ଜଙ୍ଗଲ ଭିତରୁ ଶୁଭୁଛି ପଚାଶ ଛୁଆଙ୍କ କାନ୍ଦ ...........!!
ପ୍ରଥମେ ଅପହରଣ ଆଉ ତା ପରେ ହତ୍ୟା ........!!!
କେତେବେଳେ ତଣ୍ଟି ଚିପି ହତ୍ୟା କରୁଥିଲେତ .... କେତେବେଳେ ପୋଲ୍ ଖୁଣ୍ଟରେ ମୁଣ୍ଡକୁ ପିଟି ପିଟି ମାରୁଥିଲେ ..........!!
ସେମାନଙ୍କର ପ୍ରଥମ ଟାର୍ଗେଟ୍ ଥିଲେ ଗରିବ ବାପା ମାଙ୍କ କୁନି କୁନି ଛୁଆ ......!!
ଏପରି ଏକ ଛାତି ଥରା ହୃଦୟ ବିଦାରକ ଘଟଣା ଘଟିଛି । ଯାହାକୁ ଶୁଣି ଆପଣଙ୍କ ନିଶ୍ଵାସ ଅଟକି ଯିବ ।
“ ହଁ ଦର୍ଶକ ବନ୍ଧୁ ”........!!
ସୁନ୍ ସାନ୍ ଜଙ୍ଗଲ ଭିତରୁ ମିଳିଥିଲା ପଚାଶ ଜଣ ଛୋଟ ଛୁଆଙ୍କ ମୃତ୍ୟୁ ଦେହ । ପୋଲିସ୍ ଛାନ୍ ଭିନ୍ କରିବା ପରେ ଜଣାପଡିଥିଲା ଯେ ; କିଛି ଦିନ ପୂର୍ବରୁ ଅପହରଣ ହୋଇଥିବା ଏକ ବର୍ଷର ଝିଅ ବଣ୍ଟିର ମୃତ୍ୟୁ ଦେହ ମିଳିଥିଲା । ଏମିତି ଅନେକ ଛୋଟ ଛୋଟ ଛୁଆ ମାନଙ୍କୁ ଅପହରଣ କରାଯାଇ ନିର୍ମମ ଭାବେ ହତ୍ୟା କରଯାଇଥିଲା । ହତ୍ୟା କରି ଜଙ୍ଗଲ ଭିତରେ ପୋତିଦେଉଥିଲେ ।
ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଉଠୁଥିବଯେ କିଏ ଏହି ପିଲା ମାନେ, ଆଉ ଏହି ଛୋଟ ଛୋଟ ପିଲା ମାନଙ୍କ ସହିତ କଣ ହୋଇଥିଲା । କଣ ପାଇଁ ଏହି ଛୋଟ ଛୋଟ ଛୁଆ ମାନଙ୍କୁ ନିଜର ଶିକାର ବନଉଥିଲେ । ଏହି ଘଟଣା ପଛରେ ରହିଛି କାହାର ହାତ, ତାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅପହରଣ ହତ୍ୟା ପଛରେ ରହିଛି ତିନି ଜଣ ମହିଳାଙ୍କ ହାତ ।
ମା ଅଞ୍ଜନା ବାଇ ଆଉ ତାର ଦୁଇ ଝିଅ ରେଣୁକା ,ଆଉ ସୀମା । ଅଞ୍ଜନା ବାଇ 1996 ରେ ନିଜ ପ୍ରେମିକର ହାତ ଧରି ଘରଛାଡି ପୁନେ ରୁ ମୁମ୍ବାଇ ଚାଲି ଆସି, ନିଜ ପ୍ରେମିକକୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସେ ତାଙ୍କ ଝିଅ ରେଣୁକାକୁ ଜନ୍ମ ଦେଇଥିଲେ । ଏପଟେ ଅଞ୍ଜନାଙ୍କ ସ୍ଵାମୀ ଜଣେ ଟ୍ରକ ଡ୍ରାଇଭର ଥିବା ବେଳେ ,ଝିଅ ଜନ୍ମ ହେବା ପରେ ମାଆ ଝିଅଙ୍କୁ ଛାଡି କୁଆଡେ ଚାଲି ଯାଇଥିଲେ । ଆଉ ଅଞ୍ଜନା ବାଇ ପୁରା ପରିବାରକୁ ପୋଷିବା ପାଇଁ ଚୋରୀ କରୁଥିଲେ, ଆଉ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ । ତା ପରେ ତାଙ୍କ ଝିଅ ସୀମା ଜନ୍ମ ହୋଇଥିଲେ । ଅଞ୍ଜନା ବାଇଙ୍କ ଚୋରୀ କାରଣରୁ ଦ୍ୱିତୀୟ ସ୍ଵାମୀ ମଧ୍ୟ ତାଙ୍କୁ ଛାଡି ଦେଇଥିଲେ । ଅଞ୍ଜନା ବାଇ ତାଙ୍କ ଦୁଇ ଝିଅ କୁ ମଧ୍ୟ ଚୋରି କରିବାରେ ସାମ୍ମିଲ୍ କରିଦେଇଥିଲେ । ସେହି ଚୋରି ଟଙ୍କାରେ ବଡ ଝିଅ ରେଣୁକା ବିବାହ ହୋଇଥିଲା । ଆଉ ତାର ଗୋଟିଏ ଛୋଟ ପୁଅ ମଧ୍ୟ ହୋଇଥିଲା । ରେଣୁକା ଚୋରି କରି ଧରା ପଡିବା ପରେ ନିଜ ଛୁଆକୁ ଅସ୍ତ୍ର କରି ଖସି ଯାଉଥିଲା ।
ଏହି ତିନି ଜଣ ମହିଳା ମିଶି ଛୋଟ ଛୋଟ ଛୁଆଙ୍କୁ ଅପହରଣ କରୁଥିଲେ ଆଉ ନିଜର କାମ ହାସଲ ସରିବା ପରେ ସେହି ଛୁଆ ମାନଙ୍କୁ ମାରି ଜଙ୍ଗଲରେ ପୋତି ଦେଉଥିଲେ । ଏବେ ତାଙ୍କର ଏହି କଳା ସାମ୍ରାଜ୍ୟ ବେଶି ଦିନ ରହିଲାନି । ଗୋଟିଏ ଗୋଟିଏ ଛୋଟ ଛୁଆଙ୍କ ମୃତ୍ୟୁ ଦେହ ମିଳିବା ପରେ ପୋଲିସ୍ ଛାନ୍ ଭିନ୍ କରିବା ଆରମ୍ଭ କରିଥିଲା । ଛାନ୍ ଭିନ୍ ପରେ ପୋଲିସ୍ ଅଞ୍ଜନା ଆଉ ତାଙ୍କ ଦୁଇ ଝିଅଙ୍କୁ ଗିରଫ କରିଥିଲା । ପୋଲିସ୍ ପଚାରିବାରୁ କିଛି ନକହି ଚୁପ ରହିଥିଲେ । କିନ୍ତୁ ତାଙ୍କ ଜ୍ଵାଇଁ ମୁହଁ ଖୋଲି ଦେଇଥିଲେ । ତାଙ୍କ ଜ୍ଵାଇଁ କହିଥିଲେ ଯେ ସେମାନେ 40 ରୁ ଅଧିକ ଛୁଆଙ୍କୁ ମାରି ପୋତିଦେଇଥିବା ସେ ନିଜ ମୁହଁରେ ସ୍ଵୀକାର କରିଥିଲେ । ତା ପରେ ତାଙ୍କୁ ଆଜିବନ କାରାଦଣ୍ଡ ଶୁଣା ଯାଇଥିଲା । ପୋଲିସ୍ କୋର୍ଷ୍ଟଡିରେ ଥିବା ବେଳେ ଅଞ୍ଜନା ବାଈଙ୍କ ମୃତ୍ୟୁ ହୋଇଥିବା ହୋଇଥିଲା; ଆଉ ଏବେ ବି ଦୁଇ ଝିଅ ଜେଲ୍ ରେ ସଜା କାଟୁଛନ୍ତି ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜାଣନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!