କାହିଁକି ଶ୍ରୀମନ୍ଦିର ଛାଡି ନଦୀରେ ଭାସିଆସିଲେ ତିନି ଠାକୁର ........!!!!!!

ସମଗ୍ର ସଂସାରକୁ କେଉଁ ବାର୍ତ୍ତା ଦେଉଛନ୍ତି ଏହି ତିନି ଠାକୁର........!!!!!

ଏହା କେଉଁ ଶୁଭ ସଙ୍କେତ ନା ଅନ୍ୟ  କିଛି.......!!!!!

 କ’ଣ ଏହି ତିନି ଠାକୁର ସଂସାର କ୍ଷତି ଘଟିବାର ବାର୍ତ୍ତା ଦେଉଛନ୍ତି କି .........!!!!!

“ ହଁ ଦର୍ଶକ ବନ୍ଧୁ “........!!!!!!

                        ମହାପ୍ରଭୁ ଜଗନ୍ନାଥଙ୍କ ମହିମା ଅପାର ଅଟେ ଏହା ସମଗ୍ର ସଂସାର ବା ସାରା ବିଶ୍ବରେ ପଚଳିତ ! ସଂସାରର ଯିଏ କି ପାଳନ କର୍ତ୍ତା ମହାପ୍ରଭୁ ଜଗନ୍ନଥ , ପ୍ରଭୁ ଶ୍ରୀମନ୍ଦିରରେ ରହିଲେ ବି ସାରା ବିଶ୍ଵର କୋଟି କୋଟି ଭକ୍ତଙ୍କର ଭକ୍ତି ଏବଂ ମନକୁ ବୁଝି ଭକ୍ତ ମାନଙ୍କର ମନସ୍କାକାମନାକୁ ପୂରଣ କରିଥାନ୍ତି , ସେଥିପାଇଁ ତାଙ୍କୁ କୋଟି ଓଡିଆର ମଉଡ ମଣି ବୋଲି ପ୍ରଭୁ ଜଗନ୍ନାଥଙ୍କୁ କୁହାଯାଏ ! ହେଲେ ସଂସାର କୁ କେଉଁ ବାର୍ତ୍ତା ଦେବ ପାଇଁ ତିନି ଠାକୁର ନଦୀରେ ଭାସି ଆସିଛନ୍ତି !ଏହା କେଉଁ ସଙ୍କେତ ଅଟେ !!!

 କଣ ସଂସାରକୁ ମହାପ୍ରଳୟ ଆସୁଛି କି .....!!!! 

ଆସନ୍ତୁ ଜାଣିବା କେଉଁ ବାର୍ତ୍ତା ଦେଉଛନ୍ତି ଏହି ତିନି ଠାକୁର .....!!!!!

   “  ହଁ ଆଜ୍ଞା “........!!!!

               ବାଲେଶ୍ଵର ଜିଲ୍ଲା ନିକଟସ୍ଥ ସୋର ଗାଁ ପାଖରେ ଗୋଟିଏ ନଦୀ ଅଛି  , ସେହି ନଦୀକୁ କାଂଶ ବାଂଶ ନଦୀ ବୋଲି କୁହାଯାଏ ! କାଲି ସକାଳ 7ଟା ସମୟରେ ସେହି ଗାଁର ଲୋକମାନେ ସକାଳୁ ଉଠି ନଦୀକୁ ଗାଧେଇବାକୁ ଯାହାନ୍ତି , ହେଲେ ସେହି ସମୟରେ ସେ ଗାଁର ଲୋକମାନେ ଦେଖିଲେ ଯେ ନଦୀରେ କଣ ଗୋଟେ ଭାସିଆସୁଛି ! ଦୂରରୁ ଦେଖା ଯାଉଥିଲା କାଠର ଗୋଟିଏ ମୃତ୍ତି ପରି କିନ୍ତୁ ଯେତେବେଳେ ଭାସି ଭାସି ପାଖକୁ ଆସିଲା  ନଦୀରେ ଥିବା ସମସ୍ତ ଲୋକ ଦେଖିଲେ ଯେ କାଠର ହାତ ତିଆରି ତିନି ମୃତ୍ତି ଆଉ ସେହି ହେଲେ ମହାପ୍ରଭୁ ବଳଭଦ୍ର , ଦେବୀ ସୁଭଦ୍ରା , ଆଉ ମହାପ୍ରଭୁ ଜଗନ୍ନାଥ ! ଏହି ତିନି ଠାକୁରକୁ ଦେଖି ସମସ୍ତେ ଅର୍ଶଚାର୍ଯ୍ୟ ହୋଇଗଲେ ! ଜଣେ ଲୋକ କାଠ ମୃତ୍ତି ଭାବି ନଦୀର ପାଣିରେ ସେହି ତିନି ଠାକୁରକୁ ଅଲଗା ଦିଗକୁ ଭସେଇ ଦେଉଥିଲେ ! ସେଥି ମଧ୍ୟରୁ ସୁକାନ୍ତି ନାମରେ ଜଣେ ମହିଳା ନଦୀରେ ଭାସିଯାଉଥିବା ସେହି ତିନି ଠାକୁରଙ୍କୁ ନଦୀର ଗୋଭୀର ପାଣି ଭିତରକୁ ଯାଇ ତିନି ଠାକୁରଙ୍କୁ ଉଧାର କରି ସେହି ଗୋଭୀର ପାଣିରୁ ଆଣି ସେହି ଗାଁର ଗୋଟିଏ ମାଟି ଘରେ  ତିନି ଠାକୁରଙ୍କୁ ରଖିଲେ ! 

                                   ଗାଁର ସମସ୍ତ ଲୋକ ମନେ ମନେ ଭାବନ୍ତି ଯେ ଶ୍ରୀମନ୍ଦିରରୁ ବାହାରି ଏହି ତିନି ଠାକୁର ନଦୀରେ ଭାସି ଆସିଲେ କାହିଁକି , ଏହା ସଂସାର ପାଇଁ  ଶୁଭ ସଙ୍କେତ ନା ଅନ୍ୟ ଆଉ କିଛି ! ପ୍ରଭୁ ଜଗନ୍ନାଥଙ୍କର ଇଏ କେଉଁ ଲୀଳା ଯାହାଦ୍ଵାର ନଦୀରେ ଭାସି ଆସିବାର ଏପରି ସଙ୍କେତ !!!!!

Tags :- # news # tvp news9 # tvp # tvpnews

Share With