Trending
Saturday , May 18 , 2024

ହାତରେ ପୋଷ୍ଟର ଧରି ଦିନେଶଙ୍କ ଘର ଆଗରେ ଦୀପିକା ପିଟୁଛନ୍ତିମୁଣ୍ଡ.......!!!
ଆଉ ଦୀପିକା ଧରିଥିବା ସେହି ପୋଷ୍ଟର ରେ ଅଛି ଦୀପିକା ଦିନେଶ, ଆଉ DNA ରିପୋର୍ଟ........!! 
ଏପଟେ ମୁଣ୍ଡ ପିଟି ପିଟି ଦୀପିକା କହୁଛନ୍ତି ସବୁ ପ୍ରମାଣ ମୁଁ ଦେଲି, ମତେ ନ୍ୟାୟ ମିଳିବ କେବେ...?
ପୂର୍ବରୁ ମୋ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଆସୁଥିଲେ ଦିନେଶ ........!!
ଗର୍ଭବତୀ ମଧ୍ୟ କରିଥିଲା ଦିନେଶ.....!!
କିନ୍ତୁ ମୁଁ ଦିନେଶକୁ ବିବାହ କରିବାକୁ କହିଥିବା ବେଳେ.....!! 
ଛୁଆ ମୋର ନୁହେଁ ଆଉ କାହାର କହି ମତେ ଲାତ ମାରି ଚାଲି ଯାଇଥିଲା ....!!
କିନ୍ତୁ ଏବେ ମୋ ପାଖରେ DNA ରିପୋର୍ଟ ଅଛି ......!!
ଆଉ ସେ DNA ରିପୋର୍ଟ କହୁଛି ମୋ ଛୁଆର ବାପା ହେଉଛି ଦିନେଶ.....!!
ଆଉ ମତେ ଦିନେଶ ଦରକାର.....!!

