କାହିଁକି ପ୍ରଭୁଶ୍ରୀ କୃଷ୍ଣ ସୁଦର୍ଶନ ଚକ୍ର ଧରନ୍ତି ......!!
ଏବଂ କିଏ ବନେଇଥିଲେ ସୁଦର୍ଶନ ଚକ୍ର ......!!
କିଏ ଦେଇଥିଲେ ପ୍ରଭୁଙ୍କୁ ସୁଦର୍ଶନ ଚକ୍ର......!!
ଆସନ୍ତୁ ଜାଣିବା ସୁଦର୍ଶନ ଚକ୍ରର ରହସ୍ୟ ବିଷୟରେ .....!!
କିମ୍ବଦନ୍ତୀ ଅନୁସାରେ ସୁଦର୍ଶନ ଚକ୍ର ପ୍ରଭୁ ନାରାୟଣଙ୍କ ଏକ ଅବଘ ଅସ୍ତ୍ର ଅଟେ ।ଭଗବାନ ବିଷ୍ଣୁ ଗଡ଼ବାଲ୍ ର ଶ୍ରୀନଗର ସ୍ଥିତ କମଳେ ସ୍ୱରର ଶିବ ମନ୍ଦିରରେ ତପସ୍ୟା କରି ସୁଦର୍ଶନ ଚକ୍ର ପ୍ରାପ୍ତ କରିଥିଲେ | ଏହି ଚକ୍ରକୁ ଭଗବାନ ବିଷ୍ଣୁଙ୍କୁ ହରିଙ୍କ ଶିବ ଲିଙ୍ଗରୁ ମିଳିଥିଲା | ପୂରଣରେ ଉଲ୍ଲେଖ କରା ଯାଇଛି ଯେ ଏହି ଚକ୍ରଦେବତା ମାନଙ୍କର ରକ୍ଷା ଏବଂ ରାକ୍ଷସ ମାନଙ୍କର ସାଙ୍ଘାରରେ ଅତୁଳନିୟ ଭୂମିକା ଗ୍ରହଣ କରିଥିଲା | ତା ହେଲେ ଆସନ୍ତୁ ଜାଣିବା କିପରି ଭଗବାନ ଶିବ ବରଦାନରେ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ଦେଇଥିଲେ | ଏହା ଏକା ସୁନ୍ଦର ପୁରାଣ ମଧ୍ୟ୍ୟ ରହିଛି | ଥରେ ଭଗବାନ ବିଷ୍ଣୁ ଶିବଙ୍କର ପୂଜା କରିବା ପାଇଁ ଇଚ୍ଛା କଲେ | ସେଠାରେ ସେ ମାଣିକନିକା ଘାଟରେ ସାନ୍ନ କରି ଭଗବାନ ଶିବଙ୍କର ଵିଧି ବଦ୍ଧ ଭାବେ ପୂଜା କଲେ |ସେ ହଜାରେ ନାମରେ ଶିବଙ୍କର ସ୍ତୁସ୍ଥି କରିବାକୁ ଲାଗିଲେ | ଏବଂ ପ୍ରତେକ ଗୋଟିଏ ନାମ ଉପରେ ପଦ୍ମଫୁଲ ସେ ଭଗବାନ ଶିବଙ୍କୁ ଅର୍ପଣ କରିଲେ |ସେତେବେଳେ ଭଗବାନ ଶଙ୍କର ବିଷ୍ଣୁଙ୍କ ପରୀକ୍ଷା ନେବା ପାଇଁ ଚାହିଁଲେ | ତାଙ୍କ ଦ୍ୱାରା ଅଣାଯାଇଥିଲା ଏକ ହଜାର ପଦ୍ମଫୁଲ ମଧ୍ୟ୍ୟ ରୁ ଗୋଟିଏ ପଦ୍ମଫୁଲ ଲୁଚାଇ ଦେଲେ ସେ | ଶିବଙ୍କର ମାୟା ଯୋଗୁଁ ବିଷ୍ଣୁ ଏହା ଜାଣିପାରିଲେ ନାହିଁ | ଗୋଟିଏ ଫୁଲ କାମ୍ ହୋଇଥିବାର ଦେଖି | ଭଗବାନ ବିଷ୍ଣୁ ତାକୁ ଖୋଜିବାକୁ ଲାଗିଲେ | କିନ୍ତୁ ଫୁଲ ମିଳିଲା ନାହିଁ | ସେତେବେଳେ ସେ ଭାବିଲେ ସେ ମୋର ଆଖି ହିଁ ପଦ୍ମଫୁଲ ଭଳି ଅଟେ ସେଥିପାଇଁ ତ ମତେ କମଳ ନୟନ ବା ପଦ୍ମଲୋଚନ ବୋଲି କୁହା ଯାଏ | ହଜିଯାଇଥିବା ଫୁଲ ବଦଳରେ ମୁଁ ମୋ ଆଖିକୁ ଅର୍ପଣ କରିଦେବି | ଏଭଳି ଚିନ୍ତା କରି | ଭଗବାନ ବିଷ୍ଣୁ ଯେଭଳି ହିଁ ଆଖି ଭଗବାନ ଶିବଙ୍କୁ ଅର୍ପଣ କରିବା ଲାଗି ପ୍ରସ୍ତୁତ ହେଲେ ସେମିତି ତତ୍ କ୍ଷୀଣ ଶିବ ସେଠାରେ ପ୍ରୋକଟ ହୋଇ କହିଲେ | ହେ ବିଷ୍ଣୁ ତୁମ ଭଳି ଏ ସଂସାରରେ ମୋର ଆହୁ କେହି ଭକ୍ତ ନାହିଁ, ତାଙ୍କର ଭକ୍ତି ରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ବରଦାନ ମାଗିବାକୁ କହିଲେ | ସେତେବେଳେ ବିଷ୍ଣୁ ଅସୁର ମାନଙ୍କୁ ଶେଷ କରିବା ପାଇଁ ଏକ ଅମୋଘ ଅସ୍ତ୍ରର ବରଦାନ ମାଗିଥିଲି | ଭଗବାନ ଶିବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରି କହିଲେ | ତିନିଲୋକରେ ଏହାର ସମକକ୍ଷ କୌଣସି ଅସ୍ତ୍ର ହେବ ନାହିଁ | ବିଷ୍ଣୁ ସେହିଁ ଚକ୍ର ଦ୍ୱାରା, ଅସୁର ମାନଙ୍କର ସଂଙ୍ଘାର କରିଲେ | ଯାହା ଦ୍ୱାରା ଦେବତା ମାନକଙ୍କୁ ରାକ୍ଷସଙ୍କ ଠାରୁ ମୁକ୍ତି ମିଳିଲା ଏହିଁ ସୁଦର୍ଶନ ଚକ୍ର ଦ୍ୱାରା ତାଙ୍କ ସହିତ ସବୁ ଦିନ ପାଇଁ ରହିଗଲା | ସେବେଠାରୁ ସେହି ଦିନକୁ କାର୍ତ୍ତିକ ଶୁକ୍ଳ ଚତୁର୍ଦଶୀ କିମ୍ବା ବୈକୁଣ୍ଠ ଚତୁର୍ଦଶୀ ନାମରେ ପ୍ରଚଳିତ ହେଲା ଆଉ ଏହି ଦିନ ଶିବଙ୍କର ପୂଜା ଅର୍ଚନା କରିବା ଦ୍ୱାରା | ବୈକୁଣ୍ଠ ଲୋକର ପ୍ରାପ୍ତି ହେଇଥାଏ ବୋଲି ବିଶ୍ୱାସ ମଧ୍ୟ୍ୟ ରହିଛି | କୁହା ଯାହାଏ ଯେବେ ଭଗବାନ ବିଷ୍ଣୁଙ୍କୁ ଏହି ଚକ୍ର ମିଳିଲା | ସେ ଏହାକୁ ଚଳାଇବା ପାଇଁ ମଧ୍ୟ୍ୟ ଭାବିଲେ | ତାଙ୍କ ମନ ଭିତରେ ଉତ୍ କୁଣ୍ଠା