ରାଜେନ୍ଦ୍ର ଓ ଦୀପାଞ୍ଜଳି ସମ୍ପର୍କରେ ଦେଖା ଦେଲା ଫାଟ .........!!
ଦୀପାଞ୍ଜଳିଙ୍କୁ ଛାଡି ଅନ୍ୟ କାହାକୁ ବିବାହ କରିବେ କି ରାଜେନ୍ଦ୍ର........!!
କାହିଁ କି ଦୁହିଁଙ୍କ ମଧ୍ୟରେ ଦେଖା ଦେଲା ବିବାଦ ........!!
ବିବାଦ ଯୋଗୁଁ ଡିଭୋସ୍ ନେବେ କି ରାଜେନ୍ଦ୍ର ଓ ଦୀପାଞ୍ଜଳି ……..!!
ବିବାହର ଗୋଟିଏ ମାସ ବି ସମ୍ପୂନ ହୋଇନି । ଦୁଇଜଣଙ୍କ ମଧ୍ୟରେ ଏମିତି କଣ ହେଲାଯେ ; ଡିଭୋସ୍ ପାଇଁ ନିସ୍ଵତି ନେଲେ ରାଜେନ୍ଦ୍ର ଓ ଦୀପାଞ୍ଜଳି । ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଡିଭୋସ୍ ର ନିସ୍ଵତି ନେଲେ।
“ ଆଜ୍ଞା ହଁ ”
ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ । କେମିତି ଦୁଇ ପ୍ରେମୀ ଯୁଗଳ ରାତାରାତି ପୁରା ଫେମସ୍ ହୋଇଯାଇଥିଲେ । ଦୁହିଁଙ୍କ ପ୍ରେମ ବିବାହ କୁ ନେଇ ପୁରା ଚର୍ଚ୍ଚାରେ ଅଛନ୍ତି । ରାଜେନ୍ଦ୍ରଙ୍କ ଘର ଲୋକ ବିବାହକୁ ନେଇ ରାଜିଥିବା ବେଳେ ଦୀପାଞ୍ଜଳିଙ୍କ ଘରେ ବିବାହକୁ ନେଇ ଟିକେ ବି ରାଜି ନଥିଲେ । ଏହା ବାଦ୍ ବି ଦୁହେଁ ଘରୁ ଲୁଚି ପଳାଇ ବିବାହ କରିଥିଲେ । ଯାହାଫଳରେ କି ଦୀପାଞ୍ଜଳିଙ୍କ ଘର ଲୋକ ଦୀପାଞ୍ଜଳିଙ୍କ ଶୁଦ୍ଧିକ୍ରିୟା କରିଦେଇଥିଲେ ।
ଏପଟେ ଦୀପାଞ୍ଜଳିଙ୍କ ଶଶୁର ଘର ଲୋକ ନୂଆ ବହୂ ଆସିଲା ବୋଲି ସମସ୍ତେ ଖୁସି ହୋଇ ଭୋଜି ଭାତ କରିଥିଲେ ,ଆଉ ବହୂକୁ ଆପଣେଇ ନେଇଥିଲେ । ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ ବିବାହର ଦୁଇ ସପ୍ତାହ ପରେ ଦୁଇଜଣଙ୍କ ମଧ୍ୟରେ ଗୋଟିଏ କଥା କୁ ନେଇ ବିବାଦ ଦେଖା ଦେଇଥିଲା । ପରେ ପରେ ଏହି ବିବାଦ ଦୁହିଁଙ୍କ ମଧ୍ୟରେ ଅଧିକ ମାତ୍ରାରେ ଦେଖା ଦେଇଥିଲା । ଏମିତି କି ରାଗି ଯାଇ ରାଜେନ୍ଦ୍ର ଦୀପାଞ୍ଜଳିଙ୍କ ଉପରକୁ ହାତ ମଧ୍ୟ ଉଠାଇ ଦେଇଥିଲେ । ଦୀପାଞ୍ଜଳିଙ୍କ ମଧ୍ୟ ରାଗରେ ବହୁତ କଥା କହିଦେଇଥିଲେ । ଆଉ ସେ କାନ୍ଦିବାକୁ ଲାଗିଥିଲେ । ନିଜ ଦୁଖକୁ କାହା ଆଗରେ ଟିକେ ମୁହଁ ଖୋଲି କହିପାରୁନ ଥିଲେ । ଦୀପାଞ୍ଜଳି ଶାଶୁ ଶଶୁର ମଧ୍ୟ ବହୁତ ଗାଳି ଗୁଲଜ କରିଥିଲେ । ନୂଆ ନୂଆ ବହୂ ହେଇ ଯାଇଥିବା ଦୀପଞ୍ଜଳି ଏସବୁ ଆଉ ସହି ପାରିନଥିଲେ । ଶେଷରେ ସେ ଚରମ ନିସ୍ଵତି ନେଇଥିଲେ ଯେ ରାଜେନ୍ଦ୍ରଙ୍କ ଠାରୁ ଅଲଗା ହେବେ ବୋଲି ।ଆଉ ଡିଭୋସ୍ ମଧ୍ୟ ମାଗିଥିଲେ । ରାଜେନ୍ଦ୍ର ମଧ୍ୟ ଡିଭୋସ୍ ଦେବା ପାଇଁ ରାଜି ହୋଇଥିଲେ । ଆଉ ଦୀପାଞ୍ଜଳିଙ୍କ ଘରୁ ବାହାରି ଯିବା ପାଇଁ କହି ଧକା ମାରିଥିଲେ । ତାପରେ ଦୀପାଞ୍ଜଳିଙ୍କ କାନ୍ଦି କାନ୍ଦି ନିଜ ବାପ ଘରକୁ ଫୋନ୍ ଲଗାଇଥିଲେ । ଫୋନ୍ ଉଠାଇ ଥିଲେ ଦୀପାଞ୍ଜଳିଙ୍କ ବାପା । ଦୀପାଞ୍ଜଳି କାନ୍ଦି କାନ୍ଦି ସବୁ କଥା ବାପଙ୍କୁ କହିଲେ । ମୁଁ ତମ କଥା ନ ମାନି ଘର ଛାଡି ଆସି ବହୁତ ବଡ ଭୁଲ୍ କରିଛି ବାପା । ତମେ ଆସି ମତେ ଏଠୁ ନେଇଯାଅ । ଯାହାକୁ ସାତ ଜନ୍ମର ସାଥି ବୋଲି ଭାବୁଥିଲି ସେ ଆଜି ମୋ ଉପରକୁ ହାତ ଉଠାଇଲେ । ଆଉ ମତେ ଘରୁ ବାହାରି ଯିବା ପାଇଁ କହିଥିଲେ । କିନ୍ତୁ ଦୀପାଞ୍ଜଳିଙ୍କ ବାପା କିଛି ନ କହି ଫୋନ୍ କାଟିଦେଇଥିଲେ । ଦୀପଞ୍ଜଳି ମଧ୍ୟ ବାରମ୍ବାରମ ଫୋନ୍ କରିଥିଲେ । ଶେଷରେ ଝିଅ ର ଦୁଖକୁ ସହିନ ପାରି ବାପା ଫୋନ୍ ଉଠାଇ ଥିଲେ । ଆଉ ଝିଅ କୁ ଘରକୁ ଆଣିବା ପାଇଁ ବାହାରି ପଡିଥିଲେ । ସେଠାକୁ ଯାଇ ଝିଅକୁ ଧରି ଘର କୁ ନେଇ ଆସିଥିଲେ ।
ତେବେ ପ୍ରଶ୍ନ ଉଠୁଛି ଯେ ଦୁଇ ଜଣଙ୍କ ମଧ୍ୟରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତା କଣ ଡିଭୋସ୍ ରେ ପରିଣତ ହେବ କି .......!!!
ଦର୍ଶକ ବନ୍ଧୁ ଇଏତ ଥିଲା ରାଜେନ୍ଦ୍ର ଓ ଦୀପଞ୍ଜଳି ପ୍ରେମ ଭରା କାହାଣୀ । କେମିତି ଭଲ ପାଇ ବିବାହ କରିଥିଲେ । ଆଉ ପରେ ପଶ୍ଚାତାପ ମଧ୍ୟ କରିଥିଲେ । ଆମେ ଆପଣାକୁ ଏତିକି କହି ରଖୁଛୁଯେ ;ଏପରି କିଛି ନିସ୍ଵତି ନିଅ ନାହିଁ ,କି ପରେ ଆପଣଙ୍କୁ ପଶ୍ଚାତାପକରିବାକୁ ପଡିବ ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!