            ସାମ୍ନାକୁ ଆସିଲା ସେହି ସତ ଯେଉଁ ସତକୁ ଅନେକ ଦିନରୁ ଅପେକ୍ଷା କରି ବସୁଥିଲା ଦୀପିକା ! ଆଉ ଯେଉଁ ସତ ପଛରେ ଲୁଚି ରହିଥିଲା ଦିନେଶଙ୍କର ଅସଲ ମୁଖା ! ନିଜକୁ ଭଦ୍ରମୁଖା ତଳେ ଲୁଚାଇ ରଖିଥିବା ଦୀପିକାଙ୍କୁ ଚରିତ୍ରହିନ ସଜେଇ ଦେଇଥିଲା ସେ ଦିନେଶ ! ଦୁନିଆ ଆଗରେ ଦୀପିକାଙ୍କ ପେଟରେ ବଢୁଥିବା ସନ୍ତାନକୁ ନିଜର ନୁହେଁ ବୋଲି କହି ଦୀପିକାଙ୍କ ସହିତ କରିଥିଲେ ବ୍ରତରଣ ! ଆଉ ଦିନେଶକୁ ବିଶ୍ଵାଷ କରି ନିଜର ସବୁ କିଛି ତ୍ୟାଗ କରିଥିବା ଦୀପିକା ନିଜର ଅଧିକାର ପାଇଁ ବାରମ୍ବାର ଦିନେଶଙ୍କ  ଦୁଆର ମୁହଁରେ ବସି ନିରାଶ ହେବାକୁ ପଡିଥିଲା ! କିନ୍ତୁ ଏବେ ସବୁ ଘଟଣା ପଛରେ ଲୁଚି ରହିଥିବା ସେହି ଅସଲି ସତ ଧରାପଡିଯାଇଛି ! 
ହଁ ଦର୍ଶକବନ୍ଧୁ ,
ଏବେ ଦୀପିକାଙ୍କ ହାତକୁ ଆସିଛି ସେହି ରିପୋର୍ଟ, ଯେଉଁ ରିପୋର୍ଟ ପ୍ରମାଣ କରି ଦେଖେଇଦେବ 
ଦୀପିକାଙ୍କ କଳରେ ବସିଥିବା ସେହି କଂଅଳ ଶିଶୁପୁତ୍ରର ବାପା ଆଉ କେହି ନୁହଁ ,ତାର ବାପା ହେଉଛନ୍ତି ସେହି ଦିନେଶ ! ପ୍ରଥମେ ଯେଉଁ ଶିଶୁକୁ ସେ ଅନ୍ୟ କାହାର କହି ଦୀପିକାଙ୍କୁ ଘରେ ପସିବାକୁ ଦେଇନଥିଲେ ଦିନେଶ ! ଆଜି ସେହି ଦୀପିକା ପ୍ରକୃତ ବାପାର ପରିଚୟକୁ ହାତରେ ଧରିଆସିଛନ୍ତି ଦୀପିକା ! ଆଉ ସେ ପ୍ରମାଣଟି ହେଉଛି DNA ରିପୋର୍ଟ, ଥରେ ନଜର ପକାନ୍ତୁ ଏହି DAN ରିପୋର୍ଟ ଉପରେ  
ଯେଉଁ ରିପୋର୍ଟରେ ସ୍ପଷ୍ଟ ଲେଖାହୋଇଛି ଜନ୍ମିତ ଶିଶୁର biological paret ହେଉଛନ୍ତି ଦିନେଶ ଓ ଦୀପିକା ! ଅନେକ ଦିନରୁ ନିଜର ଅଧିକାର ପାଇବା ପାଇଁ ସଂଘର୍ଷ କରି କରି ଶେଷରେ ଆଜି ଦୀପିକାଙ୍କୁ 
ମିଳିପାରିଛି ଏହି ପ୍ରମାଣ ! ତେବେ ୨୦୨୧ ମସିହାରେ ଦୀପିକାଙ୍କୁ ପ୍ରମାଣ ଦେବା ପାଇଁ ଏହି ଟେଷ୍ଟ କରାଯିବାକୁ ଟାଉନ ଥାନା ପକ୍ଷରୁ ଦିଆଯାଇଥିବା ବେଳେ ୨୦୨୨ ମସିହାରେ ଏହି ତଥ୍ୟକୁ ରାଜ୍ୟ ଫୋରେନ୍ସି କ୍ଲାବ୍ ପକ୍ଷରୁ ପ୍ରଦାନ କରାଯାଇଥିଲା ! ୨୦୨୨ ମସିହାରୁ ଏହି ତଥ୍ୟ SD JM ଟାଉନ ଥାନା ଏବଂ ବ୍ରହ୍ମପୁରୁ ଏସପିଙ୍କୁ ସ୍ଟେଟ ଫୋରେନ୍ସି କ୍ଲାବ୍ ଲବରୋଟାରୀ ଦ୍ଵାରା ପ୍ରଦାନ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କେଉଁ କାରଣ ପାଇଁ ଏହାକୁ କୋର୍ଟ ରେ ପ୍ରଦାନ କରାଯାଇ ନଥିଲା ! ତାକୁ ନେଇ ଦ୍ଵନ୍ଦରେ ଦୀପିକା ଥିବା ବେଳେ ଦୀପିକା ଏହାର ଅଭିଯୋଗ ଆଣିବା ପରେ କୋର୍ଟର ଅବଶ୍ୟକତା ଓ ତାଙ୍କ ଓକିଲର ଅବଶ୍ୟକତା ଅନୁସାରେ ଯୋଗାଇଦିଯାଇଥିବା ବ୍ରହ୍ମପୁରୁ ଏସପି କହିଥିଲେ ! ତେବେ ଦୀର୍ଘଦିନରୁ ନିଜକୁ ପ୍ରମାଣ କରିବା ପାଇଁ ଚାଇଁ ରହିଥିବା ଦୀପିକାଙ୍କୁ ଆଜି ପ୍ରମାଣ ମିଳିବା ପରେ  ଶେ ତାଙ୍କର ଅଧିକାର ସହିତ ତାଙ୍କ ପୁଅର ବାପାର ପରିଚୟ ଦେଇପାରିବେ ବୋଲି ଆସ କରାଯାଉଛି  !

Tags :- # news # tvp news9 # tvp # tvpnews

Share With