ଆଗକୁ ଆସୁଛି ମହାପ୍ରଳୟ ..........!!!!!
ଖୁବ୍ ସିଗ୍ର ଖୋଲିବ ମହାପ୍ରଳୟର କବାଟ ...........!!!!!!
ପୃଥିବୀକୁ ଆସୁଛି ମହାପ୍ରଳୟ ସତ ହେଲାଣି ମଳିକା ବଚନ ..........!!!!!
ଆସନ୍ତୁ ଜାଣିବା ଏହାର ରହସ୍ୟ ..........!!!!!
“ ଦର୍ଶକ ବନ୍ଧୁ “........!!!!!!
( ଆଗକୁ ଆସୁଛି ମହାପ୍ରଳୟ ଅତି ସିଗ୍ର ଖୋଲିବ ସମଗ୍ର ପୃଥିବୀର ମହାପ୍ରଳୟର କବାଟ ସତ ହେବ ମଳିକା ବଚନ )
ଭାରତର କେରଳ ରାଜ୍ୟରେ ଅବସ୍ଥିତ ଶ୍ରୀ ପଦ୍ମନାଭ ସ୍ଵାମୀ ମନ୍ଦିର !ଏହି ମନ୍ଦିର ପ୍ରାଚୀନ କାଳର ପୁରୁଣା ବା ରହସ୍ୟମୟ ହିନ୍ଧୁ ଧର୍ମ ମନ୍ଦିର ମାନଙ୍କଠାରୁ ଅନ୍ୟତମ ଅଟେ ! ଏହା ପୃଥିବୀର ସବୁଠାରୁ ଧନୀ ମନ୍ଦିର ଅଟେ ! ଏହି ମନ୍ଦିରର ରହସ୍ୟ ବିଷୟରେ କାହାକୁ କିଛି ଜଣା ନାହିଁ ! ପୃଥିବୀର ସବୁ ମନ୍ଦିର ମାନଙ୍କର ରହସ୍ୟ ଥାଏ କିନ୍ତୁ ସବୁ ମନ୍ଦିର ଠାରୁ ଏହି ମନ୍ଦିରର ରହସ୍ୟ ଭିନ୍ନ ରହିଛି ସେଥିପାଇଁ ଏହି ମନ୍ଦିରକୁ ବହୁତ ଖାସ୍ ମାନନ୍ତି ! ଯେତେବେଳେ ଏହି ମନ୍ଦିରର ଛଅ ନମ୍ବର କୋଠରିର କବାଟକୁ ଖୋଲିବା ପାଇଁ ବହୁତ ଚେଷ୍ଟା କରାଗଲା ସେହି ସମୟରେ ପୃଥିବୀ ପାଇଁ ମହାପ୍ରଳୟ ସଙ୍କେତ ପାଲଟି ଯାଇଥିଲା ! ସେଥିଲାଗି ଲୋକଙ୍କର କହିବା ଅନୁସାରେ ମହାପ୍ରଳୟ ଆସିବାର ୱାର୍ନିଙ୍ଗ ଥିଲା !
ପ୍ରାଚୀନ କାଳରୁ ଲୋକମାନଙ୍କୁ ଜଣା ପଡୁଥିଲା ଯେ ଏହି ମନ୍ଦିର ତଳେ ବହୁତ ସୁନା ଆଉ ରୂପା ଅଛି ! ଏହି ମନ୍ଦିରରେ ଛଅଟି ରହସ୍ୟମୟ ଗୁପ୍ତ କୋଠରି ଅଛି , ଯାହାକୁ କେବେବି ଖୋଲି ପାରନ୍ତି ନାହିଁ ! କୌଣସି ଲୋକଙ୍କୁ ଜଣା ନଥିଲା ଯେ ଏହି ଗୁପ୍ତ କୋଠରିରେ କଣ ରହିଛି ଆଉ କଣ ଲୁଚି ରହିଛି ଏହାର ରହସ୍ୟ ! 2011 ମସିହାରେ ସେହି ପାଞ୍ଚଟି ଗୁପ୍ତା କୋଠରିକୁ ଖୋଲା ଗଲା ! ସେହି କୋଠରି ଭିତରୁ ବାହାରିଲା ହଜାର ହଜାର କୋଟିର ସମ୍ପତି ! ଆଉ ପୁରୁଣା ସୁନାର ମୁଦ୍ରା , ପୁରୁଣା ସୁନାର ମୃତ୍ତି ଆହୁରି ବହୁତ କିଛି ବାହାରିଥିଲା ! ଯାହାର ମୂଲ୍ୟ କି ହାଜର ହାଜର କୋଟିର ମୂଲ୍ୟ ସହ ସମାନ ଥିଲା !
କିନ୍ତୁ ଛଅ ନମ୍ବର କୋଠରି ସବୁ କୋଠରି ମାନଙ୍କଠାରୁ ବହୁତ ରହସ୍ୟମୟ ଥିଲା ଯେତେବେଳେ ସେହି କୋଠରିକୁ ଖୋଲିବା ପାଇଁ ଚେଷ୍ଟା କରାଗଲା , ସେତେବେଳେ ଦେଖା ଗଲାକି ସେହି କୋଠରିର କବାଟରେ ଦୁଇଟି ସାପର ଆକାର ଅଛି କିନ୍ତୁ ଯେତେବେଳେ ଖୋଲି ପାଇଁ ଚେଷ୍ଟା କରାଗଲା ସେହି ସମୟରେ ନାଗ ସାପ ମାନେ ଚାରିଆଡେ ଘେରେଇ ଦେଇଥିଲେ ! ଲୋକଙ୍କ କହିବା ଅନୁସାରେ ଏହା ପୃଥିବୀ ପାଇଁ ଗୋଟେ ୱାର୍ନିଙ୍ଗ ଥିଲା ! କିନ୍ତୁ ଏହି କୋଠରିର କୌଣସି ଚାବି ନାହିଁ ସେହି ଦୁଇଟି ସାପର ଆକାର ସେହି କୋଠରିକୁ ରକ୍ଷା କରୁଥାନ୍ତି ! ଏହାର ଏହିପରି କବାଟ ଯାହାକି ଅତି ସହଜରେ ଖୋଲିବା ପାଇଁ କାହା ପାଖରେ ସମ୍ଭବ ନାହିଁ !ଏହାର କେବଳ ଗୋଟିଏ ମନ୍ତ୍ର ଦ୍ଵାରା ହିଁ ଖୋଲା ଯାଇପାରିବ ଯାହାକୁ ଗରୁଡ ମନ୍ତ୍ର ବୋଲି କୁହାଯାଏ ! କିନ୍ତୁ ସମଗ୍ର ପୃଥିବୀରେ କୌଣସି ବ୍ୟକ୍ତି ଜନ୍ମ ହୋଇନାହାନ୍ତି ଯିଏ କି ଏହି କବାଟକୁ ଖୋଲି ପାରିବ ! ଯଦି ଏହି କବାଟ ଖୋଲି ଯିବ ପୃଥିବୀକୁ ବଡ ଭୟଙ୍କର ପ୍ରଳୟ ଆସିବ , ଯାହା ଦ୍ଵାରା କବାଟ ଖୁବ୍ ସିଗ୍ର ଖୋଲି ଯିବ !