ଯୋଡ଼ା ଶ୍ରାବଣରେ ପୁରୀରେ ଘଟିଲା ଅଦଭୁତ ଘଟଣା......!!!
** ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଲା ଗରୁଡ଼..... !!
** ଶରଧାବାଲିରେ ଜଗନ୍ନାଥଙ୍କୁ କଲା ଦର୍ଶନ.....!!!
ଜଗତର ନାଥ ଜଗନ୍ନାଥ........ ସେ ହେଲେ ସ୍ୱୟଂମ ନାରାୟଣଙ୍କ ଅବତାର |
କଳିଯୁଗରେ ଜଗନ୍ନାଥ ରୂପରେ ପୂଜା ପାଉଛନ୍ତି ନାରାୟଣ | ପୁରୀରେ ରହି ସେ ସାରା ବିଶ୍ୱକୁ ଚଳାଉଛନ୍ତି |
ତାଙ୍କର ଟିକେ ଦର୍ଶନ ପାଇଁ, ଧାଇଁ ଆସନ୍ତି ଲକ୍ଷ ଲକ୍ଷ ଭକ୍ତ, ମହାବାହୁଙ୍କୁ ଦର୍ଶନ କରି କୋଟି ସାନିଧ୍ୟ୍ୟ ଲାଭ କରନ୍ତି | ଆପଣ ଜାଣିଥିବେ କଳାଠାକୁର ହେଲେ ବିଶ୍ୱ ନିୟନ୍ତା....... ସାରା ବିଶ୍ୱର ସେ ହେଲେ ମହାରାଜା | ତାଙ୍କ ଇଛା ବିନା ହଲେନି ଗଛର ପତ୍ର | ଆମେ କହୁଛୁ ଜଗନ୍ନାଥ ସ୍ୱୟଂମ ନାରାୟଣଙ୍କ ଅବତାର |
ଜଗନ୍ନାଥ ମନ୍ଦିରରେ ବି ମାତା ଲକ୍ଷ୍ମୀ , ଭାଇ ବଲଭଦ୍ର ଏବଂ ଭଉଣୀ ସୁଭଦ୍ରା, ରହିଅଛନ୍ତି | ପ୍ରତିଦିନ କେବଳ ଭକ୍ତ ନୁହେଁ, କେଉଁ ନା କେଉଁ ରୂପରେ ଦେବା ଦେବି ଆସନ୍ତି ଜଗନ୍ନାଥଙ୍କ ଦର୍ଶନ ପାଇଁ | ପୃର୍ବ ରୁ ଲଙ୍କାର ଅଧିପତି ବିଭୀଷଣ ଦିନେ ଆସିଥିଲେ ପୁରୀ, ଆଉ ସେ ଅଧ ରାତିରେ କରିଥିଲେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ, ଯାହା ଦେଖି ପାରିଥିଲେ ଜଣେ ପୂଜାରୀ | ବାଧ୍ୟ୍ୟ ହୋଇ ସୁନା କଙ୍କଣ ଦେଇଥିଲେ ଲଙ୍କାର ନରେଶ ବିଭୀଷଣ | ଏବେ କିନ୍ତୁ ଘଟିଛି କିଛି ସମାନ ଘଟଣା |
ଏଥର ବିଭୀଷଣ ନୁହେଁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି ଗରୁଡ଼ ଦେବତା | ଦେଖନ୍ତୁ ଏହି ଭାଇରଲ୍ ଭିଡ଼ିଓ, ଏହା ହେଉଛି ପୁରୀ ସମୁଦ୍ର କୂଳର | ଭିଡ଼ିଓ ରେ ଆପଣ ଯେଉଁ ପକ୍ଷୀକୁ ଦେଖିବାକୁ ଯାଉଛନ୍ତି ସେ ଆଉ କେହି ନୁହେଁ.... ବରଂମ ଗରୁଡ଼ ଦେବତା | " ହଁ ଆଜ୍ଞା "......!! ସେହି ଗରୁଡ଼ ଦେବତା ଯିଏକି ହେଉଛନ୍ତି ନାରାୟଣ ଙ୍କ ବାହାନ | ଅର୍ଥାତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଛନ୍ତି ଗରୁଡ଼ ଦେବତା | ସେ ବେଳା ଭୂମିରେ ମନଭରି ମହାବାହୁଙ୍କୁ କରିଛନ୍ତି ପ୍ରାର୍ଥନା | କିଛି ସମୟ ପରେ ସେ ସେଠାରୁ ଉଡିଚାଲିଯାଇଛନ୍ତି |
ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ପକ୍ଷୀଟି ଉଡିବା ପରେ ଆଉ କେହି ଦେଖି ପାଇନଥିଲେ, ଯେମିତି ଆକାଶରେ ଉଭାନ ହୋଇଯାଇଥିଲା ଏହି ଅଦ୍ଭୁତ ପକ୍ଷୀଟି | ଲୋକଙ୍କ କହିବା କଥା ହେଲା ଏହା ଏକ ବିରଳ ପକ୍ଷୀ, ଆଉ କେହି କେହି କହୁଛନ୍ତି ଏମିତି ପକ୍ଷୀ ଆମ ଦେଶରେ ଦେଖା ଯାନ୍ତି ନି | ଏହା ଏକ ସ୍ୱଗୀୟ ପକ୍ଷୀ ଯାହା ସ୍ୱର୍ଗରୁ ମର୍ତ୍ୟ ଲୋକକୁ ଉଡିଆସୁଛି | ନିଜର ପ୍ରଭୁଙ୍କୁ ଦେଖା କରିବାକୁ ସ୍ୱର୍ଗରୁ ଚାଲିଆସିଛି ଗରୁଡ଼ ପକ୍ଷୀ | ସେ ବା କେତେ ଦିନ ନିଜ ପ୍ରଭୁଙ୍କ ଠାରୁ ଦୂରରେ ରହିପାରିବ ପ୍ରଭୁଙ୍କ ପାଖ ଆଖରେ ସେ ରହିଲେ ହିଁ ସେ ସେବା କରୀପାରିବେ | " ହଁ ଦର୍ଶକ ବନ୍ଧୁ ".....!! ହିନ୍ଦୁ ଦେବା ଦେବିଙ୍କ ରହିଛି ସ୍ୱତନ୍ତ୍ର ବାହାନ | ନାରାୟଣ ଙ୍କ ବାହାନ ହେଲା ଗରୁଡ଼ ଆପଣ ଅନେକ ସମୟରେ ନାରାୟଣଙ୍କ ଫୋଟୋରେ ଗରୁଡ଼ କୁ ଦେଖିଥିବେ |
ରାମାୟଣରେ ମଧ୍ୟ୍ୟ ଗରୁଡ଼ ନେଇଥିଲେ ଗୁରୁତ୍ୱପୂର୍ଣ ଭୂମିକା | ଯେବେ ନାଗ ଫାସ ରେ ଫସି ଥିଲେ ରାମ ଏବଂ ଲଷ୍ମଣ | ସେତେବେଳେ ଖୋଜା ପଡିଥିଲେ ଏହି ପକ୍ଷୀରାଜକୁ, ସେ ହିଁ ଆସି ପ୍ରଭୁ ଶ୍ରୀ ରାମ,ଲଷ୍ମଣଙ୍କୁ ନାଗ ଫାସରୁ ଉଦ୍ଧାର କରିଥିଲେ | ଏବେ ଜଗନ୍ନାଥଙ୍କୁ ଦେଖି ଆସିଛନ୍ତି ଗରୁଡ଼ ଦେବତା ଆଉ ଗୋଟିଏ କଥା ଆପଣ ମନେ ବି ଜାଣିଥିବେ ଏବେ ଚାଲିଛି ଯୋଡ଼ା ଶ୍ରାବଣ ମାସ ଏମିତି ସମୟରେ ଗରୁଡ଼ଙ୍କ ଦର୍ଶନ ସତରେ ବିରଳ ଘାଟଣା | ଆଗରୁ କେବେ ହେଲେ ପୁରୀରେ ଦେଖିବାକୁ ମିଳିନି ଏମିତି ଭିଡ଼ିଓ ତେବେ ଦର୍ଶକ ବନ୍ଧୁ ଆପଣ ଯଦି ଜଗନ୍ନାଥଙ୍କୁ ଆଶିର୍ବାଦ ପାଇବାକୁ ଚାହାଁନ୍ତି ତାହାଲେ ଆମ କମେଣ୍ଟ ବକ୍ସ ରେ ଲେଖନ୍ତୁ ଜୟ ଜଗନ୍ନାଥ......!!!