25

ମଣିଷ ମାଂସ ଖିଆ କୁମ୍ଭୀର ସହ ସଂଘର୍ଷ କଲା ମାଁ ॥

 ଦୁଇ ବର୍ଷର ଶିଶୁକୁ ଝାମ୍ପି ନେଲା କୁମ୍ଭୀର ॥

ଦୁଇ ବର୍ଷର ଶିଶୁଟି କୁ ଗୋଟେ ପୁଳା କରି ଖାଇଦେଲା କୁମ୍ଭୀର ॥ 

ଦର୍ଶକ ବନ୍ଧୁ...

କୁମ୍ଭୀର ର ଆତଙ୍କ ଏବେ ମଧ୍ୟ କମି ନାହିଁ, ସେହି ମଣିଷ ମାଂସ ଖିଆ ବଉଳା  କୁମ୍ଭୀର ବହୁ ଦିନ ଧରି ଚାରିଆଡେ ଆତଙ୍କ ଖେଳାଇ ଚାଲିଛି ! ଆଉ କାହିଁକି ଏମିତି ଆକ୍ରମଣ କରୁଛି ଏହି ମଣିଷ ମାଂସ ଖିଆ ରାକ୍ଷସ କୁମ୍ଭୀର ! ବର୍ତ୍ତମାନ ଖବର ସାମ୍ନାକୁ ଆସିଛି ଯେ ଏବେ ମଧ୍ୟ ସେହି ମଣିଷ ମାଂସ ଖିଆ ରାକ୍ଷସ କୁମ୍ଭୀର ଦୁଇ ବର୍ଷର ଶିଶୁ କୁ ଝାମ୍ପି ନେଇଛି ! ପ୍ରଥେମ ମଣିଷ ମାଂସ ଖାଇଲା ଏବଂ ତାପରେ ପଶୁ ମାଂସ ଆଉ ଏବେ ଦୁଇ ର୍ଷର ଶିଶୁ ଟିକୁ ମଧ୍ୟ ଝାମ୍ପି ନେଇ ଯାଇଥିଲା ! ମା ଏପଟେ ଲୁଗା ସଫା କରୁଥିଲା, ଆଉ ସେପଟେ ଦୁଇ ବର୍ଷର ଶିଶୁ ନଦୀ ତଟରେ ବସି ଖେଳୁଥିଲା ! ମା ସେପଟେ ଲୁଗା ସଫାରେ ବ୍ୟସ୍ତ ଥିଲା, ହେଲେ କେତେବେଳେ ସେହି ମଣିଷ ମାଂସ ଖିଆ ବଉଳା କୁମ୍ଭୀର ଶିଶୁ କୁ ଝାମ୍ପି ନେଇ ଯାଇଥିଲା କିନ୍ତୁ ମା ତାକୁ ଦେଖି ପାରିନଥିଲା !  
ମା ଯେତେବେଳେ ଦେଖିଲା ଶିଶୁ ଟିକୁ କୁମ୍ଭୀର ପାଟିରେ ଧରି ନଦୀ ମଧ୍ୟ ଯାଉଥିବା ବେଳେ ଛୋଟପିଲାଟିର କାନ୍ଦ ଶୁଣି ହଠାତ ମା ଦେଖିଲା ସେଇ ମଣିଷ ମାଂସ ଖିଆ ରାକ୍ଷସ କୁମ୍ଭୀର ତାର ସେଇ ଦୁଇ ବର୍ଷର ପିଲାଟିକୁ ଝାମ୍ପି ନେଇଯାଉଛି । ଆଉ ସେତେବେଳେ ସେହି ମଣିଷ ମାଂସ ଖିଆ ବଉଳା କୁମ୍ଭୀର ଠାରୁ ତାର ପିଲାଟିକୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଡେଇଁ ପଡିଥିଲା ମା । ଆଉ ସେଇ ମଣିଷ ମାଂସ ଖିଆ ରାକ୍ଷସ ସହିତ ସଂଘର୍ଷ କରିଥିଲା ମା। ପରେ ବହୁତ ସମୟ ସଂଘର୍ଷ ପରେ କୁମ୍ଭୀର ପାଟିରୁ ଛଡାଇ ଆଣିଥିଲା ମା । ଆଉ ମାଆର କ୍ଷତ ବିଖେଏତ ହୋଇଥିଲେ ମଧ୍ୟ ଛୁଆଟିର କିଛି ମଧ୍ୟ ହେବାକୁ ଦେଇନଥିଲା ମା । ଏବେ ଚାରିଆଡେ ଆତଙ୍କ ଖେଳାଇଛି ସେହି ମଣିଷ ମାଂସ ଖିଆ ରାକ୍ଷସ କୁମ୍ଭୀର ।
