ରୋଷେଇ ପାଇଁ ପ୍ରେସରକୁକର ବ୍ୟବହାର କରୁଛନ୍ତି କି ?


ସାବଧାନ ହୋଇପାରେ କ୍ୟାନ୍ସର ଭଳି ରୋଗ........!!!!

ଜାଣନ୍ତୁ ପୁରା ଖବର..... ବର୍ତ୍ତମାନ ଲୋକେ ବ୍ୟସ୍ତବହୁଳ ଜୀବନଯାପନ କରୁଛନ୍ତି......!!!!!


ସମସ୍ତେ ନିଜ ନିଜ କାମରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କର ଖାଦ୍ୟ ଅଭ୍ୟାସ ମଧ୍ୟ ପ୍ରଭାବିତ ହେବାରେ ଲାଗିଛି.....!!!!


କମ ସମୟ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଇନ୍ଧନ ବଞ୍ଚାଇବା ଲକ୍ଷ୍ୟ ରେ ଲୋକେ ରୋଷେଇ କରିବା ପାଇଁ "ପ୍ରେସରକୁକର" ବ୍ୟବହାର କରୁଛନ୍ତି......!!!!!!

ତେବେ କିଛି ଖାଦ୍ୟକୁ ପ୍ରେସରକୁକର ରେ ରାନ୍ଧିବା ଦ୍ଵାରା ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ.........!!!!!

ପ୍ରେସରକୁକର ରେ ଆଳୁ ସିଚ୍ଛାଇବା ଉଚିତ ନୁହେଁ......!!!!!
ଏଥିରେ ଅଧିକ ମାତ୍ରାରେ ଷ୍ଟାର୍ଚ୍ଚ ରହିଥାଏ.......!!!!!
ପ୍ରେସରକୁକର ରେ ସିଚ୍ଛାଇବାଦ୍ଵାରା ଏଥିରୁ କିଛି" କେମିକାଲ" ନିର୍ଗତ ହୋଇଥାଏ ଯାହାକି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ.....!!!!!

ସମୟ ବଞ୍ଚାଇବା ପାଇଁ ସାଧାରଣତଃ ଲୋକେ ପ୍ରେସରକୁକର ରେ ଭାତ ରାନ୍ଧିବା ପାଇଁ ପସନ୍ଦ କରୁଛନ୍ତି.....!!!!!

କିନ୍ତୁ ଏହା କରିବା ଦ୍ଵାରା ଭାତରୁ ନିର୍ଗତ ହେଉଥିବା ଷ୍ଟାର୍ଚ୍ଚ କେମିକାଲ ଛାଡିଥାଏ......!!!!
ଏହା ଫେଣ ଆକାରରେ ରହୁଥିବା ବେଳେ ପ୍ରେସରକୁକରରୁ ଏହି ଫେଣକୁ ବାହାର କରିବା ସମ୍ଭବ ହୋଇନଥାଏ.......!!!!!!


ସେହିପରି ପ୍ରେସରକୁକରରେ ନୂଡୋଲସ୍ ଏବଂ ପାସ୍ତା ମଧ୍ୟ ରାନ୍ଧନ୍ତୁ ନାହିଁ.....!!!!!
ଏହି ସବୁ ପଦାର୍ଥ ରେ ପ୍ରଚୁର ପରିମାଣରେ ଷ୍ଟାର୍ଚ୍ଚ ରହିଥାଏ.....!!!!
ପ୍ରେସରକୁକରରେ ସିଚ୍ଛାଇବା ଦ୍ଵାରା ଆପଣଙ୍କୁ "ନ୍ୟୁରଲୋଜିକାଲ ଡିଜଅଡର " ଓ କ୍ୟାନ୍ସର ଭଳି ରୋଗ ହେବାର ଆଶଙ୍କା ବଢିଯାଇପାରେ.......!!!!!

ପ୍ରେସରକୁକରରେ କଦାପି ମାଛ ଏବଂ ମାଂସ ଭଳି ଆମିଷ ରାନ୍ଧନ୍ତୁ ନାହିଁ....!!!!
ଏହା କରିବା ଦ୍ଵାରା ଖାଦ୍ୟର ସ୍ୱାଦ କମିଯିବା ସହ ଏଥିରୁ ବାହାରୁ ଥିବା ବ୍ୟାକଟେରିଆ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ......!!!!!

Tags :- # news # tvp news9 # tvp # tvpnews

Share With