କଣ ସତରେ ପ୍ରଭୁ ଶିବଙ୍କ ଉପରେ ରାଗିଛନ୍ତି ମା 'ଗଙ୍ଗା.......???????
କାହିଁକି ବର୍ଷ କୁ ଆଠ ମାସ ଗଙ୍ଗା ପାଣିରେ ବୁଡି ରୁହେ ଏହି ଶିବ ମନ୍ଦିର........?????
ଏ ମନ୍ଦିର ଯଦି ପାଣିରେ ନବୁଡିବ ପୃଥିବୀରେ ପ୍ରଳୟ ଆସିବ........!!!!!!!
କାହିଁକି ଚାରି ମାସ ପୂଜା ପାଇ ଆଠ ମାସ ଅପୂଜ୍ୟ ରୁହନ୍ତି ଦେବ ଦେବ ମହା ଦେବ........???????
ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର...........
ମା 'ଗଙ୍ଗା ପ୍ରଭୁ ବିଷ୍ଣୁ ଙ୍କ ନଖ କୋଣରୁ ବାହାରି ଦେବ ଦେବ ମହାଦେବ ଙ୍କ ମସ୍ତକ ରେ ସ୍ନାନ ପାଇଥାନ୍ତି...... ସେଇଥିପାଇଁ ପ୍ରଭୁ ଶିବଙ୍କୁ ଗଙ୍ଗା ଧର ବୋଲି କୁହାଯାଏ,,,, କିନ୍ତୁ ଏ ସ୍ଥାନରେ ଗଙ୍ଗା ପ୍ରଭୁ ଶିବଙ୍କୁ ବର୍ଷକରେ ଆଠ ମାସ ବୁଡେଇ ରଖନ୍ତି l ତେଣୁ ବର୍ଷ କରେ ଚାରିମାସ puja ପାଇ ଆଠ ମାସ ଅପୂଜ୍ୟ ହୋଇ ରୁହନ୍ତି ଦେବ ଦେବ ମହାଦେବ l ଆମ ଦେଶ ଭାରତ ଏକ ପୌରାଣିକ ଦେଶ l ଏଠାରେ ଅନେକ ରହସ୍ୟ ମୟୀ ମନ୍ଦିର ରହିଛି l ଅନେକ ଙ୍କ ମନରେ ଏହି ରହସ୍ୟମାୟୀ ମନ୍ଦିର ବିଷୟରେ ଜାଣିବାର ଇଚ୍ଛା ଏବଂ କୌତୁହଳ ବଢିବାର ଲାଗିଛି l ତେବେ ଭାରତରେ ଏମିତି ଅନେକ ଆଲୌକିକା ମନ୍ଦିର ଅଛି,,,ଯାହାର ପୁନଃ ଉଦ୍ଧାର କରାଯାଉଛି l ଆମେ ଆପଣଙ୍କୁ କହିବାକୁ ଯାଉଛୁ,ଏପରି ଏକ ରହସ୍ୟ ମୟୀ ମନ୍ଦିର ବିଷୟରେ l ଯାହାକୁ ଶୁଣିଲେ ଆପଣ ମାନେ ବି ଭାବିବେ କଣ ସତରେ କଳି ଯୁଗରେ ଏପରି ମନ୍ଦିର ରହିଛି.... ଆଉ ସାଙ୍ଗେ ସାଙ୍ଗେ ସେହି ଜାଗାକୁ ଯିବାକୁ ଇଚ୍ଛା କରିବେ l ଏହି ମନ୍ଦିରଟି ଦେଖିବାକୁ ଅତ୍ୟନ୍ତ ବିସ୍ମୟ ଜନକ ଅଟେ....!!!! ଏହି ମନ୍ଦିରର ଆକାର ଦେଖିଲେ କାରିଗର ସାମ୍ନାରେ ମୁଣ୍ଡ ନଇଁଯିବ l ତେବେ ଆପଣ ମାନେ ଜାଣିଥିବେ ବିଶ୍ୱ ପ୍ରସିଦ୍ଧ ବାରଣାସୀ ରେ ଅନେକ ମନ୍ଦିର ରହିଛି .... ଆଉ ସେହି ମନ୍ଦିର ମଧରୁ ମାଣିକର୍ଣ୍ଣିକା ଘାଟ ତଳେ ଥିବା ରାଟନେଶ୍ୱର ମହାଦେବ ମନ୍ଦିର ଶ୍ରଦ୍ଧାଳୁ ମାନଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି l 400 ସହ ବର୍ଷ ତଳର ଏହି ମନ୍ଦିରର ବିଶେଷତଃ ରହୁଛି ଯେ ବର୍ଷ କୁ ଆଠ ମାସ ଗଙ୍ଗା ଜଳରେ ବୁଡିରହିଥିବା ବେଳେ, 9 ଡିଗ୍ରୀ ତଳକୁ ଝୁଲନ୍ତା ଅବସ୍ଥାରେ ରହିଛି l ଏମିତିକି ସମୟ ସମୟ ରେ ଏହି ମନ୍ଦିର ସମ୍ପୂଣ ଜଳରେ ବୁଡି ରହିଥାଏ l ଏହି ମନ୍ଦିରରେ ପ୍ରଭୁ ଶିବ ମାତ୍ର 4 ମାସ ପୂଜା ପାଇଥାନ୍ତି.... ଏବଂ ବିଶେଷ କରି ଏହି ମନ୍ଦିର ରାଜ୍ୟ ବାହାରୁ ଆସିଥିବା ଅନେକ ଭକ୍ତ ଙ୍କୁ ଆକର୍ଷିତ କରାଇଥାଏ l ତେବେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ହେଲା ବହୁ ବର୍ଷ ଏହି ମନ୍ଦିରଟି ଅଧା ଝୁଲନ୍ତା ଅବସ୍ଥାରେ ଥିଲେ ମଧ୍ୟ ଏହା କେବେ ପଡ଼ିଯାଇ ନାହିଁ.... l ଏହି ମନ୍ଦିର ଖୋଲିବା ସମୟରେ ଅନେକ ଭିଡ ରହିଥାଏ l ଏପରି କିଛି ଘଟଣା ଯୋଗୁଁ ଭଗବାଙ୍କ ଉପରେ ବିଶ୍ୱାସ ଅଧିକ ହେlଇଯାଏ ଏବଂ ଭଗବାନ ଙ୍କ ନିକଟରେ ନିଜ ମୁଣ୍ଡ ନଇଁଯାଏ l