         ଏବଂ ପ୍ରତ୍ୟକ ନଦୀ ନାଳ ରେ ଆତଙ୍କିତ ଅବସ୍ଥାରେ ପୁଣି ଘୁରିବୁଲି ସୁକର ଖୋଜୁଛି ମଣିଷ ମାଂସ ଖିଆ ବଉଳା କୁମ୍ଭୀର ! ଆଉ ଏହି ମଣିଷ ଖିଆ ଓ ପଶୁ ମାଂସ ଖିଆ କୁମ୍ଭୀର ଙ୍କର ଭୟାନକ ରୂପ ବହୁ ମାତ୍ରାରେ ଚର୍ଚା ଏବଂ ଦେଖିବାକୁ ମଧ୍ୟ ମିଳୁଛି ! ଶେଷରେ ପଶୁ, ପକ୍ଷୀ, ମନୁଷ୍ୟ କାହାରୀକୁ ଛାଡୁନି ଏହି ବଉଳା କୁମ୍ଭୀର ! ସାଧାରଣ ରେ ଚର୍ଚା ଚାଲିଥିବା ବଉଳା କୁମ୍ଭୀର ର ଆତଙ୍କ ମନରୁ ଯାଇନି ପୁଣି ଏବେ ଦୁଇ ବର୍ଷର ଶିଶୁ କୁ ଝାମ୍ପି ନେଇ ଯାଇଥିଲା ! 
    ସତର୍କ ର ଘଣ୍ଟି ବଜାଇ ବୁଲୁଛନ୍ତି ଏହି ମଣିଷ ମାଂସ ଖିଆ ବଉଳା କୁମ୍ଭୀର ଦେଖୁ ଦେଖୁ ଘଟଣା  ଘଟାଇବାରେ ଲାଗିଛନ୍ତି । ତେବେ ଦର୍ଶକ ବନ୍ଧୁ ଆମେ ଆପଣମାନଙ୍କୁ ସତର୍କ କରାଇଦେଉଛୁ ଯେ ନଦୀ ତଳିଆ ଲୋକମାନେ ସାବଧାନ ରହିବା ସହ, ଛୋଟ ପିଲାଙ୍କୁ ନେଇ ନଦୀ, କିମ୍ବା ବନ୍ଧକୁ ଯାଅନ୍ତୁ ନାହିଁ । ଯେଉଁ  ମାନେ ଯଦି ନଦୀ,ନାଳରେ ଅଳିଆ ଆବର୍ଜ୍ଜନା ପକାଇ ପାଣି କୁ ଦୂଷିତ କରୁଛନ୍ତି, ତାହା ହେଲେ ପାଣି କୁ ଦୂଷିତ କରନ୍ତୁ ନାହିଁ ! ଜଳରେ ଅଳିଆ ଆବର୍ଜନା ରହିବା ହେତୁ ଗୋଳିଆ ହେବା ସହ ଦୂଷିତ ମଧ୍ୟ ହୋଇଥାଏ । ଆଉ କୁମ୍ଭୀର ମାନେ ମଧ୍ୟ ଏହି ଗୋଳିଆ ପାଣିରେ ରହିଥାନ୍ତି, ଯେତେ ମାତ୍ରାରେ ପଣି ଗୋଳିଆ କିମ୍ବା ଗହଳି ପୂର୍ଣ୍ଣ ହୋଇଥାଏ ସେତେ ମାତ୍ରାରେ କିମ୍ଭୀର କିମ୍ବା ଅନ୍ୟାନ୍ୟ ଜନ୍ତୁ ବାସ କରିଥାନ୍ତି । ଯାହା ଫଳରେ ଆମେ ସେଠାକୁ ଗଲେ ଅସୁବିଧାର ସମୁର୍ଖିନ  ହେବାକୁ ପଡୁଛି । ତେଣୁ ସତର୍କ ରୁହନ୍ତୁ ଜୀବନ ବଞ୍ଚାନ୍ତୁ !

Tags :- # news # tvp news9 # tvp # tvpnews

Share With