କାହିଁକି ଚିଲିକା ହ୍ରଦ ମଝିରେ ଡଙ୍ଗା ଅଟ କଛି .....!!!
ସଂନ୍ଧ୍ୟା ହେଲେ ଚିଲିକା ମଝିରେ ମା କାଳିଜାଇ ଭୟଙ୍କର ରୂପ ଧାରଣ କରିଥାନ୍ତି ...!!!
ସାଧାରଣ ଝିଅରୁ କେମିତି ହେଲେ ମା କାଳିଜାଇ ......!!!!
ମା କାଳିଜାଇ ଙ୍କ ବିଷୟରେ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ .......!!!
“ଦର୍ଶକ ବନ୍ଧୁ”
ଆସନ୍ତୁ ଜାଣିବା ଚିଲିକାରେ ଥିବା ମା କାଳିଜାଇ ଙ୍କ ଆତ୍ମୀୟ କାହାଣୀ ଏବଂ ରହସ୍ୟଭରା କଥା ବସ୍ତୁ | ଭକ୍ତମାନେ ଯେତେବେଳେ ଡଙ୍ଗାରେ ଯିବା ଆସିବା କରନ୍ତି ସେହି ଅକାତ୍ କାତ୍ ପାଣିରେ ଟଙ୍କା ପକାଇଥାନ୍ତି । ଏହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଯିବେ ଯେ “ ଜୟ ମା କାଳିଜାଇ ସଙ୍କଟ ହରିଣୀ “ ଏବଂ ତାହା ସହ ପରମ କୃପା ମଇ ଜଗତ ଜନନୀ ଓ ମା କାଳିଜାଇ ଚିଲିକା ହ୍ରଦରେ ଚତୃପାର୍ଶ୍ଵରେ ଅକାତ୍ ଅକାତ୍ ପାଣି ରହିଥିବା ବେଳେ ତାର ମଧ୍ୟ ଭାଗରେ ମା ଙ୍କ ମନ୍ଦିର ଅବସ୍ତିତ | ଆଉ ସେଠାରେ ସେ ପ୍ରତେକ୍ଷ ଦେବୀ ରୂପେ ପୂଜା ପାଉଛନ୍ତି | କିନ୍ତୁ ଚିଲିକା ଗର୍ଭରେ ରହି ଭକ୍ତ ମାନଙ୍କର ମନସ୍କାମନା ପୂରଣ କରୁଛନ୍ତି ମା କାଳିଜାଇ ଯେମିତି କି ଭକ୍ତ ମାନଙ୍କର ଦୁଖ ମଧ୍ୟ ଦୂର କରୁଛନ୍ତି ମା କାଳିଜାଇ |
କିନ୍ତୁ ଯେଉଁ ଭକ୍ତ ମାନେ କାଇଁ କେତେ ଦୂରରୁ ମା କାଳିଜାଇଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି | ସେଠାରେ ମା କାଳିଜାଇ ଙ୍କ ମନ୍ଦିର ହ୍ରଦର ଅକାତ୍ କାତ୍ ଜଳର ମଧ୍ୟ ଭାଗରେ ଥିବା ହେତୁ ଲୋକମାନେ ସେଟାକୁ ଡ଼ଙ୍ଗାରେ ଯାଇ ଦର୍ଶନ କରିଥାନ୍ତି |ହେଲେ ଜଳର ମଧ୍ୟ ଭାଗରେ ହିଁ କାହିଁକି ଅଚାନକ ଡଙ୍ଗାଟି ଅଟକି ଯାଏ । ଆଉ ସେତେବେଳେ ସେହି ଡ଼ଙ୍ଗାରେ ବସିଥିବ ଭକ୍ତ ମାନେ ପୁରା ଭୟଭୀତ ହୋଇପଡୁଛନ୍ତି | ଏବଂ ଡଙ୍ଗାକୁ ଧରି ଯେତେବେଳେ ନାଉରି ଚିଲିକା ହ୍ରଦରେ ଯିବା ଆସିବା କରୁଥାଏ ଠିକ୍ ସେତେବେଳେ ବଡ ଅଘଟଣ ଘଟୁଛି ପୁଣି ଭକ୍ତଙ୍କର ମନରେ ଗୋଟିଏ ଆଶା ରଖିଛନ୍ତି ଯେ ମା ତୋର ଦର୍ଶନ କରିବା ପାଇଁ ଆମେ ସମସ୍ତେ କାଇଁ କେତେ ବାଟରୁ ଚାଲିଆସିଛୁ | କିନ୍ତୁ ଆମ ଡଙ୍ଗାଟି ଅକାତ୍ କାତ୍ ପାଣିରେ ରହିଯାଇଛି, କିନ୍ତୁ ହେ ମାଁ କାଳିଜାଇ ଆମେ ତ ନିକଟରେ ପହଞ୍ଚିବୁ କିପରି |
