଫଳ 
କୁ ଭୋଗି ଥାଏ ! 
    
                ଏହି ୨୦୦୦ କିଲର ମାଛ କୁ କେତେଟା ମତ୍ସ୍ୟଜିବୀ ଦେଖି କହିଥିଲେ ଏହା କେଉଁ ପ୍ରଜାତିର ମାଛ ଜଣା ପଡୁନାହିଁ  ! ଏହି ମାଛକୁ ଦେଖିବାକୁ ପାଇଥିଲେ ହୀରାକୁଦ ଡ୍ୟାମ୍ ରେ ଏବଂ ଏହି ହୀରାକୁଦ ବନ୍ଧ ମହାନଦୀର ଉପର ଭାଗରେ ତିଆରି ହୋଇଥିଲା ! ହୀରାକୁଦ ଡ୍ୟାମ କୁ ଦେଖିଲେ ଯେତିକି ଭୟ ଲାଗେ ସେପରି ହୀରାକୁଦ ଡ୍ୟାମର ନାଁ ଶୁଣିଲେ ସେତିକି ଭୟ ଲାଗିଥାଏ ! ହୀରାକୁଦ ବନ୍ଦ ହେଉଛି ୨୫ କିଲୋ ମିଟର ବିଶିଷ୍ଟ ଏବଂ ଏହି ଡ୍ୟାମରୁ ସାରା ଓଡିଶାକୁ ଜଳ ସେଚନ ମଧ୍ୟ ହୋଇଥାଏ ! ଆଉ ଏହି ହୀରାକୁଦ ଡ୍ୟାମ୍ ରେ ଦେଖିବାକୁ ମିଳିଥିଲା ୨୦୦୦ କିଲର ବିଶାଳ କାୟ ବା ଏକ ଅସାଧାରଣ ର ମାଛ ! ଯାହାକୁ ଦେଖି ଲୋକେ ଭୟରେ ଥରି ଉଠିଥିଲେ ଆଉ କହିଥିଲେ ଏ ହେଉଛି ସେହି ଚିତଳ ମାଛ ! ସେହି ମାଛକୁ ଦେଖି ବନବିଭାଗ ମଧ୍ୟ ଛାନିଆ ହୋଇଯାଇଥିଲେ !  

    ଏହି ମାଛ ହେଉଛି ଖୁବ୍ ଭୟଙ୍କର ପାଣିରେ ଯଦି ଏହିପରି ମାଛ ଦେଖିବାକୁ ମିଳିଥାଏ, ତାହା ହେଲେ ପାଣିକୁ କେହି ମଧ୍ୟ ଯାଆନ୍ତି ନାହିଁ ! କାରଣ ମଣିଷ ଖିଆ ବଉଳା କୁମ୍ଭୀରଠୁ ବି ଏହି ମାଛ ବେସି ମାଂସାଶୀ, କୁମ୍ଭୀର ତ ଶିକାର କରିଖାଏ ହେଲେ ଏହି ମାଛ ଶିକାରୀଠୁ ତା ଶିକାର ଛଡେଇ ଖାଇଦିଏ ! 
ଏହି ମାଛକୁ ସବୁ ଡରନ୍ତି କାହିଁକି ନା ବଉଳା କୁମ୍ଭୀର ଠୁ ବି ବେସି ଭୟଙ୍କର ଏହି ବିରାଟ ମାଛ  !  ଯାହାଫଳରେ ଏହି ମାଛକୁ ଲୋକେ ଦେଖିଲେ ଡରନ୍ତି ! ଆଉ ଏହି ମାଛ କଳିଯୁଗ ଓ ମାଳିକା ସହିତ ଯୋଡି ହୋଇ ରହିଛି ବୋଲି ଲୋକେ କହୁଛନ୍ତି ! ଏହି ମାଛକୁ ଦେଖିଲେ କୁମ୍ଭୀର ଏବଂ ଛୋଟ ଛୋଟ ମାଛ ଗୁଡିକ କେଉଁ ଆଡେ ପଳାଇ ଯାଆନ୍ତି କାହିଁକି ନା ଏହି ମାଛ ବେସି ଭୟଙ୍କର ! 

    ତେବେ ଦର୍ଶକ ବନ୍ଧୁ ଏହି ଭିଡିଓ ଟି ଅଧିକା ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ବୋଲି ଲୋକେ କହୁଛନ୍ତି ! ଆମେ ଏହି ଭିଡିଓ ସତ ବୋଲି କହୁ ନାହୁଁ କାହିଁକି ନା ଏହି ଭିଡିଓ ମଧ୍ୟମରେ ଆପଣଙ୍କୁ ସତର୍କ କରାଉଛୁ ! ହୁଏ ତ ଏହି  ମାଛ କଥା ସତ୍ୟ ମଧ୍ୟ ହୋଇଥାଇ ପରେ ହେଲେ କୌଣସି ସ୍ପଷ୍ଟ ସୂଚନା ଏ ଯାଏଁ ମିଳିପାରି ନାହିଁ ! ଭଲ କରି ଦେଖିନିଅନ୍ତୁ ଏହି ମାଛକୁ କୁହାଯାଉଛି ଏହି ଭିଡିଓ ଟି ହେଉଛି ହୀରାକୁଦ ଡ୍ୟାମର ବୋଲି ! ତେବେ ଏହି ଭିଡିଓ ସତ ହୋଇଥାଏ ତାହାହେଲେ ସାବଧାନ ହୋଇ ଯାଅନ୍ତୁ !

Tags :-

Share With