ତୁଳସୀ ପତ୍ର କାହିଁକି ମହାପ୍ରଭୁ ଜଗନ୍ନାଥ ଙ୍କ ମସ୍ତକ ରେ ଲାଗେ ...?
ତୁଳସୀ ଗଛର ତ ବାସ୍ନା ନାହିଁ |ତଥାପି କଣ ପାଇଁ ଏହା ପୂଜା ପାଉଛି ଶ୍ରୀଜୀଉ ଙ୍କ ପାଖରେ ...?
କଳିଯୁଗରେ ଦେଖିବାକୁ ମିଳୁଛି ଅନେକ ବିଚିତ୍ର ଜିନିଷ...!!!
ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ .....!!!
ଘଟୁଛି ଅବାସ୍ତବ ଘଟଣା...!!!!
କଣ ମାଳିକା ସତ ହବାକୁ ଯାଉଛି କି .....????
କଣ ସତରେ କଳିଯୁଗ ର ଅନ୍ତ ସମୟ ଆସିଗଲାକି ....????
କଳିଯୁଗ ରେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନ ଦେଖିଲେ ବିଶ୍ଵାସ କରି ହେବନି...... l
ମହାବାତ୍ୟା ରେ ଭାଙ୍ଗିଥିଲା ଗଛ.. ଜଳିବା ପାଇଁ ନେଇଥିଲେ କାଠ ହେଲେ ଜାଲିପାରିଲେ ନାହିଁ |
କଟକ ର ସାଲେପୁର ଅଞ୍ଚଳ ରହିଛି ୬୦ ପୁଟ ଉଚ୍ଛ ର ତୁଳସୀ ଗଛ |
ଲୋକମାନେ ଦେଖିଲେ କହୁଛନ୍ତି ଏହା ଚାକୁଣ୍ଡା କି ବରଗଛ ହୋଇଥିବା |
ଏହା କୌଣସି ସାଧାରଣ ଗଛ ନୁହେଁ |ସାଧାରଣତଃ ତୁଳସୀ ଗଛ ର ଉଚ୍ଛତା ଅତି ବେଶୀରେ ୪ ପୁଟ ହୋଇଥିବା ବେଳେ ଏହି ଗଛର ଉଛତା ପ୍ରାୟ ୬୦ ପୁଟ l
ତେଣୁ ଏହା ଶୁଣିବାକୁ ଅବିଶ୍ଵସନୀୟ ମନେ ହେଉଛି |
ତେଣୁ ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିବାକୁ ଲୋକ ମାନଙ୍କ ସୁଅ ଛୁଟୁଛି |
ଏହି ଉଚ୍ଚା ତୁଳସୀ ଗଛର ବାସ୍ନା ନାହିଁ |କିନ୍ତୁ ଏହାର ପତ୍ର ତୁଳସୀ ଗଛର ପତ୍ର ପରି ଦେଖାଯାଉଛି l
ତୁଳସୀ ଗଛର ଯେପରି ଜଟା ଥାଏ,,ଠିକ ସେହିପରି ଏହି ବିରାଟ କାୟ ଗଛ ରେ ମଧ୍ୟ ଜଟା ରହିଛି l
ପ୍ରାୟତଃ ଏହି ଗଛ ପତ୍ର ଲlଗି ହେଉଛି ମହାପ୍ରଭୁ ଙ୍କ ମସ୍ତକରେ ...|ଏହି ଗଛ ବିଷୟରେ ଜାଣିବା ପରେ ଲୋକମାନେ ପୂଜା ମଧ୍ୟ କରୁଛନ୍ତି |
ଲୋକମାନେ କହୁଛନ୍ତି ଏହି ଗଛ ଜଗିରହିଛି ଏକ ବିରାଟ କାୟ ସାପ |
କାରଣ ଏହା ହେଉଛି ସତ୍ୟ ଯୁଗର ଗଙ୍ଗ ତୁଳସୀ |
ଏହାକୁ ଦେଖିବାକୁ ପ୍ରଯ୍ୟଟକ ଙ୍କ ଭିଡ ଯମୁଛି |
ଗୁରୁତ୍ଵ ପୂର୍ଣ କଥା ହେଉଛି,,,, ୧୯୯୯ ମହାବାତ୍ୟା ରେ ଏହି ଗଛର କିଛି ଡାଳ ଭାଙ୍ଗି ଯାଇଥିଲା ଓ ଗ୍ରାମବାସୀ ମାନେ ଏହାର ଡାଳ କୁ ଜଳିବା ପାଇଁ ନେଇଥିଲେ ଘରକୁ... l
ମାତ୍ର ରାତିରେ ସ୍ଵପ୍ନ ହେବାରୁ ସେହି କାଠ କୁ ଆଣି ଗଛ ମୂଳରେ ରଖି ଦେଇଥିଲେ|
ଲୋକେ କହୁଛନ୍ତି କଳିଯୁଗର ଅନ୍ତ ପରେ ଏହି ଗଛ ର ବାସ୍ନା କୁଆଡେ ପେରି ଆସିବ |
ପର୍ଯ୍ୟଟକ ମାନେ ପେରିବା ବେଳେ ଏହି ଗଛ ର ପତ୍ର କୁ ପୁରୀ ନେଉଛନ୍ତି ଓ ସେବାୟତ ମାନେ ଶ୍ରୀଜୀଉ ମସ୍ତକରେ ଲାଗାଉଛନ୍ତି ଏହି ଗଙ୍ଗ ତୁଳସୀ ପତ୍ରକୁ |