ତେବେ ଆପଣ ଜାଣିଛନ୍ତି କି ମାଁ ଙ୍କର ନାମ କଣ ପାଇଁ କାଳିଜାଇ ହେଲା, ଆଉ ପୁଣି ମା ସେହି ସ୍ଥାନରେ କେମିତି ଉଭା ହେଲେ...!! ଆଉ ଏତେ ମାତ୍ରାରେ ଆକତ କାତ ଜଳ ମଧ୍ୟରେ କିପରୀ ନିର୍ମାଣ ହେଲା ମାଁ ମନ୍ଦିର | ମା କାଳିଜାଇ 2 ନାମକୁ ନେଇ ପରିଚିତ, ଗୋଟିଏ ନାମରେ ରହିଛନ୍ତି ହିନ୍ଦୁ ଧର୍ମ ର ଆଉ ଗୋଟିଏ ନାମ ହେଉଛି ସେହି ଅଞ୍ଚଳର ଏକ ବିବାହିତ ଝିଅ କାଳିଜାଇର | ତେଣୁ ଆଶ୍ଚର୍ଯ୍ୟ ର କଥା ଏହା ଯେ ଗୋଟିଏ ସାଧାରଣ ଝିଅ ମା କାଳିଜାଇ ହେଲା କିପରି | ସେ କାହାଣୀ ଟି ହେଲା କିମ୍ବଦନ୍ତୀ ଅନୁସାରେ ବାରପୁର ନାମକ ଗୋଟିଏ ପଲ୍ଲୀ ଗ୍ରାମରୁ ବିବାହ କରି ଚିଲିକା ପାଖରେ ଥିବା ସ୍ଥାନକୁ ଯାଉଥିଲା..ସେ ଝିଅ ଆଉ ତା ସହ ବାପା ଏବଂ ନାଉରି ଜଣକ..!! ଏମିତି କିଛି ସମୟ ବିତାଇ ଥିଲେ ସେହି ଅକାତ୍ କାତ ଜଳରେ କିନ୍ତୁ ହଠାତ୍ ଏକ ଭୟଙ୍କର ବର୍ଷା ସହ ବିଜୁଳି ଘଡଘଡି ଆଉ ଜଳର ଭୟଙ୍କର ଲହରୀ ମାଡି ଆସୁଥାଏ..!! ଏପରି ଦେଖୁ ଦେଖୁ ଯୋର ପବନରେ ଡ଼ଙ୍ଗାଟି ଦୋହଲିବାକୁ ଲାଗିଲା ଆଉ ଏମିତି କି ନାଉରି ଡ଼ଙ୍ଗଟିକୁ ରୋକିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବାପା ଝିଅ ଦଙ୍ଗାରୁ ପାଣିରେ ପଡିଯାଇଥିଲେ...!! ବାପା ଝିଅକୁ ଧରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାକୁ ଆଉ ପାଇଲେ ନାହିଁ..!!ସେହି ଅକାତ କାତ କଳା ଭଅଁର ପାଣିରେ କୁଆଡେ ହଜିଗଲା ତାଙ୍କ ସୁନାନାକି ଝିଅ..!! ଏପରି ଘଟଣା ହୋଇଯାଇଥିଲା ସେମାନଙ୍କ ସହ | ଆଉ ସେହି ଝିଅ ଟି ସେହି କଳା ଭଅଁର ପାଣି ଥିବା ହ୍ରଦ ର ମଧ୍ୟ ଭାଗରେ ମାଁ କାଳିଜାଇ ରୂପ ନେଇଥିଲେ.!!ଆଉ ସେଠାରେ ମାଁ କାଳିଜାଇ ହୋଇ ରହିଲା..!! ଠିକ୍ ତା ପରଦିନ ଠାରୁ ସେହି ଚିଲିକା ପାଖରେ ଥିବା ଗ୍ରାମ ବାସିନ୍ଦାଙ୍କୁ ଏହା ସ୍ଵପ୍ନ ଦେଶ ହୋଇଥିଲେ.. ତେଣୁ ସେଠାରେ ମାଁ କାଳିଜାଇ ସେହି ଦିନ ଠାରୁ ପୂଜା ପାଇ ଆସୁଛନ୍ତି |