469

କାହିଁକି ଗାନ୍ଧୀ ପରିବାର ଜଗନ୍ନାଥ ମଦିରକୁ ପ୍ରବେଶ କରନ୍ତି ନାହିଁ......??????

 କିଏ କରିଛି ବରଣ......????


 ଜଗନ୍ନାଥ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କଲେ କଣ ହେବ କି ଅଘଟଣ.........?????

 ଏବଂ କାହିଁକି ଇନ୍ଦିରା ଗାନ୍ଧୀଙ୍କୁ ମନ୍ଦିରକୁ ନିଷେଧ କରାଗଲା......?????

କି ପାପ କରିଥିଲେ ଗାନ୍ଧୀ ପରିବାର........?????

ଆସନ୍ତୁ ଜାଣିବା ସମ୍ପୂଣ୍ଣ ଖବର

ହଁ ଦର୍ଶକବନ୍ଧୁ

 ପ୍ରଭୁଜନ୍ନାଥଙ୍କ ମନ୍ଦିର ଭାରତରେ ସବୁଠାରୁ ଶକ୍ତିଶାଳୀ ମନ୍ଦିର ଭାବରେ  ବେଶ ପରିଚିତ lଶ୍ରୀମନ୍ଦିର ଉପର ଅନେକ ବୈଦେଶିକ ଆକ୍ରମଣ ହୋଇଛି lଜଗନ୍ନାଥ ମନ୍ଦିରର ରହସ୍ୟ ଆଜିଭି ବ୍ୟଜ୍ଞାନିକ ମାନେ ବାହାରକରୀପାରି ନାହାନ୍ତି l

ଭାରତର ଚାରି ଧାମ ମଧରୁ ଆମ ଓଡି଼ଶାର ଧାମ ଅନ୍ୟତମ l ପ୍ରତେକ ହିନ୍ଦୁ ଜୀବନରେ ଥରେ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଚାହାଁନ୍ତି l କିନ୍ତୁ ଏମିତି କିଛି ନେତା ଅଛନ୍ତି ଯେଉଁମାନେ କି ପୁରୀ ମନ୍ଦିର ଯିବାକୁ ସହାଶ କରିନାହାନ୍ତି l ତେବେ କାହିଁକି ଅଣହିନ୍ଦୁ ମାନେ ମନ୍ଦିର ଭିତରକୁ ଯିବାକୁ ଡରନ୍ତି ଆସନ୍ତୁ ଜାଣିବା...... l

 ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସାରାବିଶ୍ୱର ଲୋକେ ଚାଲିଆସନ୍ତି l କିନ୍ତୁ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ହିନ୍ଦୁ ହେବ ଅନିର୍ଵାଚ୍ୟ ଏଟେ l 1984 ରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରାଗାନ୍ଧୀ ଙ୍କୁ ପ୍ରବେଶ କରିବାକୁ ନିଷେଧ ହୋଇଥିଲା l ଏହି ମନ୍ଦିର ଭିତରକୁ କେବଳ ସନାତନ ଧର୍ମୀ ହିଂ ପ୍ରବେଶ କରିପାରିବ l ଯେଉଁମାନେ ହିନ୍ଦୁ ନୁହନ୍ତି ସେମାନଙ୍କ ପାଇଁ ପ୍ରବେଶ ନିଷେଧ l ତେଣୁ ଇନ୍ଦିରାଗାନ୍ଧୀ ଙ୍କୁ ମଧ୍ୟ ପ୍ରବେଶ ନିଷେଧ ଥିଲା l କାରଣ 
ଇନ୍ଦିରା ଫିରୋଜ ଯାହାଙ୍ଗୀର ଗାନ୍ଧୀଙ୍କୁ ବିବାହ କରିଥିଲେ ଏବଂ ଫିରୋଜ ଏକ ଫାର୍ଶୀ ଥିଲେ...... ବିବାହ ପରେ ସ୍ୱାମୀର ଗୋତ୍ର ହିଂ ସ୍ତ୍ରୀ ର ଗୋତ୍ର ହେଇଥାଏ ଏହା ଆମ ସନାତନ ଧର୍ମର ସଂସ୍କୃତି l ଫାର୍ଶୀ ମାନଙ୍କର କୌଣସି ଗୋତ୍ର ନଥିବାରୁ ଇନ୍ଦିରାଙ୍କୁ ପ୍ରବେଶ ନଥିଲା l ଏବଂ ସେବାୟତ ମାନେ କହିଥିଲେ ଯେ ଯଦି ଗାନ୍ଧୀ ପରିବାର ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଚାହାଁନ୍ତି ତେବେ ଜଗନ୍ନାଥ ବର୍ଷକୁ ଥରେ ମନ୍ଦିର ବାହାରକୁ ଆସନ୍ତି ତେଣୁ ଗାନ୍ଧୀ ପରିବାର ଏହି ସମୟରେ ଆସିଲେ ଜଗନ୍ନାଥଙ୍କୁ ଦେଖି ପାରିବେ l

             ଅନେକ ବୈଦେଶିକା ଆକ୍ରମଣ ଫଳରେ ପ୍ରଭୁ ଜଗନ୍ନାଥଙ୍କୁ 144 ବର୍ଷ ପର୍ଯ୍ୟନ୍ତ ମନ୍ଦିର ବାହାରେ ଲୁଚାଇକି ରଖା ଯାଇଥିଲା l ସେହି ବୀରଯୋଦ୍ଧା ଙ୍କ ବଳିଦାନ ଆଜିଭି ଲୋମ ଟାଙ୍କୁରା ଦୃସ୍ୟ ହୋଇରହିଛି l ଜଗନ୍ନାଥଙ୍କ ମନ୍ଦିରରେ ଯଦି କୌଣସି ଅଣହିନ୍ଦୁ ପ୍ରବେଶ କରନ୍ତି ତେବେ ସେମାଙ୍କ ଉପର କଡା ନିସ୍ପତି ନିଆଯାଏ ତେଣୁ ଗାନ୍ଧୀ ପରିବାର ମନ୍ଦିରକୁ ପ୍ରବେଶ ପାଇଁ ଡରନ୍ତି

Tags :- # news # tvp news9 # tvp # tvpnews

Share With