ଖୋଲିଲା ପ୍ରଭୁ ଜଗନ୍ନାଥଙ୍କ ପଞ୍ଚମ ଜମଦ୍ଵାର........!!!!!
ବିଶ୍ଵକୁ ଆସିଲା ଭୟଙ୍କର ବିପଦ ଆଉ ଶେଷ ହୋଇଯିବ କଳିଯୁଗ.......!!!!
ଶେଷ ହୋଇଯିବ କଳିଯୁଗର କାଳ ରାତ୍ରି…….!!!!
ପୁଣି ଆରମ୍ଭ ହେବ ସତ୍ୟଯୁଗର କଳି କାଳ......!!!!
“ ହଁ ଦର୍ଶକ ବନ୍ଧୁ “.......!!!!!
                             ମାଳିକାରେ ଯେତେ ସବୁ ଭବିଷ୍ୟତ ବାଣୀ ଉଲ୍ଲେଖ ରହିଛି ସେସବୁ ସତ ହେଉଛି ! ଆଉ ଏହା ମଧ୍ୟ ସତ ଯେ ଖୁବ୍ ଶୀଘ୍ର କଳିଯୁଗ ଶେଷ ହେବ ଆଉ ସତ୍ୟଯୁଗ ଆରମ୍ଭ ହେବ ! ମହାପୁରୁଷଙ୍କ କହିବା କଥା ବା ମାଳିକା ଲେଖା ଅନୁସାରେ ଖୁବ୍ ଶୀଘ୍ର ଆସୁଛି ସାରା ବିଶ୍ଵ ପାଇଁ ମହା ଭୟଙ୍କର ବିପଦ ! ଖୋଲିଲା କଳିଯୁଗର ଶେଷ ପଞ୍ଚମ ଜମଦ୍ଵାର ଆଉ ଜଳମଗ୍ନ ହେବ ସାରା ବିଶ୍ଵ ବ୍ରହ୍ମାଣ୍ଡ ! ବିଶ୍ଵକୁ ଆସିଲା ବଡ ଭୟଙ୍କର ବିପଦ ଆଉ ଶେଷ ହେବ କଳିଯୁଗ !
                 ମାଳିକା ବଚନ ଲେଖା ଅନୁସାରେ ବିଂଶ, ଚାରିଗୁଣ ,ମୋତିଏ ଏହାର ଅର୍ଥ ହେଲା ଆଗାମୀ 2023 ମସିହା ଠାରୁ 2024 ମସିହାରେ କଳିଯୁଗ ଶେଷ ହୋଇଯିବ ଆଉ ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ମାଳୀକାରେ ବର୍ଣ୍ଣତ ରହିଛି ! ଏବଂ ମହାପୁରୁଷ ମାନେ କହିଛନ୍ତି ଯେ , ଯେତେବେଳେ 2024ରେ ନିମ୍ନ ଶନି ଆରମ୍ଭ ହୋଇଯିବ ସେହି ସମୟରେ ଅତି ବଡ ଭୟଙ୍କର ଘଟଣା ଘଟିବ ଏହା ସ୍ପଷ୍ଟ ଭାବେ ମାଳିକା ବଚନରେ ଲେଖା ହୋଇଛି ! 2023 ମସିହା ଠାରୁ 2024 ମସିହା ଭିତରେ ନିଶ୍ଚିତ ଭାବେ ଗୋଟିଏ ବର୍ଷରେ 13ମାସ ପଡିବ ! ମହାଭାରତର ଯେଉଁ ଓଳିକର ଯୁଦ୍ଧ ରହିଯାଇଥିଲା ,ସେହି 13ମାସ ସମୟରେ ଏହି ଯୁଦ୍ଧଟି ସମ୍ପୃର୍ଣ୍ଣ ଭାବେ ଶେଷ ହେବ ଏବଂ କଲକୀ ଭଗବାନ ସେହି ସମୟରେ ଉଗ୍ରରୂପ ଦେଖାଇ  ସାରା ସଂସାରକୁ ବିନାଶ କରିବେ !
                                      ମହାପୁରୁଷ ମାନେ ସେହି ଛଅ ସହ ବର୍ଷ ପୂର୍ବରୁ ଜାଣି ପାରିଥିଲେ ଯେ , ବୈଶାଖ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତଥା ଗୁରୁବାର ଦିନ ସମ୍ପୁର୍ଣ୍ଣ ଶେଷ ହେବ କଳିଯୁଗ ! ଏବଂ ଆସିଲା କଳିଯୁଗର ଶେଷ ଅନ୍ତିମ କାଳ ଆଉ ଜଳ ଅଗ୍ନିରେ ଧ୍ଵଂସ ହେବ ଏହି କଳି କାଳ ! ଏହି 13ମାସର ବୈଶାଖ ଶୁକ୍ଲପକ୍ଷ ଅଷ୍ଟମୀ ତଥା ଗୁରୁବାର ଦିନ ସେହି ସମୟରେ ତାରା ଆକାଶରୁ ପଡିବ ଏବଂ ସେହି ଦିନ ହିଁ ସାରା ବିଶ୍ଵ ପାଇଁ ଭୟଙ୍କର ବିପଦ ନେଇଆସିବ ! ଯାହା ଦ୍ଵାରା ଏତେ ମାତ୍ରାରେ ପବନ ବୋହିବ ଯେ ପର୍ବତ ମଧ୍ୟ ଟଳ ମଳ ହୋଇଯିବ ! ଏବଂ ସେହି ସମୟରେ ହିଁ ଯେଉଁ ଚାରି ଭାଗ ଜନଜାତି ଅଛନ୍ତି ସେଥିରୁ ଗୋଟେ ଭାଗ ଜନଜାତି ଏକାସଙ୍ଗେ ମୃତ୍ୟୁ ବରଣ କରିବେ ! ବାକି ତିନି ଭାଗ ଜନଜାତି ସାତ ଦିନ ସାତ ରାତି ଅନ୍ଧାର ରେ କଷ୍ଟ ମୟ ଜୀବନ କାଟି କାଟି କଲ୍ ବଲ୍ ହୋଇ ମୃତ୍ୟୁ ବରଣ କରିବେ ! ଆଉ ତାପରେ ସତ୍ୟଯୁଗ ଆରମ୍ଭ ହେବ ! ଅଚ୍ୟୁତାନନ୍ଦ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପୂଣ୍ୟ, ଧର୍ମ ଓ ନ୍ୟାୟର ଶିକାର ହୋଇଥିବେ ସେହି ମାନେ ହିଁ ଆମକୁ ଦେଖିପାରିବେ !!!!

Tags :- # news # tvp news9 # tvp # tvpnews

Share With