ମନୋରଞ୍ଜନ / August 23 , 2023
476

ମାଁ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ .......!!
ଏ ଖବରଟିକୁ ଶୁଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ....!! 
କିନ୍ତୁ ଏହି ଘଟଣାଟି ପୁରା ପୁରୀ ସତ ....!!
 ଦର୍ଶକବନ୍ଧୁ ,
          ଅନୁଭବ ଓ ବର୍ଷାଙ୍କର ଥିବା ବିବାଦ ବା ପାରିବାରିକ ମାମଲା ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡୁଛି !  ଆଉ ସେମାନଙ୍କର ଏତଲା ଏବେ ମଧ୍ୟ ଚାଲିଛି କୋର୍ଟରେ, କିନ୍ତୁ ସେହି ବିବାଦ କମିବାରେ ନା ଧରୁନଥିବା ବେଳେ ନୂଆ ନୂଆ ବିବାଦ ସୃଷ୍ଟି ହେଉଛି ! ତାସହିତ କୋର୍ଟରେ ବି  ସେମାନଙ୍କର ବିବାଦ ଏପର୍ଯ୍ୟନ୍ତ ସମାଧାନ ହୋଇପାରୁନାହିଁ ! ତାରିଖ ପରେ ତାରିଖ ବଢାଇ ଚାଲିଛନ୍ତି କୋର୍ଟ !
ଦର୍ଶକବନ୍ଧୁ ଆପଣମାନେ ତ ଜାଣିଥିବେ ବର୍ଷା ହେଉଛନ୍ତି ଜଣେ ଖୁବ୍ ଭଲ ଅଭିନେତ୍ରୀ ସହିତ ଜଣେ ସମାଜସେବୀ ମଧ୍ୟ ! ହେଲେ ଖୁବ୍ ଅଳ୍ପଦିନରେ ସମାଜସେବୀ ମଧ୍ୟରେ ବର୍ଷା ଜଣେ ଆଗ ଧାଡିର ସମାଜସେବୀ ହୋଇପାରିଛନ୍ତି ! ଭଲ ଅଭିନେତ୍ରୀ ଭାବରେ ସେ ଯେତିକି ପରିଚିତ ଜଣେ ଭଲ ସମାଜସେବୀ ମାଧ୍ୟମରେ ବି ସେ ସେତିକି ପରିଚିତ, ବର୍ତ୍ତମାନ ତାଙ୍କୁ ଅନେକ ସମାଜସେବା କ୍ଷେତ୍ରରେ ବା ଅନେକ ସଭା ସମିତି କ୍ଷେତ୍ରରେ ଦେଖିବାକୁ ମିଳୁଛି ! ଯେଉଁଠାରେ କି ସେ ଅନେକ ଭଲ ଭଲ ମନ୍ତବ୍ୟ ଦେଇ ଅନେକ ଲୋକଙ୍କ ପ୍ରିୟପାତ୍ରୀ ପାଲଟି ଯାଉଛନ୍ତି ! ହେଲେ ଦର୍ଶକବନ୍ଧୁ  ଏହିଠି କହି ରଖିବୁ ଦୁଇଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା  ଯେଉଁଥିରେ କି ବର୍ଷା ପ୍ରିୟଦର୍ଶନି ଏକ ଉପାନ୍ତ ଅଞ୍ଚଳକୁ ଗ୍ରସ୍ତ କରିଥିଲେ ଏବଂ ସେଠାରେ ଦୁଇଟି ଛୋଟ ଛୋଟ ପିଲାଙ୍କୁ କିଛି ଖାଇବା ପାଇଁ ଦେଇଥିଲେ ! ଯାହାକି ତାହା କେବଳ ଖାଇବା ପାଇଁ ଦେଇନଥିଲେ ସେ ଛୁଆ ଦୁଇଜଣକୁ ଖୁଇଆ ମଧ୍ୟ ଦେଇଥିଲେ ! ଏବଂ ସେହି ଛୁଆ ଦୁଇଜଣକୁ ଅନେକ ସ୍ନେହ ମଧ୍ୟ କରୁଥିଲେ ତାହାସହ ଅନେକ ମିଠା ମିଠା କଥା କହିଥିଲେ ! ଶିଶୁ ମାନେ ମଧ୍ୟ ସେ କଥା ଗୁଡିକୁ ଖୁବ୍ ମନ ଦେଇ ଶୁଣୁଛନ୍ତି ! ଏହି ଭିଡିଓ ଭାଇରାଲ ହେବାପରେ ବର୍ଷାଙ୍କର ଫ୍ୟାନ୍ ମାନେ ବର୍ଷାଙ୍କୁ ଖୁବ୍ ପ୍ରଶଂସା କରିବା ସହିତ ବର୍ଷାଙ୍କୁ ଢେର୍ ସାରା ସୁବେଛା ଜଣାଇଛନ୍ତି !  ତେବେ ଏତେ ସ୍ନେହରେ ଖୁଆଇଦେଉଥିବା ଲୋକଟି ଆଉ କେହିବି ହୋଇପାରେନା, ସେ ହେଉଛି କେବେଳ ମାଁ ! ତେଣୁ ବର୍ଷାଙ୍କୁ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ମାଁର ଆଖ୍ୟା ଦେଇଛନ୍ତି ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେଉଛି ଯେ ବର୍ଷା ହେଇଯାଇଛନ୍ତି ମାଁ !!

Tags :- # news # tvp news9 # tvp # tvpnews

Share With