15000ବର୍ଷ ପରଠାରୁ ପୁରୀ ଜଗନ୍ନାଥ ମନ୍ଦିରରେ ଆଜିବି ଭଗବାନ ଶ୍ରୀକୃଷ୍ଣ ହୃଦୟର ସ୍ପନ୍ଦନ ଶୁଣାଯାଉଛି......!!!!
ମହାଭାରତର "36" ବର୍ଷ ପରେ ଭଗବାନ ଶ୍ରୀକୃଷ୍ଣ ନିଜ ଶରୀରକୁ ଡ୍ୟାଗ କରିଥିଲେ ଏବଂ ଶାସ୍ତ୍ର ଅନୁସାରେ ପାଣ୍ଡବମାନେ ଭଗବାନ ଶ୍ରୀକୃଷ୍ଣ ଅନ୍ତିମ ସତ୍କାର କରିଥିଲେ....!!!!!
ତେବେ ଜଗନ୍ନାଥ ମନ୍ଦିରରେ ଶ୍ରୀକୃଷ୍ଣ ଙ୍କ ହୃଦୟ କେଉଁଠାରୁ ଆସିଲା.....????
ଆସନ୍ତୁ ଜାଣିବା ଜଗନ୍ନାଥ ମନ୍ଦିରର ଏହି ରହସ୍ୟ.....!!!!
ଭାରତରେ ଏମିତି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଆଜିପଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ବାହାର କରିପାରିନାହାନ୍ତି.....!!!
ଏହି ମନ୍ଦିରଗୁଡିକରେ ଅନେକ ଭଗବାନଙ୍କ ମୂର୍ତ୍ତି ବିରାଜମାନ ହୋଇରହିଛି.....!!!!
ଆଜିଆମେ ପୁରୀ ଜଗନ୍ନାଥ ମନ୍ଦିରର କିଛି ରହସ୍ୟ ଆପଣମାନଙ୍କୁ କହିବାକୁ ଯାଉଛୁ କାରଣ ଏଠିକାର ରହସ୍ୟ ଏତେ ଚମତ୍କାର ଯେ ବୈଜ୍ଞାନିକମାନେ ମଧ୍ୟ ଏହି ମନ୍ଦିରର
ଚମତ୍କାର ଆଗରେ ହାର୍ ମାନିଛନ୍ତି.....!!!!!
ଏହା କୁହାଯାଇଛିକି ଆଜିବି ଜଗନ୍ନାଥ ମନ୍ଦିରର ମୂର୍ତ୍ତି ମାନଙ୍କରେ ଭଗବାନ ଶ୍ରୀକୃଷ୍ଣ ହୃଦୟର ସ୍ପନ୍ଦନ ଶୁଣିବାକୁ ମିଳୁଛି......!!!!
ଏହା ଆପଣ ବିଶ୍ୱାସ ନକରିପାରନ୍ତି....ହେଲେ ଏପରି ଅନେକ ରୀତି ନୀତି ଅଛି ଯାହା ଏହି ମନ୍ଦିରରେ ଗ୍ରହଣ କରାଯାଇଛି.....!!!!
ପୁରାଣ ଶାସ୍ତ୍ରରେ ମଧ୍ୟ ଏହା କୁହାଯାଇଛି ଯେ ଜଗନ୍ନାଥ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣ ହୃଦୟକୁ "ବ୍ରହ୍ମ" ପଦାର୍ଥ କୁହାଯାଇଥାଏ...!!!!
କିନ୍ତୁ ଏହି ବ୍ରହ୍ମ ପଦାର୍ଥର ରହସ୍ୟ ଆମେ ଜାଣିବାତ ମନ୍ଦିରରେ ପ୍ରଭୁ ଜଗନ୍ନାଥ ନିଜର ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବିରାଜମାନ ଅଛନ୍ତି....!!!!
