28

ହୀରାକୁଦ ଡ୍ୟାମ୍ ରେ କାନ୍ଦୁଛି ଭୁତ ...!!!
ରାତି ହେଲେ ହୀରାକୁଦ ଡ୍ୟାମ୍ ରୁ ଶୁଭୁଛି ଭୂତର ଚିତ୍କାର .....!!
ରାତ୍ର ସମୟରେ ଅତ୍ୟଧିକ ଗର୍ଜନ କରିବା ସହ ଭାସି ଆସୁଛି ଆସୁଛି ଭୂତର କାନ୍ଦ ..!! 
ରାତିହେଲେ ଭୂତର କାନ୍ଦ ଶୁଣି ଥରି ଉଠୁଛନ୍ତି ଆଖପାଖର ଲୋକ ......!!

     କାହିଁକି ଆଜିବି ସେଠାରେ ରାତିହେଲେ ଶୁଭୁଛି କିଛି ଲୋକଙ୍କର ବିକଳ ରଡି ଆଉ ଚିତ୍କାର,ଆଉ ପବନରେ ଭାସି ଆସିଥାଏ କ୍ରନ୍ଦନର ସ୍ଵର .....!! ରାତ୍ରିର ସେହି ଅନ୍ଧକାରରେ ପାଣିର ସେହି କୁଳୁ କୁଳୁ ଶବ୍ଦ ବଦଳରେ ଶୁଣିବାକୁ ମିଳୁଛି ବିକଳ କାନ୍ଦ ଆଉ ଚିତ୍କାର । ରାତି ହେଲେ ସେହି ହୀରାକୁଦ ଡ୍ୟାମର ଜଳ ଫୁଲି ଉଠି ଜୋରରେ ଗର୍ଜନ କରୁଛି  । କାହିଁକି ଏପରି ବିକଳ ଚିତ୍କାର ଶୁଣିବାକୁ ମିଳୁଛି । ଆସନ୍ତୁ ଜାଣିବା କଣ ରହିଛି ଏହା ପଛରେ ଭୟାନକ କାହାଣୀ  ।  
“ ହଁ ଦର୍ଶକ ବନ୍ଧୁ ”......
ପୃଥିବୀର ସବୁଠୁ ଲମ୍ବା ଏବଂ ମନୁଷ୍ୟ କୃତ ଡ୍ୟାମ ହେଉଛି ହୀରାକୁଦ ଡ୍ୟାମ୍   .... । ଏହି ଡ୍ୟାମ ତିଆରି କରିବା ପାଇଁ ବହୁତ ଦିନ ସମୟ ଲାଗିଥିଲା । ଅନେକ ଲୋକ ମାନେ ମଧ୍ୟ ହୀରାକୁଦ ଡ୍ୟାମ ତିଆରି କରିବା ପାଇଁ ଚାହିଁ ଥିଲେ । କିନ୍ତୁ କିଛି ଲୋକ ଏବଂ କୃଷକ ମାନେ ହୀରାକୁଦ ବନ୍ଧ ନ ହେଉ ବୋଲି ମଧ୍ୟ ଚାହୁଁ ଥିଲେ । କାରଣ ସେମାନେ ଏହାକୁ ସମର୍ଥନ କରୁନଥିଲେ । ସେମାନେ ଆଗରୁ ହିଁ ଜାଣିଥିଲେ ଯେ ସେଠାରେ କୁଆଡେ ବହୁତ ବଡ ବଡ ଗୁନି ତାନ୍ତ୍ରିକ ମାନଙ୍କର ସାଧନା ପୀଠ ଥିଲା । ଏବଂ ସେମାନେ ଶେଠୀ ସାଧନ କରିବା ସହ ମଣିଷ ମାନଙ୍କୁ ବଳି ଦେଉଥିଲେ । ଯଦିବି ସେଠାରେ ଡ୍ୟାମ  ତିଆରି କରାଯିବ ତାହେଲେ ସେମାନଙ୍କ ସାଧନ ସ୍ଥଳୀ ରହିବା ନାହିଁ । ତ ସେମାନେ ଯିବେ କୁଆଡେ । ପରେ ସେମାନେ କହିଲେ ଯେ ଯଦି ଏଠାରେ କିଛି ବନ୍ଧ ନିର୍ମାଣ କରିବାକୁ ଚାହୁଁଛ ତାହେଲେ କଦପି ମଧ୍ୟ ତାହା ସଠିକ ଭାବରେ ହୋଇପାରିବ ନାହିଁ.. ଆଉ ଯଦି ସଠିକ ଭାବରେ ହେବ ତାହେଲେ ମଣିଷଙ୍କ ବାଳି ଦେଲେ ଯାଇ ଏହା ସମ୍ପୂର୍ଣ୍ଣ ହୋଇପାରିବ...!! ଆଉ କିଛି ନ ଭାବି ସେଠାରେ ହଜାର ହଜାର ଲୋକଙ୍କୁ ବଳି ଦିଆଗଲା...!! ସେଠାକୁ ଯିଏ ଦେଖିବାକୁ ଆସୁଥିଲେ ତାଙ୍କୁ ସେଠାରେ ଠେଲି କିମ୍ବା ଦୁନିତାନ୍ତ୍ରିକ ବିଦ୍ୟାରେ ବାଳି ଦିଆଯାଉଥିଲା...!! ଏହାପରେ  ଶେଷରେ ହୀରାକୁଦ ଡ୍ୟାମ ଅଧା ସମ୍ପୂର୍ଣ୍ଣ ହୋଇଥିଲା । ପରେ ଯେତେ ଚେଷ୍ଟା କରିଲେ ବି ଏହି ହୀରାକୁଦ ଡ୍ୟାମ ତିଆରି କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । କାରଣ 
ଏଠାରେ ଆଗରୁ ଗୁଣି ତାନ୍ତ୍ରିକ ମାନଙ୍କର ତନ୍ତ୍ର ପୀଠଥିଲା । ସେମାନେ ଯେଉଁ ଦେବୀଙ୍କୁ ପୂଜା ଅର୍ଚନା କରୁଥିଲେ ,ସେହି ଦେବୀ ମାନେ ଯେତିକି ପରିମାଣରେ ମଣିଷ ମୁଣ୍ଡ ଚାହୁଁ ଥିଲେ ତାଙ୍କୁ ଯଥେଷ୍ଟ ପରିମାଣରେ ମଣିଷ ମୁଣ୍ଡ ଦେଇ ପାରିନ ଥିଲେ । ସେହି ଦିନଠାରୁ ସେହି ଦେବୀଙ୍କୁ ସନ୍ତୁଷ୍ଟ ନ କରି ପାରିଥିବାରୁ ସେଠାରୁ ସେମାନେ କୁଆଡେ ଚାଲି ଯାଇଥିଲେ । ତା ପରଠୁ ସେହି ଜାଗାକୁ ଯିଏ ଯାଉଥିଲା ସେ ମରୁଥିଲା । ତେଣୁ ସେହି ଦେବୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ହଜାର ହାଜର ଲୋକଙ୍କୁ ବଳି ଦେଲେ ଏହି ଡ୍ୟାମ ସମ୍ପୂର୍ଣ୍ଣ ହେବ ଗୁଣି ତାନ୍ତ୍ରିକ ମାନେ କହିଥିଲେ  । ତା ପରେ ଯାଇ ସେଠାରେ ହୀରାକୁଦ ଡ୍ୟାମ  ନିର୍ମାଣ ହୋଇପାରିଥିଲା .....!! ଏମିତି କିଛି ରହସ୍ୟ ଥିଲା ହୀରାକୁଦ ଡ୍ୟାମ୍ ପଛରେ । 

    ବ୍ୟୁର ରିପୋର୍ଟ tvp news9 …….!!

Tags :- # news # tvp news9 # tvp # tvpnews

Share With