ଅସିଲାକି କେଉଁ ପ୍ରକାରରେ ଏହି ସୁଦର୍ଶନ ଚକ୍ର କାମ କରିଥାଏ | ସେତେବେଳେ ସେହି ଚକ୍ରକୁ ପ୍ରଥମ ଥର ଚଳାଇଲେ | କିପରି ଭାବେ ଏହି ସୁଦର୍ଶନ ଚକ୍ରକୁ ଚଳାଇଲେ ଆସନ୍ତୁ ଏହାର କାରଣ ମଧ୍ୟ୍ୟ ଜାଣିବା | ଯେତେବେଳେ ତାଙ୍କ ପାଖରେ ସୁଦର୍ଶନ ଚକ୍ର ଆସିଲା ସେତେବେଳେ ତାଙ୍କ ପାଖରେ ସୁଯୋଗ ଥିଲା ଏହାକୁ ପ୍ରୟୋଗ କରିବାକୁ | ସେ ମନ୍ତ୍ର ପାଠ କଲେ ଏବଂ ଗୋଟେ ଚମତ୍କାର ଘଟିଲା | ତାଙ୍କର ତର୍ଜନୀ ଆଙ୍ଗୁଳିରେ ବହୁତ କମ୍ପନ ସୃଷ୍ଟି ହେଲା | ସେହି ପ୍ରଳୟ କରି ଚକ୍ର ଏବଂ ବିଷ୍ଣୁ ସୁଦର୍ଶନର ପ୍ରଥମ ପ୍ରଶିକ୍ଷଣ କରିଦେଲେ | ମାନେ ପ୍ରଥମ ଥର ପାଇଁ ତାହାର ବ୍ୟବହାର କଲେ | ଆଖି ପିଛୁଳାକେ ସେ ଶୃଗାଳର ମୁଣ୍ଡ କୁ ଅଲଗା କରି ତାଙ୍କର ଆଙ୍ଗୁଳିକୁ ପୁଣି ଫେରି ଆସିଲା ଦୁଇ ପକ୍ଷର ସେନା ଏହା ଦେଖିକି ଚକିତ ହୋଇ ରହିଗଲେ | ଏବଂ ଚାରିଆଡେ ଭୟ ଆତଙ୍କ ଖେଳିଗଲା | ଭଗବାନ ଶ୍ରୀ କୃଷ୍ଣ ମଧ୍ୟ୍ୟ ସେହି ସମୟରେ ଶୃଗାଳର ଖାସ୍ ଅସୁର ମାନଙ୍କ ସହିତ ଯୁଦ୍ଧ ଲଢୁଥିଲେ | ଶ୍ରୀ କୃଷ୍ଣ ମଧ୍ୟ୍ୟ ବୁଝି ପାରିଲେ ନାହିଁକି | ଏତେ ଶୀଘ୍ର କିପରି ଭାବରେ ଏହା ସମ୍ଭବ ହେଲା | ସେ ଚକିତ ହୋଇ ରହିଗଲେ | ଆଉ ସବୁ ଠାରୁ ଆଶର୍ଯ୍ୟର କଥା ଏହା ହେଲାକି ଚକ୍ରରେ ଗୋଟିଏ ବିନ୍ଧୁ ମଧ୍ୟ୍ୟ ରକ୍ତର ଲାଗିନ ଥିଲା ମାନେ ଏହା କେବଳ ଶୃଗାଳକୁ ହିଁ ମାରିନ ଥିଲା | ଏବଂ ଏତେ ନିଖୁଣ ଭାବରେ ମାରିଥିଲାକି ସୁଦର୍ଶନ ଚକ୍ର ମଧ୍ୟ୍ୟ ଏହାରଦାଗ ପଡିଲା ନାହିଁ | ଏଭଳି ଭାବରେ ଭଗବାନ ଶ୍ରୀ କୃଷ୍ଣ ବହୁତ ଅସୁର ମାନଙ୍କର ବଦ୍ଧ ମଧ୍ୟ୍ୟ କରିଥିଲେ | ତେବେ ଦର୍ଶକ ବନ୍ଧୁ ଏବେ ଆପଣ ମାନେ ନିଶ୍ଚିନ୍ତ ଭାବରେ ଜାଣି ପାରିଥିବେ କି ଭଗବାନ ବିଷ୍ଣୁଙ୍କୁ ଏହି ସୁରଦର୍ଶନ ଚକ୍ର କିଏ ଦେଇଥିଲା |