ଏବଂ କାଠରେ ତିଆରି ଏହି "ତିନୋଟି" ମୂର୍ତ୍ତିକୁ ବାରବର୍ଷକୁ ଥରେ ବଦଳାଇଦିଆଯାଏ......!!!!!!କୁହାଯାଉଛିକି ଜଗନ୍ନାଥ ମନ୍ଦିରର ସବୁଠାରୁ ସାହସ୍ୟ ଘଟଣା ହେଉଛି ବ୍ରହ୍ମ ପଦାର୍ଥ.......!!!!
ଯେତେବେଳେ ବାରବର୍ଷପରେ ମୂର୍ତ୍ତିଗୁଡିକୁ ବଦଳେଇଦିଆଯାଏ ସେତେବେଳେ ପୁରା ପୁରୀ ସହରକୁ ଅନ୍ଧାର କରିଦିଆଯାଏ ଏବଂ ପୁରା ସହରର ବିଜୁଳିକୁ କାଟିଦିଆଯାଏ ଓ ମନ୍ଦିରକୁଭି ସମ୍ପୂର୍ଣ୍ଣ ଭାବରେ ଅନ୍ଧାର କରିଦିଆଯାଇଥାଏ.....!!!!
ଆଉ ମନ୍ଦିରର ସୁରକ୍ଷାକୁ ମଧ୍ୟ ମଜବୁତ କରିଦିଆଯାଏ....!!!!
ଯେତେବେଳେ ଚାରିଆଡେ ଅନ୍ଧାର ହୋଇଯାଏ ସେତେବେଳେ ପୂଜାରୀମାନଙ୍କ ଆଖିରେ ରେଶମ କପଡାକୁ ଆଖିରେ ବାନ୍ଧିଦିଆଯାଏ ଏବଂ ସେହି ପୂଜାରୀମାନଙ୍କୁ ମନ୍ଦିରକୁ ପଠାଇଦିଆଯାଏ, ଏହି ମୂର୍ତ୍ତି ମାନଙ୍କରୁ ଏକପ୍ରକାରର ବ୍ରହ୍ମ ପଦାର୍ଥକୁ ବାହାରକରାଯାଇଥାଏ.... ଯାହାକୁ ଆଜିପର୍ଯ୍ୟନ୍ତ କେହିଁମଧ୍ୟ ଦେଖିନାହାନ୍ତି....!!!
ଏହାକୁ ଧ୍ୟାନର ସହ ନୂଆ ମୂର୍ତ୍ତିରେ ସ୍ଥାପନ କରାଯାଇଥାଏ.....!!!!
କୁହାଯାଏ ଯେ :-ଏହି ପଦାର୍ଥ ଏତେ ଉଜ୍ୱଳଯେ ଏହାକୁ ଯିଏ କେହିବି ଦେଖେ ସେ ଅନ୍ଧ ହୋଇଯାଏ.....!!!!
କିନ୍ତୁ ଏହାକୁ ଆଜିପର୍ଯ୍ୟନ୍ତ କେହିବି ଦେଖିନାହାନ୍ତି ଏବଂ ଏହି ପ୍ରକ୍ରିୟା ପୁରାତନ କାଳରୁ ରହିଛି.....!!!!
ଦିବ୍ୟ ବ୍ରହ୍ମ ପଦାର୍ଥ କୁ ସ୍ଥାନାନ୍ତର କରୁଥିବା ପୂଜାରୀଙ୍କ ଅନୁଭବ ଅନୁସାରେ ସେମାନଙ୍କୁ ଏମିତି ଲାଗେ କି ଯେତେବେଳେ ପୂଜାରୀମାନେ ସେହି ବ୍ରହ୍ମ ପଦାର୍ଥକୁ ନିଜ ହାତରେ ନିଅନ୍ତି ସେତେବେଳେ ଅନୁଭବ କରନ୍ତିକି ଯେମିତି ଏକ ଜୀବିତ ବସ୍ତୁ ନିଜ ହାତରେ ଧରିଛନ୍ତି.....!!!
ଯାହାକି ଏକ ଠେକୁଆ ପରି ଡେଇଁବାରେ ଲାଗିଥାଏ......!!!
