5T ସଚିବଙ୍କ ଗଞ୍ଜାମ ଗ୍ରସ୍ତକୁ ନେଇ ଚାଲିଛି ଏକ ବଡ ଷଡଯନ୍ତ୍ର ...!!!
   
    ଆଉ ଏହା ପଛରେ କ'ଣ ରହସ୍ୟ ...!!!!
    
    କିଏ ଚ୍ୟାଲେଞ୍ଜ କରିଛନ୍ତି 5ଟି ସଚିବଙ୍କୁ......!!!!!
    
     ଆସନ୍ତୁ ଜାଣିବା ଷଡଯନ୍ତ୍ର ପଛରେ ଥିବା ମୁଖ୍ୟ କାରଣ କ'ଣ ...!!!
  
    ରାଜ୍ୟରେ 27ରୁ ଅଧିକ ଜିଲ୍ଲା ଗ୍ରସ୍ତ କରିବା ପରେ ଶୁକ୍ରବାର ଠାରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କୁହାଯାଉଥିବା, ଯାହାକି ଗଞ୍ଜାମ ଗ୍ରସ୍ତରେ ଯିବେ 5ଟି ସଚିବ VK ପାଣ୍ଡିଆନ...!!!
   
   ଆଉ ସଚିବଙ୍କ ଗ୍ରସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଜର ପ୍ରସ୍ତୁତ ଚାଲିଛି...!!!
   
    ହେଲେ ସଚିବଙ୍କ ଗ୍ରସ୍ତକୁ ନେଇ କାହିଁକ ତେଜିଛି ଗଞ୍ଜାମ ରାଜନୀତି....!!! ଏହାକୁ ନେଇ ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରାଯାଇଛି...!! କିଏ ଏପରି ଚ୍ୟାଲେଞ୍ଜ କରିଛି ପ୍ରଶ୍ନ ଉଠୁଥିବା ବେଳେ, ଏମିତି କାହିଁକି ଚ୍ୟାଲେଞ୍ଜ ଦେଲେ ବୋଲି ଆଶ୍ଚର୍ଯ୍ୟଜନକ ହୋଇଛନ୍ତି ଜନତା ..!                                                 ସାମ୍ନାକୁ ଆସିଛି ଯେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚ୍ୟାଲେଞ୍ଜ ଦେଇଛନ୍ତି ଯେ ସେ 5ତ ସଚିବଙ୍କ ସଭାସ୍ଥଳକୁ ଯିବେ ଏବଂ ଏହା ମୋତେ କେହି ମଧ୍ୟ ବାଧା ଦେଇପାରିବେନି  | ଏହି ଚ୍ୟାଲେଞ୍ଜ ଦେବା ପଛରେ କ'ଣ  ଉଦେଶ୍ୟ ରହିଛି .!!!!
  
      କିନ୍ତୁ ପାଣ୍ଡିଆନଙ୍କ ଗ୍ରସ୍ତକୁ ନେଇ ଗଞ୍ଜାମ ଜିଲ୍ଲାର ଅନେକ ରାଜନୀତି ଚଳଚଞ୍ଚଳ ହୋଇଛି...!!! ସେତେବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ତାଙ୍କ ଯିବା ବାଟରେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ....!!!!!
  
    କ'ଣ ପାଇଁ ଏମିତି 5ଟି ସଚିବଙ୍କ ନାଁରେ ଅନେକ ସ୍ଥାନରେ ଚର୍ଚ୍ଚା ଚାଲିଛି..!!!!
   
           ତେବେ ତା ପୂର୍ଵରୁ ଜିଲ୍ଲାରେ ଯେଉଁ ଅସୁବିଧା ଗୁଡିକ ଦେଖା ଦେଇଥିଲା ତାହାକୁ ବିକାଶ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି....!!!!
 
    ଜିଲ୍ଳାରେ ଶିଳ୍ପ ପ୍ରତିଷ୍ଠା ନ ହେବା ଓ ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବା ମେଡିକାଲରେ ଡାକ୍ତର ଅଭାବ ଏପରି କିଛି ପ୍ରସଙ୍ଗରେ ପ୍ରଶ୍ନ ପଚାରିଛି ଦଳ.....!!!
  
    ଆଉ 5T ସଚିବ 2 କିମି ରାସ୍ତାକୁ ହେଲିକ୍ ପଟରରେ ଯିବା, ଏହାକୁ ମଧ୍ୟ କଡା ସମାଲୋଚନା କରାଯାଇଛି..!!!
     
   ସରକାରୀ ଅର୍ଥରେ ଏହା ବିଜେଡିର କାର୍ଯ୍ୟକ୍ରମ ଅଭିଯୋଗ ଆଣି ବସିଛି....!!!!!
  
    
ମନ୍ତ୍ରୀ ବଡ ନା ସଚିବ ବଡ ଏବଂ ଗଣତନ୍ତ୍ର ନା ଅମଲାତନ୍ତ୍ର ବଡ ବୋଲି ପ୍ରଶ୍ନ କରିବା ସହିତ ସରକାରଙ୍କ ବ୍ୟାପକ ର୍ଦୁନୀତି ଚାଲିଛି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ...!!!
 
   ତାହା ସହିତ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ଗଞ୍ଜାମ ଜିଲ୍ଲପାଳ, ଡିଆଇଜି ସତ୍ୟବ୍ରତ ଭୋଇ ଙ୍କ ଉପରେ ମଧ୍ୟ୍ୟ ବସିଛନ୍ତି ପ୍ରଦୀପ....!!!!
 
     ସ୍ଥାନୀୟ ଜନ ପ୍ରତିନିଧି ଭାବେ 5ତ ସଚିବଙ୍କ ସଭାସ୍ଥଳକୁ ସେ ନିଶ୍ଚେ ଯିବେ ବୋଲି କହିବା ସହିତ ଯଦି ତାଙ୍କ ଉପରେ ଆକ୍ରମଣ ହୁଏ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି....!!!!!
  
   ତେବେ ଏଠି କୁହାଯାଉଛି ଯେ ଖୁଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଳାରେ ବି 5Tଟି ସଚିବଙ୍କୁ ଏତେ ବିରୋଧ କାହିଁକି...!!!
  
  ଦିନେ ନିଜେ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମ ଜିଲ୍ଳାରେ ପୁଣି ପାଣ୍ଡିଆନଙ୍କୁ ଏତେ ବିରୋଧ ହେବାର କାରଣ କ'ଣ ?
  
     ତେବେ ସଚିବ ଉପରେ ଯେଉଁ କଡା ଚ୍ୟାଲେଞ୍ଜ ରହିଛି ତାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା !!!!
  
   ବ୍ୟୁର ରିପୋର୍ଟ TVP NEWS9

Tags :- # news # tvp news9 # tvp # tvpnews

Share With