କାହିଁକି ଏମିତି କରୁଛି ସେ ମଣିଷ ଖିଆ ଜନ୍ତୁ ....!!!!
ପୁଣି ମଣିଷକୁ ଛିନ୍ ବିନ୍ କରି ମାରୁଛି କ’ଣ ପାଇଁ ....!!
କିଏ ସେ ମଣିଷ ଖିଆ ଜନ୍ତୁ .....!!!!
ଏପରି ଏକ ଦୃଶ୍ୟ ଦେଖାଦେଇଛି ଭାସ୍କର ଙ୍କ ସହ ....!!!!
ଆସନ୍ତୁ ଜାଣିବା କଣ ହୋଇଥିଲା ଭାସ୍କର ଓ ସେ ମଣିଷ ଖିଆ ଜନ୍ତୁ ସହ ପୁଣି ଏହା ପଛର ବଡ ରହସ୍ୟ ....!!
ହଁ “ଦର୍ଶକ ବନ୍ଧୁ”
ଏମିତି ସେ ମଣିଷ ଖିଆ କୁମ୍ଭୀର କଞ୍ଚା ଗିଳୁଦେଉଥିଲା ଲୋକ କିମ୍ବା ପଶୁକୁ ମାନଙ୍କୁ | ସେ ମଣିଷ ଖିଆ କୁମ୍ଭୀରଟି ଏଭଳି ଲୋକମାନଙ୍କ ସହ କରିଆସୁଥିଲା | ଆଉ ସେ ଜଗି ବସିଥାଏ ଯେ କେତେବେଳେ ଆସିବ ମଣିଷ ଏବଂ ମୁଁ ତାକୁ କଞ୍ଚା ଗିଳିଦେବି ବୋଲି | କିନ୍ତୁ ଏପରି ଏକ ଅବସ୍ତା ସମ୍ମାନ କୁ ଦୃଶ୍ୟ ମନ ଦେଖାଦେଇଛି | ଯେତେବେଳେ ଭାସ୍କରଙ୍କୁ ମାରିବା ପାଇଁ ଆଖି ପକାଇଥିଲା ଠିକ୍ ସେତେବେଳେ ସେ ମଣିଷ ଖିଆ କୁମ୍ଭୀର ତାଙ୍କୁ ପୁଅ ହାତରୁ ନିର୍ଦ୍ଧୂମ୍ ମାଡ ଖାଇଛି | କିନ୍ତୁ ଭାସ୍କର ଙ୍କୁ ମାରିବା ପୂର୍ବରୁ ନିର୍ଦ୍ଧୂମ ମାଡ ଖାଇଥିଲା ସେ ମଣିଷ ଖିଆ କୁମ୍ଭୀର | ଏବଂ ସେହି ମଣିଷ ଖିଆ କୁମ୍ଭୀରକୁ ପିଟି ପକାଇଲେ ଭାସ୍କର ଙ୍କ ପୁଅ ପୁଣି ଭାସ୍କର ଙ୍କୁ ଟାଣି ନେଇ ଝୁଣି ଖାଇଛି କୁମ୍ଭୀର ଏହି ଦୃଶ୍ୟ ମାନ ଦେଖିବାକୁ ମିଳିଛି ବୌତରଣୀ ନଦୀରେ ତାଣ୍ଡବ ଗର୍ଜୁଛି ନରଭକ୍ଷୀ ସେହି ମଣିଷ କୁମ୍ଭୀର | ଯୁଆଡେ ଦେଖିବେ ବା ଶୁଣିବେ ସିଆଡେ କୁମ୍ଭୀର ତାହା ପୁଣି ମଣିଷ ମାଂସକୁ ଖାଇବା ପାଇଁ ପୁରା ପାଗଳ ହୋଇ ଉଠିଛି ସେହି ନରଭକ୍ଷୀ କୁମ୍ଭୀର |ଏବେ ସେହି ନରଭକ୍ଷୀ କୁମ୍ଭୀର ଟି ପାଗଳ ହୋଇ ଏ ନଦୀରୁ ସେ ନଦୀକୁ ବିତରଣ କରୁଛି | କେବେଳ ନଦୀ ନୁହେଁ ଗତ 2 ଦିନ ବେଳେ ରାଜନଗର ଅଞ୍ଚଳରେ ଘରେ ପସିଯାଇଥିଲା ଏହି ବିରାଟ କାୟ ନରଭକ୍ଷୀ କୁମ୍ଭୀର | ବୌତରଣୀରେ ତାଣ୍ଡବ ରଚିଚି ଏହି ନରଭକ୍ଷୀ କୁମ୍ଭୀର ମଇଁଷି ଚରାଳି ଭାସ୍କର ଙ୍କୁ ନଦୀ ଭିତରକୁ ଟାଣି ନେଇ ଝୁଣି ଖାଇଛି ସେ ନରଭକ୍ଷୀ କୁମ୍ଭୀର ଏବଂ କୁହାଯାଇଛି ଯେ ପୁଅ ବଦଳରେ ବାପା ଙ୍କୁ କଞ୍ଚା ଖାଇଦେଇଛି ଓ ଜୀବନ ମଧ୍ୟ ନେଇଯାଇଛି | ଯେତେବେଳେ ସେହି ନରଭକ୍ଷୀ କୁମ୍ଭୀର ଟି ଭାସ୍କର ଙ୍କୁ ଟାଣୁ ଥିବା ସମୟରେ ଠିକ୍ ସେତେବେଳେ ତାଙ୍କ ପୁଅ ଓ ଭାସ୍କର ଙ୍କ ଭାଇ ପୁରା କ୍ରୋଧରେ କୁମ୍ଭୀର କୁ ନିର୍ଦ୍ଧୂମ ମାଡ ପକାଇଛନ୍ତି | କିନ୍ତୁ ସେ ନରଭକ୍ଷୀ କୁମ୍ଭୀର ଟି ଭାସ୍କର ଙ୍କୁ ଛାଡିଲା ନାହିଁ , ପୁରା ଚୋବାଇ ଚୋବାଇ ତାହା ସହ ଛିନ୍ନ ବିନ୍ କରି କଞ୍ଚା ଖାଇଦେଲା | ଏପରି ଅବସ୍ତା କରିଥିଲେ ଭାସ୍କର ଙ୍କ ପୁଅ ଆଉ ତାଙ୍କ ଭାଇ ସେହି ନରଭକ୍ଷୀ କୁମ୍ଭୀର କୁ ଠେଙ୍ଗାରେ ପିଟିଲେ ଏ 2 ଜଣ ପୁଣି ତାହା ସହ ପୁରା କ୍ରୋଧିତ ହୋଇ ଆଖି କାନ ବୁଜି ପିଟିଛନ୍ତି ସମସ୍ତେ | ହେଲେ କୁମ୍ଭୀର ଟିର ନଜର ଥିଲା ଭାସ୍କର ଙ୍କ ଉପରେ ସୂଚନା ମୁତବକ ଡାଙ୍ଗରେ 3 ଜଣ ଲୋକ ବୌତରଣୀର ନଦୀରୁ ଏପଟେ ସେପଟୁ ରୁ ପାର୍ ହୋଉଥିବା ସମୟରେ ତାଙ୍କୁ ଜଣାନଥିଲା ଯେ ସେହି ନଦୀରେ ନରଭକ୍ଷୀ କୁମ୍ଭୀର ପଛରେ ଆସୁଛି ବୋଲି ଡଙ୍ଗା ଯେତିକି ତୀବ୍ର ଚାଲୁଥିଲା ଓ ସେହି ନରଭକ୍ଷୀ କୁମ୍ଭୀର ତା ପଛରେ ସେତିକି ତୀବ୍ର ଆସୁଥାଏ | ଯେତେବେଳେ ଡଙ୍ଗାଟି କୂଳରେ ଲାଗିଲା ସେତେବେଳେ ଜଣ ଜଣ କରି ସେହି ଡଙ୍ଗାରୁ 3 ଜଣଓଲ୍ଲାଇ ଥିଲେ | ପ୍ରଥମେ ତାଙ୍କ ପୁଅ ଓଲ୍ଲାଇ ସାରିବା ପରେ ଭାସ୍କର ରାଉତ ନାମକ ନିଜର ବ୍ୟକ୍ତି ଡଙ୍ଗାରୁ ଓଲ୍ଲାଇ ଥିବା ବେଳେ ସେହି ନରଭକ୍ଷୀ କୁମ୍ଭୀର ପୁରା ତିଖ୍ନ ନଜରେ ଚାହିଁ ବସିଥିଲା |