ଏବଂ ହିନ୍ଦୁ ଧର୍ମରେ ଏହି ବ୍ରହ୍ମ ପଦାର୍ଥକୁ ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟ ବୋଲି କହିଛନ୍ତି ....!!!!
ଦ୍ୱାପରଯୁଗରେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କ ଅବତାର ନେଇଥିଲେ ଯାହାକୁ ତାଙ୍କର ମାନବ ରୂପ କୁହାଯାଏ.....!!!!
ମାନବ ରୂପରେ ଜନ୍ମ ନେଉଥିବା ପ୍ରତ୍ୟେକ ମଣିଷଙ୍କ ମୃତ୍ୟୁ ସୁନିଶ୍ଚିତ.....!!!!
ଏମିତି ଭଗବାନ ଶ୍ରୀକୃଷ୍ଣଙ୍କ ମାନବ ରୂପରେ ମୃତ୍ୟୁ ହେବା ବି ଅପରିହାଯ୍ୟ ଅଟେ....!!!!
ମହାଭାରତ ଯୁଦ୍ଧର "36" ବର୍ଷ ପରେ ଭଗବାନ ଶ୍ରୀକୃଷ୍ଣ ନିଜ ଶରୀରକୁ ଡ୍ୟାଗ କରିଥିଲେ ଏବଂ ଶାସ୍ତ୍ର ଅନୁସାରେ ପାଣ୍ଡବମାନେ ଭଗବାନ ଶ୍ରୀକୃଷ୍ଣ ଅନ୍ତିମ ସତ୍କାର କରିଥିଲେ....!!!!!
କିନ୍ତୁ ଏହାପରେ ବି ତାଙ୍କ ହୃଦୟର ସ୍ପନ୍ଦନ ଚାଲୁଥିଲା, ଅଗ୍ନି ମଧ୍ୟ ତାଙ୍କ ହୃଦୟକୁ ଜାଳିପାରିଲା ନାହିଁ ଯାହାକୁ ଦେଖି ପାଣ୍ଡବମାନେ ଆଶ୍ଚର୍ଯ୍ୟ ହୋଇଗଲେ....!!!!
ସେହି ସମୟରେ ଆକାଶରୁ ଏକ ଆକାଶ ବାଣୀ ଶୁଣାଗଲା କି ଏହି ହୃଦୟ ବ୍ରହ୍ମାଙ୍କର ଏହାକୁ ସମୁଦ୍ରରେ ଭସାଇଦିଅ....!!!!ଯାହାପରେ ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟକୁ ପାଣ୍ଡବମାନେ ସମୁଦ୍ରରେ ଭସାଇଦେଲେ.....!!!!!
ଏହା ପରେ ଗୋଟିଏ ଦିନ ଭଗବାନ ଶ୍ରୀକୃଷ୍ଣ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ବପ୍ନରେ ଆସି ତାଙ୍କୁ କହିଲେ କି ଏକ ବିଶାଳ ବୃକ୍ଷର ଗଣ୍ଡିରେ ମୋ ବିଗ୍ରହକୁ ନିର୍ମାଣକର....!!!!
ଏବଂ ଏହି ବିଗ୍ରହର ସ୍ଥାପନ ପୁରୀର ଏକ ସୁନ୍ଦର ମନ୍ଦିରରେ ହେବାକୁ ପଡିବ, ରାଜା ବହୁତ କାରିଗର ଦେଖିଲେ କିନ୍ତୁ କୌଣସି କାରିଗର ମିଳିଲାନାହିଁ ଯିଏକି ଏପରି ସୁନ୍ଦର ମୂର୍ତ୍ତି ତିଆରି କରିପାରିବ......!!!!!
ସେ ପୁରା କ୍ଲାନ୍ତ ଆଉ ଦିଗହରା ହୋଇପଡ଼ିଥିଲେ, ସେହି ସମୟରେ ରାଜଦରବାରକୁ ଏକ ବୃଦ୍ଧ ଲୋକଟିଏ ଆସିଲା ଯାହାର କହିବାର କଥା ଏହାକି ମୁଁ ସୁନ୍ଦର ମୂର୍ତ୍ତି ନିର୍ମାଣ କରିପାରିବି.....!!!!
