ଆଉ ମାତ୍ର 4 ଦିନ ରହିଲା ହୀରାକୁଦ ବନ୍ଧ..........!!!!!!
ବୁଡିଯିବ ସାରା ଓଡିଶା ସତ ହେବ କି ମାଳିକା...........!!!!!
କ’ଣ ଜଳ ସ୍ତଳରେ ଭାସି ଯିବ କି ଓଡିଶା ..........!!!!!!!
ଆସନ୍ତୁ ଜାଣିବା ଏହାର କାରଣ.........!!!!!!
“ ଦର୍ଶକ ବନ୍ଧୁ “..........!!!!!
ଏହି ହୀରାକୁଦ ବନ୍ଦ ଯାହାକି ମହାନଦୀ ଉପରି ଭାଗରେ ତିଆରି କରାଯଆଇଥିବା ବନ୍ଧ ! ଏହି ହୀରାକୁଦ ବନ୍ଧକୁ ତିଆରି କରିଥିଲେ ଏସିଆ ମହାଦେଶର ମାନବ ! ଏହା ପଥର ଓ ମାଟିରେ ତିଆରି ଯାହାକୁ ବୃହତମ ବନ୍ଧ ବୋଲି କୁହାଯାଏ ! ଏହି ବୃହତମ ବନ୍ଧ ପୃଥିବୀର ଅନ୍ୟ କୋଣସି ଜାଗାରେ ଦେଖିବାକୁ ମିଳିନଥାଏ ! ଏହି ବନ୍ଧର ଲମ୍ବା ହେଇଛି 25 km ଓ ଉଚ୍ଚତା ହେଉଛି 60m ଏହି ବିରାଟ ବନ୍ଧ ପ୍ରାୟ 5.896 quvik. M ର ଜଳ ଧାରଣ କରିଥାଏ !
ଏହି ହୀରାକୁଦ ବନ୍ଧ ଦ୍ଵାରା ଓଡିଶା ବାସୀଙ୍କ ବହୁତ ଉପକୃତ ହୋଇପାରିଛି ! ଏହି ହୀରାକୁଦ ବନ୍ଧକୁ ଜବାହରଲାଲ ନେହୁର 1957 ମସିହାରେ ତିଆରି କରିଥିଲେ ଏହି ବନ୍ଧକୁ 66 ବର୍ଷ ହେଇସାରିଲାଣି ! ଏହି ହୀରାକୁଦ ବନ୍ଧରେ ବର୍ତ୍ତମାନ ଫାଟ ଦେଇଛି ବୋଲି ଚିପ୍ ସେଫ୍ଟୀ ଇଞ୍ଜିନିୟରିଂ ରିପୋର୍ଟ ଅନୁଯାଇ କହିଛନ୍ତି ! ଏହି ଫାଟ ଦେଖା ଦେଇଛି ବୋଲି ଓଡିଶା ବାସୀଙ୍କ ମନରେ ଆଶଙ୍କା ନେଇ ଆସିଛି ! ବନ୍ୟା ବାତ୍ୟା ସହିତ ସାରା ଓଡିଶାକୁ ଧ୍ଵଂସ କରିଦେବ ହୀରାକୁଦ ବନ୍ଧ ଚାହୁଁ ଚାହୁଁ ଭାଙ୍ଗିଯିବ ସାରା ଓଡିଶା ! ଏହା ପରେ ସାରା ଓଡିଶା ବାସୀଙ୍କୁ ମାଡି ଆସିବ ଦ୍ରୁତ ଗତିରେ ଦୃଦସା ! ପୁଣି 1937 ମସିହାରେ ପ୍ରାଚୀନ ଓଡିଶାରେ ଆସିଥିବା ଏକ ପ୍ରଳୟକାରୀ ବନ୍ୟା ବାତ୍ୟା ଦ୍ଵାରା ହୀରାକୁଦ ଡ୍ୟାମ୍ ବନ୍ଦ କରିବା ପାଇଁ ନିସ୍ପତି ନିଆଯାଇଥିଲା !
ଏହା କରିବା ଦ୍ଵାରା କାରଣ ହେଉଛି ଯାହାକି ବନ୍ୟା ବାତ୍ୟାରୁ ରକ୍ଷା ପାଇପାରିବ ହୀରାକୁଦ ଡ୍ୟାମ୍ ର ଗେଟ୍ ! ବର୍ଷା ଦିନରୁ ରକ୍ଷା ପାଇବା ଆଉ ଜଳ ଭଣ୍ଡାରକୁ ସଞ୍ଚୟ କରିରଖିବା ଓ ଏହା ପରେ ବିଲର ଚାଷ କାର୍ଯ୍ୟ ପାଇଁ ଲଗେଇବା ! ହୀରାକୁଦରେ ଜଳ ଭଣ୍ଡାରରୁ ବିଦ୍ୟୁତ୍ ବାହାର କରିବା ସହ ଦୁଇ ପାହାଡ ମଧ୍ୟରେ ଏହି ବନ୍ଧକୁ ତିଆରି କରାଯାଇଥିଲା ! ସହ ସହ ଲୋକଙ୍କ ଦ୍ଵାରା ତିଆରି ହୋଇଥିବା ଏହି ହୀରାକୁଦ ବନ୍ଧ 1953 ମସିହାରେ ଶେଷ ହୋଇଥିଲା ! ଏହି ବନ୍ଧ ତିଆରି ହେବା ପରଠାରୁ ଓଡିଶା ବାସୀଙ୍କର ବହୁତ ଉପକୃତ ହୋଇଛି ! ଏହି ବନ୍ଧ ଫାଟ ଦେବା ଦିନରୁ ବାର ବାର ତିଆରି କରାଯାଉଛି ! କିନ୍ତୁ ଭବିଷ୍ୟତରେ ଏହି ହୀରାକୁଦ ବନ୍ଧ ଭାଙ୍ଗିଯିବାର ବହୁତ ଆଶଙ୍କା ସମସ୍ତଙ୍କ ମନରେ ରହିଛି ! ସତରେ ଯଦି ହୀରାକୁଦ ବନ୍ଧ ଭାଙ୍ଗିଯିବ ଆଉ ମାଳିକା ବଚନ ସତ ହେବ ତେବେ କଣ ହେବ ଓଡିଶାର !!!
ବ୍ୟୁର ରିପୋର୍ଟ tvpnews9 !!!!!!