କାହିଁକି ପୁରୀ ଶ୍ରୀମନ୍ଦିରରେ ପୂଜା ପାଏ କଳ୍ପବଟ .............!!!!!!
କାହିଁକି ଝଡେନି ପୁରୀ ଶ୍ରୀକ୍ଷେତ୍ରର କଳ୍ପବଟର ପତ୍ର .......!!!!!!!
କ’ଣ ଏହି ପତ୍ର ଝଡିବାର ନିଧିଷ୍ଠ ସମୟ ଥାଏ କି ...........?????
ଆସନ୍ତୁ ଜାଣିବା ଏହାର କ’ଣ ରହିଛି ରହସ୍ୟ.......!!!!!!
“ ହଁ ଦର୍ଶକ ବନ୍ଧୁ “.........!!!!!!
କଳ୍ପବଟ ଯିଏ କି ପ୍ରଭୁ ଜଗନ୍ନାଥ ମନ୍ଦିରର ମଧ୍ୟ ବା ଦକ୍ଷିଣ ଦିଗରେ ଅବସ୍ଥିତ ! କଳ୍ପବଟର ଅନେକ ଗୁଡିଏ ରହସ୍ୟ ରହିଛି , ଯେତେବେଳେ ସମଗ୍ର ସଂସାର ଜଳ ପ୍ରଳୟରେ ଧ୍ୟସଂ ହୋଇଯିବ ସେତେବେଳେ ମହାପ୍ରଭୁ ଜଗନ୍ନାଥ ସେ କଳ୍ପବଟର ପତ୍ର ଉପରେ ବାଳମୁକୁନ୍ଦ ରୂପ ହୋଇ ସୟନ କରି ଭାସିବେ ! ଏବଂ ସେହି କଳ୍ପବଟ ବୃକ୍ଷ ଶ୍ରୀମନ୍ଦିର ଛଡା ଆଉ କେଉଁ ଜାଗାରେ ବି ଦେଖିବାକୁ ପାଇପାରିବେ ନାହିଁ, ସେହି କଳ୍ପବଟ ବୃକ୍ଷ ନୀଳାଞ୍ଚଳ ଧାମରେ ରହିଛି ଓ ଶ୍ରୀମନ୍ଦିର ମଧ୍ୟରେ ରହିଛି ! ମାଳିକାରେ ବର୍ଣ୍ଣିତ ହୋଇଛି ଯେ , ସେହି କଳ୍ପବଟ ବୃକ୍ଷର ପତ୍ର ଯଦି ଅସମୟରେ ଝଡିଥାଏ ,ତେବେ ଏହା ସାରା ବିଶ୍ଵ ପାଇଁ ବିପଦ ଜନକ ହୋଇଥାଏ !
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ଯ ଅନୁସାରେ ! ମହାପ୍ରଭୁ ଜଗନ୍ନାଥ ସେ କଳ୍ପବଟ ମୂଳରେ ପ୍ରଭୁ ବିଜୟ କରିଥିଲେ ଯାହାକୁ କଳ୍ପବଟ ବୃକ୍ଷ ବୋଲି କୁହାଯାଏ ! ଏହା ଶଙ୍ଖନାଦ ମଣ୍ଡଳ ବା ଶ୍ରୀକ୍ଷେତ୍ରର ମଧ୍ୟ ଦକ୍ଷିଣ ଦିଗରେ ରହିଛି , ଯାହାକି କଳ୍ପବଟ ବୃକ୍ଷ ନାମରେ ପରିଚିତ ହୋଇପାରିଛି ! ଏହି ବୃକ୍ଷର ପତ୍ର ଯଦି ଅସମୟରେ ଯେତେ ଅଧିକାଂଶ ଝଡିଥାଏ ସେତେ ପରିମାଣର ଲୋକେ ମୃତ୍ୟୁବରଣ କରିଥାନ୍ତି ! ଏବଂ ଏହା ଅଚ୍ୟୁତାନନ୍ଦଙ୍କ ମାଳିକାରେ ବର୍ଣ୍ଣିତ ହୋଇଛି ! ଗତ ଦୁଇଦିନ ହେବ ସେହି ବୃକ୍ଷର ଦୁଇଟି ପତ୍ର ଝଡିଥିବାରୁ ଶ୍ରୀକ୍ଷେତ୍ରରେ ଦୁଇଟି ଲୋକ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରିଥିଲେ ! ଯାହା ଦ୍ଵାରା ପୁରୀ ଶ୍ରୀକ୍ଷେତ୍ର ଧାମରେ ଭୟଙ୍କର ସଙ୍କେତ ଦେଖିବାକୁ ମିଳିଛି ! ମାଳିକାରେ ଯାହା ବର୍ଣ୍ଣିତ ରହିଛି , ତାହା ଏବେ ଧୀରେ ଧୀରେ ସବୁ ସତ ହେବାରେ ଲାଗିଛି
ସେହି କଳ୍ପବଟ ବୃକ୍ଷକୁ ଅନେକ ଦେଶ ଓ ବିଦେଶରୁ ଲୋକ ଦେଖିବା ପାଇଁ ଆସିଥାନ୍ତି ! ସେ ବୃକ୍ଷର ଡାଳରେ ବହୁତ ଲୋକ ସୂତା ସହିତ ଗୁଆ ବାନ୍ଧି ମାନସିକ କରିଥାନ୍ତି ! ଯିଏ ଯାହାବି ମାନସିକ କରନ୍ତି ଯଦି ସେ ମାନସିକ ଖୁବ୍ ଶୀଘ୍ର ପୂରଣ ହୋଇଯାଏ ପୁଣି ସେ ଲୋକ ପୁରୀ ଶ୍ରୀକ୍ଷେତ୍ରକୁ ଆସି ସେ କଳ୍ପବଟ ବୃକ୍ଷରୁ ସୂତା ସହିତ ଗୁଆକୁ ଫିଟାଇଥାନ୍ତି , ଏବଂ ଦାନ ଦଖିଣା ଦେଇ ଫେରିଥାନ୍ତି ! ପୁଣି ସେଠାରେ ପ୍ରଭୁ ଜଗନ୍ନାଥ ବାଳମୁକୁନ୍ଦ ରୂପରେ ପୂଜା ପାଇଥାନ୍ତି ! ସମଗ୍ର ସଂସାର ଯେତେବେଳେ ଧ୍ୟସଂ ହୋଇଯିବ ଶ୍ରୀକ୍ଷେତ୍ରର କଳ୍ପବଟ ବୃକ୍ଷ ଠିକ୍ ସେମିତି ହିଁ ରହିଥିବ ! ଇଏ ସେହି କଳ୍ପବଟ ଯିଏ କି ଶ୍ରୀକ୍ଷେତ୍ରର ଅଭ୍ୟନ୍ତର ଭିତରେ ରହିଛି ! ଏହାର ସମୟ ଅନୁସାରେ କଳ୍ପବଟ ବୃକ୍ଷର ପତ୍ର ଝଡିଥାଏ !!!!!!