କିନ୍ତୁ ମୋର ଏକ ସର୍ତ୍ତ ଅଛି ମୁଁ ଏକ ବନ୍ଦ କୋଠରୀରେ ଏହି ମୂର୍ତ୍ତିକୁ ତିଆରି କରିବି ଆଉ କିଏ ଯଦି ମୂର୍ତ୍ତି ତିଆରି ପୂର୍ବରୁ ଏହି ବନ୍ଦ କୋଠରୀକୁ ଖୋଲିନିଏ ତେବେ ମୁଁ ମୋର କାମ ସେହିଠାରେ ଛାଡି ଚାଲିଯିବି.....!!!!
ରାଜା ଇନ୍ଦ୍ରଦ୍ୟୁମ୍ନ ସେହି ବୃଦ୍ଧ ବ୍ୟକ୍ତିଙ୍କ ସର୍ତ୍ତରେ ରାଜି ହୋଇଗଲେ..... ଏବଂ ଏକ ବନ୍ଦ କୋଠରୀରେ ସେହି ବୃଦ୍ଧ ବ୍ୟକ୍ତି ମୂର୍ତ୍ତି ନିର୍ମାଣର କାର୍ଯ୍ୟ ଆରମ୍ଭ କରିବାରେ ଲାଗିଲା ଓ ସେହି ବନ୍ଦ କୋଠରୀରୁ ହାତୁଡି ଏବଂ ନିର୍ମାଣ କାର୍ଯ୍ୟ କରିବାର ବହୁତ ଶବ୍ଦ ଆସୁଥିଲା ହେଲେ କିଛି ଦିନ ପରେ ସବୁ ଶବ୍ଦ ହଠାତ ବନ୍ଦ ହୋଇଗଲା ଆଉ ରାଜା ଭାବିଲେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲା....!!!
ସେତେବେଳେ ରାଜା ସେହି ବନ୍ଦ କୋଠରୀକୁ ଖୋଲିଦେଲେ ଓ ସେତେବେଳେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଅଧା ତିଆରି ମୂର୍ତ୍ତି ହୋଇ ରହିଗଲେ...ଏବଂ ସେହି ବୃଦ୍ଧ ବ୍ୟକ୍ତି ସେହିଠାରୁ ଅନ୍ତରଧ୍ୟାନ ହୋଇଯାଇଥିଲା.....!!!!
ଏବଂ ସେହି ବୃଦ୍ଧ ବ୍ୟକ୍ତି ଆଉ କେହିନୁହେଁ ସେ ଥିଲେ ସାକ୍ଷ୍ୟାତ କଳା ର ପ୍ରତିଷ୍ଠାକାରି ଭଗବାନ ବିଶ୍ୱକର୍ମା.......
ଯିଏକି ନିଜ ହାତରେ ଭଗବାନ ଜଗନ୍ନାଥ, ବଳଭଦ୍ରାଙ୍କ ମୂର୍ତ୍ତି ତିଆରି କରିଥିଲେ.....!!!!!
ଏପଟେ ପୁରୀ ସମୁଦ୍ର ରୁ ଯେଉଁ ବ୍ରହ୍ମ ପଦାର୍ଥ ବାହାରିଲା ତାହାର ତେଜ ଏତେ ଉଜ୍ୱଳ ଥିଲାକି ପୂଜାରୀ ମାନେ ଆଖିରେ କପଡା ବାନ୍ଧି ତାକୁ ରାଜାଙ୍କ ପାଖକୁ ଆଣିଥିଲେ ତେବେ ରାଜା ଇନ୍ଦ୍ରଦ୍ୟୁମ୍ନ ଏକ ନିଷ୍ପତି ନେଲେ ଯେ ଏହି ବ୍ରହ୍ମ ପଦାର୍ଥକୁ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିରେ ସୁରକ୍ଷାର ସହକାରେ ରଖାଯିବ.....!!!!!ଯେବେଠାରୁ ଏହି ନିୟମ ଆଜିପଯ୍ୟନ୍ତ ରହିଛି.....!!!!
