ଝୁଲା ପୋଲରେ ଝୁଲୁଛି ଭୁତ ......!!!!!!
ରାତି ହେଲେ ଝୁଲା ପୋଲରେ ଦୋଳି ଖେଳୁଛି ଭୁତ.....!!!!!! ଝୁଲା ପୋଲକୁ ରାତିରେ କିଏ ଝୁଲାଉଛି ଭାବି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ...!!!ଆଉ କାହିଁକି ଝୁଲା ପୋଲଦେଇ ମନ୍ଦିରକୁ ଯିବାକୁ ଡରୁଛନ୍ତି ...!!! ଆସନ୍ତୁ ଜାଣିବା କ’ଣ ରହିଛି ରହସ୍ୟ ..........!!!!!!!
“ ହଁ ଦର୍ଶକ ବନ୍ଧୁ “........!!!
ଆଜି ଆମେ ଏମିତି ଏକ ବିଷୟରେ କହିବୁ ଯାହାକୁ ଆପଣମାନେ ଶୁଣିଲେ ଆପଣଙ୍କର ଛାତି ଭିତରୁ କଲିଜା ବାହାର କରିଦେଲା ପରି ଲାଗିବ ! କଟକର ଧବଳେଇଶ୍ଵର ମନ୍ଦିରର ଝୁଲା ପଲରେ ଏପରି ଏକ ଭୟଙ୍କର ଘଟଣା ଘଟିଥିଲା ତାହା ଭାବିଲା ବେଳେକୁ ଦେହର ଲୋମ ଟାଙ୍କୁରି ଉଠୁଛି !
“ହଁ ଆଜ୍ଞା “.......!!!!
କଟକର ଆଠଗଡ ନିକଟରେ ଥିବା ବାବା ଧବଳେଶ୍ଵର ମନ୍ଦିର ! ଏହି ମନ୍ଦିରକୁ ପ୍ରାୟ ଲକ୍ଷ ଲକ୍ଷ ଲୋକ ଝୁଲା ପଲ ଦେଇ ମହାଦେବ ବା ପ୍ରଭୁ ଶିବଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି ! ବାବା ସେହିଠାରେ କଳା ବଳଧକୁ ଧଳା ବଳଧ କରିଥିଲେ ବୋଲି ତାଙ୍କ ନାଁ ହେଲା ଧବଳେଶ୍ଵର ,ସେହି ନାମରେ ପ୍ରଭୁ ଦେବ ଦେବ ମହାଦେବ ସେହିଠାରେ ବିରାଜମାନ ହୋଇଛନ୍ତି ! କିନ୍ତୁ ଏହି ଝୁଲା ପଲ ହେଉଛି ଏକ ଭୟଙ୍କର ଝୁଲା ପଲ କାହିଁକି ନା ଯେତେବେଳେ ଏହି ଝୁଲା ପଲ ତିଆରି କରାଗଲା ସେହି ସମୟରେ ବହୁତ ଲୋକଙ୍କ ଜୀବନ ଯାଇଥିଲା ! ତାହା ହିସାବ୍ ନାହିଁ ! ଯେତେବେଳେ ରାତି ହୁଏ ସେ ସମୟରେ କୌଣସି ଲୋକଙ୍କୁ ଝୁଲା ପଲ ଦେଇ ଯିବାକୁ ମନା କରାଯାଇଥାଏ ! କାହିଁକି ନା ସେ ଝୁଲା ପଲଟି ରାତ୍ର ସମୟରେ ବହୁତ ମାତ୍ରରେ ଭୟଙ୍କର ରୂପ ନେଇଥାଏ ବା ସେ ଝୁଲାଟି ଅଧିକ ଦୋହଲିବାରେ ଲାଗେ !
