ମାଁ ରତ୍ନେଶ୍ୱରୀ .....??
ମାଁ ରତ୍ନେସ୍ଵରୀଙ୍କ ମନ୍ଦିର ବିଷୟରେ ରହିଛି କିଛି ରହସ୍ୟ....!!
"ହଁ ଦର୍ଶକ ବନ୍ଧୁ "
ଆସୁନ୍ତ ସେଠି ଯାଇ ଦେଖିବା ଓ ତାହା ବିଷୟରେ କିଛି ଶୁଣିବାକୁ ପାଇବା.... ଆଉ.. ମାଁ ରତ୍ନେସ୍ଵରୀଙ୍କ ମନ୍ଦିର କେମିତି ରହିଛି | ଆଉ ସେହି ସ୍ଥାନ ରହିଛି କିପରି !
ମାଁ ରତ୍ନେସ୍ଵରୀଙ୍କ ଆତ୍ମୀୟ କାହାଣୀ :- "ଏକ ଛୋଟିଆ ଗ୍ରାମ ଥିଲା.. ସେହି ଗ୍ରାମଟିର ନାମ ବୀରରାଜପୁର ନାମରେ ନାମିତ ! ହଁ ସେଠି ମା ରତ୍ନେସ୍ଵରୀଙ୍କୁ ଲୋକେମାନେ ନିଜ ଘର ଇଷ୍ଟ ଦେବୀ ରୂପେ ପୂଜା କରୁଥିଲେ ! ଏମିତି ପୂଜା ପାଉଥିଲେ ମା ରତ୍ନେସ୍ଵରୀ ! ଏମିତି କିଛି ଦିନ ଭଲ ଚାଲୁଥାଏ... ଥରେ ଏମିତି ଗୋଟେ ଦୁର୍ଘଟଣା ହେତୁ ସେହି ଗ୍ରାମରେ ସମସ୍ତେ ଲୋକେ ଗ୍ରାମ ଛାଡି ପଳାୟନ କରିଥିଲେ...!
ତେଣୁ ମାଁ ଜଣେ ଗୋଟେ ମିସ୍ତ୍ରୀକୁ ସ୍ଵପ୍ନ ଦେଶ ହେଲେ ,ଆଉ କହିଲେ ମୁଁ ଗୋଟେ ବଟ ଗଛ ମୂଳେ ଅଛି ! ଆଉ ସେଠାକୁ ଯାଇ ମତେ ପୂଜା କର, ଆଉ ସେହି ମିସ୍ତ୍ରୀଙ୍କ ବାପା ସବୁବେଳେ ପୂଜା କରିଥାନ୍ତି ! ପ୍ରତେକ ମଙ୍ଗଳ ବାର ଦିନ ପୂଜା ପାଉଥାନ୍ତି ମାଁ ! ଏମିତି ମାଁ ରତ୍ନେସ୍ଵରୀ ପୂଜା କରନ୍ତି.. ଲୋକେ ପୂଜା କରିବାକୁ ଗଲା ମାଁ ପତ୍ରରେ ଗଡେଇ ହୋଇଥାନ୍ତି ! ତେଵେ ଲୋକେ ସେଠାକୁ ଯିବା ପାଇଁ ଭୟ କରୁଥିଲେ !କାହିଁକି ନା ସେହି ସ୍ଥାନ ପାଖରେ ପାହାଡ଼ ଥାଏ ଓ ସେହି ପାହାଡ଼ରୁ ଗୋଟେ ବାଘ ବାହାରେ., ସେଥିପାଇଁ ଲୋକେ ଯିବା ପାଇଁ ଡରୁଥିଲେ !
ଥରେ ଜଣେ ପୋଲିସ ସେହି ସ୍ଥାନରୁ ଅଧ ରାତ୍ରି ଦେଇ ଯିବା ଆସିବା ହେଉଥିଲେ ! ସେହି ପୋଲିସ ଵାଲା ଥରେ ମାଁଙ୍କୁ ଥଟା ମଜା କରିଦେଲା... ଆଉ ମା ସ୍ଵପ୍ନରେ ଆସି ଗାଲକୁ ଚାପୁଡା ମାରିଦେଲେ ! ପୋଲିସ ଜଣକ ସକାଳୁ ଉଠି ସେହି ପୂଜାରୀ ପାଖକୁ ଯାଇ ଏମିତି ହୋଇଛି ବୋଲି କହିଲେ ! କହିସାରିବା ପରେ.... ମୁଁ ଗୋଟେ ଛୋଟ ଘର କରିଦେବି କହିଲେ ମିସ୍ତ୍ରୀଙ୍କୁ ଧରି କି ! ଏମିତି ମାଁ ରତ୍ନେସ୍ଵରୀଙ୍କ ପୀଠ ସ୍ଥଳୀ ଧୀରେ ଧୀରେ ଉନ୍ନତି ହେବାର ଲାଗିଲା ! ମା ରତ୍ନେସ୍ଵରୀ ହେଉଛନ୍ତି ପ୍ରତେକ୍ଷ ଦେବୀ, ଏଭଳି ରହିଛି ମାଁ ରତ୍ନେସ୍ଵରୀ ଦେବୀଙ୍କ କାହାଣୀ ...!!
ବ୍ୟୁର ରିପୋର୍ଟ TVP NEWS 9