କାହିଁକି ବଡ ଦୁର୍ଘଟଣା ଏମିତି ଦେଖିବାକୁ ମିଳିଥିଲା କଉଡିଆ ଙ୍କ ପାଖରେ ....!!!
ଏମିତି କ’ଣ ରହିଛି ଏହା ପଛରେ ବଡ ରହସ୍ୟ.....!!!!!
ଏମିତି କେଉଁ ପାପ କରିଥିଲେ ଯେ କାଉଡିଆ ମାନେ ହଠାତ୍ ବଡ ଦୁର୍ଘଟଣା ସମୁଖିନ୍ନ ହୋଇଥିଲେ .....!!!
ଆସନ୍ତୁ ଜାଣିବା ” ଦର୍ଶକ ବନ୍ଧୁ”
ଏ ନେଇ କ’ଣ ରହିଛି ସମ୍ପୂର୍ଣ ଖବର ...!
ଅଶୁଭ ସୋମବାର ଅଧା ରେ ରହିଗଲା ମହାଦେବଙ୍କ ଜଳ ଲାଗି କାଉଡିଆ ଙ୍କ ଉପରେ ମାଡିଗଲା ଧଳା ରଙ୍ଗର କାର୍ |
ଦୁର୍ଘଟଣା ଦେଖା ଦେଇଛି ଯେ ୨ ଜଣଙ୍କ କାଉଡିଆଙ୍କ ମୃତ୍ୟୁ ହୋଇଛି | ଆଉ ୧୦ ରୁ ଅଧିକ ଜଣ କାଉଡିଆ ମାନେ ଆହତ ହେବାର ଦେଖିବାକୁ ମିଳିଛି | ମୃତକ ହେଲେ ଅରଖ୍ପୁର୍ ଗାଁ ରେ ଅମିତା ଜେନା ଏବଂ ଟୁକୁନ ବେହରା ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଯୁପୁର୍ ନିକଟେ ମର୍ମତ୍ଵତ ସଡକ ଦୁର୍ଘଟଣା ଘଟିଛି ! ଆହତ ଙ୍କୁ ବ୍ରହ୍ମପୁର୍ କୁ ସ୍ତାନ ଅନ୍ତର କରାଯାଇଛି ! ରୁଷି କୁଲିଆ ନଦୀରୁ ପାଣି ଆଣି ଆସିକା ରୁ ଅରଖ ପୁର୍ ଜଳ ଲାଗି ଯାଉଥିବା ବେଳେ ଭେଯୁପୁର୍ ନିକଟରେ ସେମାନଙ୍କ ଉପରେ ଏକ ଧଳା ରଙ୍ଗର କାର୍ ମାଡିଯାଇଥିଲ! ପରେ ସେହି ଧଳା ରଙ୍ଗର କାର୍ ଟି ବିଲ ଭିତରକୁ ପଶିଯାଇଥିଲା ! ଆସୁନ୍ତୁ ସେହି ପାଖରେ ଥିବା ସ୍ଥାନୀୟ ଲୋକ ମାନେ କ’ଣ କହୁଛନ୍ତି ଏହାକୁ ନେଇ! ଏହା କହୁଛନ୍ତି ଯେ ସେହି ପାଖରେ ଥିବା ସ୍ଥାନୀୟ ଲୋକମାନେ କି ଆମେ କାଲି ପ୍ରାୟ ରାତି ୧୨ଟା ବେଳେ ଖବର ପାଇଲୁ ଯେ ଆମ ଗାଁ ର କିଛି ଲୋକମାନେ ଆସିଥିଲେ ଯେଉଁ ମାନେ କି ଆସିକା ରୁଷି କୁଲିଆ ନଦୀରୁ ପାଣି ଉଠେଇ ନେଇଥିଲେ! ଏବଂ ବାଲିପଦର ବାଲୁଙ୍ଗେଶ୍ଵର ଶିବ ମନ୍ଦିର ରେ ଜଳ ଅର୍ପଣ କରିବାକୁ ଇଛା ଥିଲେ ! ତାହା ପରେ ଯେଉଁ ଗାଡି ଗୋଟେ ଆସି ପିଟି ହୋଇଛି ଯେ ଭେଯୁପୁର୍ ରାସ୍ତା ମଝିରେ ! ସେହି କାର୍ ଟିର ନାମ ହେଲା ଇଣ୍ଡିକ ଥିଲା! କାଉଡି ଜଣକ କହୁଛନ୍ତି ଶୁଣନ୍ତୁ ! ସେ କାଉଡିଆ ଜଣକ କହୁଛନ୍ତି ଯେ ଆମେ ଆସିଥିଲୁ ଆସିକା ନଦୀରୁ ପାଣି ଧରି ଓ ବାଲିପଦର ନିକଟ ଏକ ବାଲୁଙ୍ଗେଶ୍ଵର ଶିବ ମନ୍ଦିର ରେ ଜଳ ଅର୍ପଣ କରିବା ପାଇଁ ହଠାତ୍ ଏମିତି ଏକ ବଡ ଦୁର୍ଘଟଣା ହେଇଗଲା ! ଆଉ ୨ ଜଣକ କାଉଡିଆ ଙ୍କର ମୃତ୍ୟୁ ଘଟିଛି ! ଆଉ କେତେ କ ଆହତଙ୍କୁ ବ୍ରହ୍ମପୁର୍ ମେଡିକାଲ୍ ରେ ଚିକିତ୍ସା କରାଯାଉଛି ! ଆଉ ଜଣେ ପୁରୁଷ ଙ୍କ ମଧ୍ୟ ମୃତ୍ୟୁ ଘଟିଛି ! ୮ ଜଣ ମହିଳା ରହିଛନ୍ତି ସେଥି ମଧ୍ୟରୁ ଜଣେ ୧୮ ବର୍ଷର ମହିଳା ସେ ଥିଲେ ଅନିତା ସ୍ଵାଇଁ ଙ୍କ ଭି ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଝିଅ ଗୁରୁତ୍ଵ ରେ ଅବସ୍ତାରେ ରହିଛନ୍ତି ! ଓ ତାଙ୍କୁ ନେଇ ଭୁବନେଶ୍ବର AMSକୁ ମଧ୍ୟ ପଠାଯାଇଛି ! ଏବଂ ଚିକିତ୍ସା କରାଯାଉଛି ତାଙ୍କର ସ୍ୱାସ୍ଥ୍ୟ ସଙ୍କଟ ପୂର୍ଣ ରହିଛି ! ତେବେ ବ୍ରହ୍ମପୁର୍ ୯ ଜଣ ଚିକିତ୍ସା କରାଯାଉଛି ତାହା ସହ ଭଲ ଚିକିତ୍ସା ମିଳୁ ବୋଲି ଏବଂ ତାଙ୍କୁ ଜିଲ୍ଲା ପ୍ରଶେସନ ଓ ମେଡିକାଲ୍ ପକ୍ଷରୁ ସେମାନଙ୍କୁ ସୁବିଧା ଯୋଗାଇ ଦିଆଯାଇଛି !
ବ୍ୟୁର ରିପୋର୍ଟ TVP NEWS9