ମନୋରଞ୍ଜନ / September 25 , 2023
477

ଆଠ ମାସର ଶିଶୁଟି କହୁଛି  ଶ୍ଳୋକ.....!!!!

ଏହି ଆଠ ମାସର  ଶିଶୁଟି କାନ୍ଦ ନାହିଁ କି ଅଝଟ ନାହିଁ କିନ୍ତୁ  ମାଁ  ସହ  ମିଶି କହୁଛି  ଶ୍ଳୋକ.....!!!!

ଠିକ୍ ସେ ପାଟି ଖୋଲିନି  କିନ୍ତୁ ଦୁନିଆ  ବିଷୟରେ  ସବୁ  ଜଣା......!!!!!

“ ହଁ ଦର୍ଶକ ବନ୍ଧୁ “........!!!!!
                           ଆଜି ଏମିତି ଏକ ବିଷୟରେ ଆପଣମାନଙ୍କୁ କହିବୁ  ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ! ଏହି ଛୁଆକୁ ମାତ୍ର ଆଠ ମାସ ହୋଇଛି ! ଏହି ଛୁଆଟି ଠିକ୍ ସେ କଥା ମଧ୍ୟ କହିପାରୁନି କିନ୍ତୁ  ଦୁନିଆ କଣ ଦୁନିଆର ଭାଷା କଣ ସବୁ ଭୁଜି ପାରୁଛି ଏବଂ ନିଜ ମାଁଙ୍କ ସହ ମିଶି ଶ୍ଳୋକ ମଧ୍ୟ କହୁଛି !  ଏମିତିକା ଦୃଶ୍ୟ ସାରା ବିଶ୍ବରେ କେବେବି ଦେଖିବାକୁ ମିଳିନଥିଲା ! ଏହି କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ ଅଟେ ! ଆପଣମାନେ ଭାବୁଥିବେ ଯେ ଆଠ ମାସର ଛୁଆ କେମିତି ଶ୍ଳୋକ କହିପାରୁଥିବ ! 
                                    ଏହି ଆଠ ମାସର ଛୁଆଟି ନିଜ ମାଁ ସହ ମିଶି ଶ୍ଳୋକ କହୁଛି ! ଏବଂ ସେହି ଛୁଆଟିର ମାଁ ସେହି ଛୁଆକୁ ଶ୍ଳୋକ ପଚାରିଲେ ସେହି ଛୁଆଟି ଗୋଟିଏ ପରେ ଗୋଟିଏ ଉତ୍ତର ଦେଇଚାଲିଛି ! ସେହି ଛୁଆଟି ଯେଉଁ ଶ୍ଳୋକ କହୁଛି ସେହି ଶ୍ଳୋକଟି ହେଲା ଦାମଦର ସେତାକୃ ଶ୍ଳୋକ ! ଏହି ଛୁଆଟି ଯେତେବେଳେ ଗର୍ଭ ରେ ଥିଲା, ସେତେବେଳେ ସେହି ଛୁଆଟିର  ମାଁ ଏହି ଦାମଦର ସେତାକୃ ଶ୍ଳୋକ ପଡୁଥିଲେ ! ତେବେ ଏହା ଲାଗୁଛି ଯେ ଛୁଆଟି ଗର୍ଭରେ ଥିଲା ବେଳେ ସେହି ଦାମଦର ସେତାକୃ ଶ୍ଳୋକ ଗୁଡିକୁ ମନେ ରଖିଦେଇଛି !  ଯାହା ଦ୍ଵାରା ଜନ୍ମ ହେବାର ଆଠ ମାସ ହୋଇଛି ଏହି ଛୁଆଟି ଦାମଦର ସେତାକୃ ଶ୍ଳୋକ ଯାକ  ସବୁ  ଗୋଟି ଗୋଟି କରିକି ମନେ ରଖିଛି  ଆଉ ତା ମାଁ ଏହି ଶ୍ଳୋକ ପଚାରିଲେ  ସେହି ଛୁଆଟି  ସଠିକ୍ ଭାବେ  ଉତ୍ତର  ଗୋଟି ଗୋଟି ଉତ୍ତର ଦେଇଛି  !

 ଏହି ଶ୍ଳୋକଟି ସନାତନ  ଧର୍ମର ଶ୍ଳୋକ ଅଟେ! କିନ୍ତୁ 8ବର୍ଷ  ହେଲା ମହାଭାରତରେ ଏହି ଶ୍ଳୋକଟି ରଚିତ ରହିଛି ! ଏମିତି କୁନି କୁନି ପିଲା ମାନଙ୍କର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ବହୁତ ଭାଇରାଲ୍ ହଉଛି! ବର୍ତ୍ତମାନ ଏହି ଆଠ  ମାସର ଛୁଆର ଭିଡ଼ିଓଟି ବହୁତ  ମାତ୍ରାରେ ଚର୍ଚ୍ଚା ହେବା ସହ  ବହୁତ  ବାଇରାଲ୍ ହେଉଛି ! କାହିଁକି ନା ଆଠ  ମାସର କୁନି ଛୁଆଟି ଶ୍ଳୋକ କହୁଛି ! ଏହା ଦେଖିଲେ  ବହୁତ  ଆର୍ଶ୍ଚଯ୍ୟ ମଧ୍ୟ ଲାଗୁଛି ! ଏହି ଛୁଆଟିର  ଭିଡ଼ିଓ ଟି ଭାଇରାଲ୍ ହେବା ସହ ବହୁତ  ଭଲ  ଭଲ  କମେଣ୍ଟ ମଧ୍ୟ  ମିଳୁଛି!

Tags :- # news # tvp news9 # tvp # tvpnews

Share With