ହୀରାକୁଦ ବନ୍ଧରେ ଦେଖା ଦେଲା ଭୟଙ୍କର ଦୃଶ୍ୟ...!!!!!
କାହିଁକି ହୀରାକୁଦ ବନ୍ଧରେ ଦେଖା ଦେଇଥିଲା ମତ୍ସ୍ୟକନ୍ୟା... !!!
ଆଉ କେଉଁଠୁ ଭାସି ଆସିଥିଲା ଏହି ଜଳପରି....!!!!!
ଆସନ୍ତୁ ଜାଣିବା ଏହାର ସଂମ୍ପୃର୍ଣ୍ଣ ଖବର.....!!!!!
“ ହଁ ଦର୍ଶକ ବନ୍ଧୁ “ ..........!!!!!!
ଓଡିଶାରେ ପ୍ରବଳ ମାତ୍ରାରେ ବର୍ଷା ହେବା ସହ ହୀରାକୁଦ ବନ୍ଧର 28 ଟି ଗେଟ୍କୁ ଖୋଲା ଦିଆ ଯାଇଥିଲା ! ଯାହା ଦ୍ଵାରା ସେହି 28ଟି ଗେଟ୍ ଦେଇ ଏହି ପ୍ରବଳ ବର୍ଷା ପାଣି ନିଷ୍କାସନ୍ ହେଉଅଛି ! ଏହି ହୀରାକୁଦ ବନ୍ଧରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି , ଯାହାକି ସାରା ଭାରତରେ ବା ବିଶ୍ବରେ କେବେ ଦେଖିବାକୁ ମିଳିନଥିଲା ! ହୀରାକୁଦର ଗେଟ୍ ଖୋଲା ହେବା ଦ୍ଵାରା ଅତ୍ୟଧିକ ଜଳସ୍ତରରେ ଦେଖା ଦେଇଛି ଜଳପରି ! ଏହି ଜଳପରି କେମିତି ଆସିଲା ହୀରାକୁଦ ବନ୍ଧକୁ ଆଉ କେଉଁଠାରୁ ଭାସି ଆସିଲା ହୀରାକୁଦକୁ ଏହା କେହି ମଧ୍ୟ ଜାଣିପାରୁନାହାନ୍ତି ! ଯେତେବେଳେ ଜଳପରି ହୀରାକୁଦକୁ ଭାସି ଆସିଲା ସେତେବେଳେ ଏହି ଜଳପରିକୁ ସମସ୍ତେ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ! କାହିଁକି ନା ସାରା ବିଶ୍ବରେ ଏମିତି କେବେବି ଭୟଙ୍କର ଦୃଶ୍ଯ ଦେଖିବାକୁ ମିଳିନଥିଲା କିନ୍ତୁ ଏହା ବହୁତ ମାତ୍ରାରେ ଚର୍ଚ୍ଚା ମଧ୍ୟ ହେଉଛି !
ପ୍ରବଳ ବର୍ଷା ହେବା ଦ୍ଵାରା ହୀରାକୁଦର ଗେଟ୍ ଖୋଲା ଦିଆଯାଇଥିଲା ! ଯେତେବେଳେ ହୀରାକୁଦର ଜଳଭଣ୍ଡାର ତୀବ୍ର ଗତିରେ ଜଳ ନିଷ୍କାସନ୍ ହେଉଥିଲା ବେଳେ ସେହି ସମୟରେ ଦେଖା ଦେଇଛି ଗୋଟେ ଅଜବ୍ ଜୀବ ଯାହାକୁ ଆମେ ଜଳପରି ବା ମତ୍ସ୍ୟକନ୍ୟା ମଧ୍ୟ କହିଥାଉ ! ହୀରାକୁଦରେ ଭାସୁଥିଲା ବେଳେ ସେହି ଜଳପରି ଯାହାର ଶରୀରଟି ଅଧା ମଣିଷ ଭଳି ହୋଇଥିବା ବେଳେ ଆଉ ବାକି ମାଛ ଭଳି !
ରାଜ୍ୟରେ ପ୍ରବଳ ମାତ୍ରାରେ ଲଗାଦାର୍ ହୀରାକୁଦ ବନ୍ଧର ଉପର ଭାଗରେ ବର୍ଷା ହେବା ଦ୍ଵାରା ହୀରାକୁଦ ବନ୍ଧର କତୃପକ୍ଷ ମାନେ ଗେଟ୍ ଖୋଲିବା ପାଇଁ ବାଧ୍ୟ ହେଉଛନ୍ତି ! କାହିଁକି ନା ଗତ କାଲି 28ଟି ଗେଟ୍ ଖୋଲା ଦିଆଯାଇଥିଲା ! ସେହି 28ଟି ଗେଟ୍ ଦେଇ 95,000 ମିଟର ଜଳ ନିଷ୍କାସନ୍ ହେଉଛି ! ବର୍ତ୍ତମାନ ହୀରାକୁଦର ଜଳଭଣ୍ଡାର ତୀବ୍ର ଗତିରେ ପ୍ରବାହିତ ମଧ୍ୟ ହେଉଛି ! ଏହି ହୀରାକୁଦ ବନ୍ଧଟି ମହାନଦୀର ଉପର ଭାଗରେ ତିଆରି କରାଯାଇଥିବାରୁ , ଏହି ବନ୍ଧରେ ବାରମ୍ବାର ଭୟଙ୍କର ବା ଅଜବ୍ ଜୀବ ଦେଖିବାକୁ ମିଳୁଛି ! ବେଳେ ବେଳେ ଦେଖିବାକୁ ମିଳୁଛି ସାତ ମୁଣ୍ଡିଆ ସାପ ଆଉ କେବେ ଦେଖିବାକୁ ମିଳୁଛି 100kgର ମାଛ ,ଏବଂ ବଉଳ କୁମ୍ଭୀର ମଧ୍ୟ ଦେଖିବାକୁ ମିଳୁଛି ! ବର୍ତ୍ତମାନ ଏବେ ଦେଖା ଦେଇଛି ଜଳପରି ବା ମତ୍ସ୍ୟକନ୍ୟା ! ଏମିତି ଏକ ଦୃଶ୍ଯ ଯାହାକୁ ଆପଣମାନେ ବିଶ୍ଵାସ କରିପାରୁନଥିବେ ! କାହିଁକି ନା ଏମିତିକା ଜୀବମାନେ ସମୁଦ୍ର ଗଭୀର ବା ବଡ ବଡ ମହାନଦୀ ମାନଙ୍କରେ ବାସ କରିଥାନ୍ତି ! ଯାହାର ଅଧା ଶରୀର ମଣିଷଭଳି ହୋଇଥିବା ବେଳେ ଅଣ୍ଟାଠୁ ମାଛ ଭଳି ହୋଇଥାଏ ! ସାଧାରଣତ ଜଳପରି ଦେଖିବାକୁ ମିଳନ୍ତିନୀ ! ଏମାନେ ବଡ ବଡ ଲୋହରୀରେ କୂଳକୁ ଭାସି ଆସିଥାନ୍ତି ! ଆଉ ଫେରିନପାରିବାରୁ ମୃତ୍ୟୁବରଣ କରିଥାନ୍ତି ! କିନ୍ତୁ ବର୍ତ୍ତମାନ ହୀରାକୁଦ ବନ୍ଧରେ ଦେଖା ଦେଇଛି ଜଳପରି ବା ମତ୍ସ୍ୟକନ୍ୟା!!!!!!!!