ପ୍ରତି ବାରବର୍ଷରେ ନୂଆ ମୂର୍ତ୍ତିର ସ୍ଥାପନ କରାଯାଇଥାଏ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟକୁ ଗୋଟିଏ ମୂର୍ତ୍ତିରୁ ବାହାର କରି ନୂଆ ମୂର୍ତ୍ତିରେ ସ୍ଥାପନ କରାଯାଇଥାଏ......!!!!
କିନ୍ତୁ ଓଡିଶାରେ ପ୍ରସିଦ୍ଧ ଭଗବାନ ଜଗନ୍ନାଥ ବିଷୟରେ ବହୁତ ପ୍ରଶ୍ନ ରହିଛି ଯାହାକି ବୈଜ୍ଞାନିକ ମାନେ ମଧ୍ୟ ଖୋଜି ବାହାର କରିପାରୁନାହାନ୍ତି.....!!!!!
ମନ୍ଦିରର ଛାଇର ରହସ୍ୟ :- 214ଫୁଟ ଉଚ୍ଚ ଏହି ମନ୍ଦିରର
ଛାଇ ଆଜି ପର୍ଯ୍ୟନ୍ତ କେହିମଧ୍ୟ ଦେଖିନାହାନ୍ତି.....!!!!!
ଭଗବାନ ଜଗନ୍ନାଥ ମନ୍ଦିରର ଉପର ଭାଗ ବିଜ୍ଞାନର ନିୟମକୁ ସୂଚାଇଥାଏ....!!!!
ଯଉ ଜିନିଷ ଦୁନିଆରେ ଅଛି ତାର ଛାଇ ମଧ୍ୟ ପଡିଥାଏ କିନ୍ତୁ ଏଠାର ମନ୍ଦିରର ଶୀର୍ଷର ଛାଇ କଣ ପାଇଁ ପଡୁନାହିଁ ଏମିତି କଣ ରହିଛି..... ଏହାର ଉତ୍ତର ବୈଜ୍ଞାନିକମାନେ ଖୋଜିଲେ ହେଲେ କେହିଁ ମଧ୍ୟ ଉତ୍ତର ପାଇପାରିଲେ ନାହିଁ....!!!!
ତା ସହ ମନ୍ଦିରର ଶୀର୍ଷରେ ଥିବା ପତିତ ପାବନ ବାନା ରହିଛି ଏହା କେବଳ ପବନର ବିପରୀତ ଦିଗକୁ ବହିଥାଏ....!!!!
ଏହି ଚମତ୍କାର କେମିତି ହୁଏ ସେହି ପ୍ରଭୁ ଜଗନ୍ନାଥଙ୍କୁ ହିଁ ଜଣା....!!!ଏବଂ ଭଗବାନ ଜଗନ୍ନାଥ ମନ୍ଦିରର ରୋଷେଇ ଘର ଦୁନିଆ ର ସବୁଠାରୁ ବଡ ରୋଷେଇ ଘର କୁହାଯାଏ....!!!!
ଯେଉଁଠିକି ପ୍ରତିଦିନ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳେ....ଏହି ରୋଷେଇ ଘରେ ଯେଉଁ ସବୁ ଖାଦ୍ୟ ତିଆରି ହୁଏ ସେହି ଖାଦ୍ୟକୁ ମାଟି ହାଣ୍ଡିରେ ତିଆରି କରାଯାଏ.... ହେଲେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଘଟଣା ଏହା କି ଗୋଟିଏ ହାଣ୍ଡି ପରେ ଗୋଟିଏ ହାଣ୍ଡି ରଖି ଯଦି ଖାଦ୍ୟ ରନ୍ଧା ଯାଏ ତେବେମାଧ୍ୟ ଉପରୁ ତଳ ପର୍ଯ୍ୟନ୍ତ ସବୁ ଖାଦ୍ୟ ସିଛିଯାଏ....!!!