ଆଉ ଠିକ୍ ସେତେବେଳେ ସେହି ନରଭକ୍ଷୀ କୁମ୍ଭୀର ଭାସ୍କରଙ୍କର ଗୋଡକୁ ଧରିପକାଇଥିଲା ପଛକୁ ଦେଖିଲ ବେଳେକୁ ସେହି ନରଭକ୍ଷୀ କୁମ୍ଭୀର ଟି ତାଙ୍କ ଗୋଡକୁ ତାର ପାଟିରେ ଭିତରେ ଥିବା ମୁନିଆ ମୁନିଆ ଦାନ୍ତରେ ଖୁବ୍ ଜୋର୍ ରେ ଧରି ପକାଇଛି | ଓ ଏହା ପରେ ଭୟଭୀତ ହୋଇ ଚିତ୍କାର କରିଥିଲେ ଭାସ୍କର ଏହା ପରେ ତାଙ୍କ ପୁଅ ଓ ଅଶୋକ ରାଉତ ପୁରା କ୍ରୋଧିତ ହୋଇ ସେହି ନରଭକ୍ଷୀ କୁମ୍ଭୀର କୁ ନିର୍ଦ୍ଧୂମ ପିଟିଲେ ମାତ୍ର ଛାଡିଲା ନାହିଁ ଭାସ୍କର ଙ୍କୁ ଆଉ ପୁଣି ନଦୀ ଭିତରକୁ ଟାଣି ନେଇ ନିଜ ପୁଅ ଓ ଭାଇଙ୍କ ସମ୍ମାନାରେ ପୁରା ଝୁଣି କରି କଞ୍ଚା ଖାଇଦେଲା | ସେହି କୁମ୍ଭୀର ଟି ଏମିତି କେତେଦିନ ଭୋକିଲା ଥିଲା ଆଉ ଠିକ୍ ସେତିକି ବେଳେ ଭାସ୍କର ଙ୍କ ଜୀବନ ତା ହାତରେ ପଡିଲା | ଏପରି ଅବସ୍ତା କରିଛି ସେହି ନରଭକ୍ଷୀ କୁମ୍ଭୀର ଯେ ଭାସ୍କର ଶରୀର ସେହି ନଦୀରେ ଖୋଜି ପାଇନୁ ବୋଲି ବନ ବିଭାଗ ଜଣାଇଛନ୍ତି ତାଙ୍କ ପରିବାକୁ ଆଉ ସତର୍କ ସୂଚନା କହିଛନ୍ତି ଯେ କେହି ମଧ୍ୟ ସେହି ବୌତରଣୀ ନଦୀକୁ ଯିବ ତାହାଲେ ସେହି ମଣିଷ ମାଂସ ଖିଆ କୁମ୍ଭୀର ଚାତକ ପରି ଅନାଇ ବସିଥିବ ମଣିଷ ର ମାଂସ ଖାଇବା ପାଇଁ | କିନ୍ତୁ ଖବର ଆଖି ନଜରେ ଦେଖିବାକ୍ଲୁ ମିଳିଛି ଯେ ଭାସ୍କର ଙ୍କ ଶରୀର ଏ ପର୍ୟ୍ଯନ୍ତ ମିଳିନୀ ବୋଲି କେବେ ମିଳିବ ତାଙ୍କ ଶରୀର ଓ କେବେ ହେବ ଅନ୍ତିମ ସଂସକାର |