ଯେତେବେଳେ ରାତି 11 ବାଜେ ସେତେବେଳେ ବିକଟାଳ ଚିତ୍କାର ସୁବିଥାଏ ଯେଉଁ ଚିତ୍କାରକି ଶୁଣିବାରେ ଭୟଙ୍କର ଲାଗେ ! କିଏ ଡାକୁଥିବ ମାଁ ମାଁ ବୋଲି ଆଉ କିଏ ଡାକୁଥିବ ବାପା ବାପା ବୋଲି ଏବଂ ଅନ୍ୟ ମାନେ ବଞ୍ଚାଅ ବଞ୍ଚାଅ ବୋଲି ଏମିତିକା ଚିତ୍କାର ରଡି ଶୁଣିବାକୁ ମିଳିଥାଏ ! ଏସବୁ ଦ୍ରୁଶ୍ଯ ସେଠି ରହୁଥିବା ପୂଜକ ମାନେ ହିଁ କୁହନ୍ତି ! ସେହି ଝୁଲା ପଲରେ କେତେ ଗୁଡିଏ ପ୍ରେତ ଆତ୍ମା ରହିଥାନ୍ତି ! ରାତ୍ର ସମୟରେ ଯେଉଁ ଲୋକ ଯାଇଥାନ୍ତି ସେହି ଲୋକ ଆଉ ଜିଅନ୍ତା ଫେରେ ନାହିଁ ! କାହିଁକି ନା ସେମାନଙ୍କ ଆତ୍ମା ସେହିଠାରେ ରହିଥାଏ , ସେମାନେ ଯେମିତି କଦର୍ଯ୍ୟ ବା ନିର୍ମମ ଭାବେ ମରିଯାଇଥିଲେ ! ଠିକ୍ ସେହିପରି ଲୋକ ମାନଙ୍କୁ ମଧ୍ୟ ସେହି ଝୁଲା ପଲରେ ଜିଅନ୍ତା ଖାଇଦିଅନ୍ତି ଆଉ ସେ ପ୍ରେତ ଆତ୍ମାର ମନ ଶାନ୍ତି ହେଲାପରେ ଭୟଙ୍କର ରୂପ ନେଇଥାଏ ! ସେଥିପାଇଁ ଦିନ ବେଳେ ଯେଉଁ ଲୋକମାନେ ଝୁଲା ପଲ ଦେଇ ପ୍ରଭୁ ଶିବଙ୍କୁ ଦର୍ଶନ କରିବାକୁ ଯାହାନ୍ତି ମନରେ ବହୁତ ମାତ୍ରରେ ଭୟ ରଖିକି ପ୍ରଭୁଙ୍କ ପାଖକୁ ଦର୍ଶନ କରିବାକୁ ଯାଇଥାନ୍ତି ! ଦିନବେଳେ ମନରେ ଭୟ ରଖି ପ୍ରଭୁଙ୍କ ପାଖକୁ ଦର୍ଶନ କରିବାକୁ ଯାଉଥିବା ବେଳେ, ସନ୍ଧ୍ୟା ହେଲେ ଆଉ କେହି ମଧ୍ୟ ସେହି ମନ୍ଦିରକୁ ଯାଉନାହାନ୍ତି..!! ଏବଂ ପୂଜାରୀ ମାନେ ମଧ୍ୟ ସନ୍ଧ୍ୟା ହେଲେ ମନ୍ଦିରକୁ ବନ୍ଦ କରିଦିଅନ୍ତି..!! ଏବଂ ସନ୍ଧ୍ୟା ହେଲେ ସେହି ଆତ୍ମା ମାନେ ଝୁଲି ଝୁଲି ଦୋଳି ଖେଳିଥାନ୍ତି..!! ଆଉ ଭୟଙ୍କର ଚିତ୍କାରମାନ ବାହାର କରିଥାନ୍ତି..!! ଯେ କେହି ମଧ୍ୟ ସେମାନେ କିଛି ନଜାଣି ସେହି ଝୁଲା ପୋଲ ଦେଉ ସାନ୍ଧ୍ୟରେ ଯିବା ଆସିବା କରିବାକୁ ଚେଷ୍ଟା କରେ ସେମାନେ ତାକୁ ଝୁଣି ଖାଇଦିଅନ୍ତି..!!