ଏ ଥର ମିଳିଲା ଶାନ୍ତି ........!!
ଧରା ପଡିଲା ପଡିଲା ମଣିଷ ଖିଆ କୁମ୍ଭୀର .......!!
ଆଉ ଖାଇବନି ମଣିଷ ମାଂସ .......!!
ମଣିଷ କୁମ୍ଭୀର ଲଢେଇ ଭିତରେ ପଡିବାକୁ ଯାଉଛି ପୁନ୍ନଛେଦ .....!!
“ ହଁ ଦର୍ଶକ ବନ୍ଧୁ ”........!!
ମଣିଷ କୁମ୍ଭୀର ଭିତରେ ଯେଉଁ ଲଢେଇ ଚାଲିଥିଲା । ତାହା ଚରମ ସୀମାରେ ପହଞ୍ଚି ଥିଲା । କୁମ୍ଭୀର ମଣିଷ ଲଢେଇ ଭିତରେ ସବୁ ବେଳେ ଜିତ୍ ହେଉଥିଲା କୁମ୍ଭୀର ହେଲେ ଏବେ ବାଜି ଓଲୋ ଟିଛି । ମଣିଷ ଆଗରେ ହାର୍ ମାନିଲା କୁମ୍ଭୀର । ଆଉ ଜିତ୍ ହେଲା ମଣିଷର ।
କୁମ୍ଭୀର ଏହି କିଛି ଦିନ ହେବ ଏମିତି ପରିସ୍ଥିତି ସୃଷ୍ଟି କରିଥିଲାଯେ , ଭୟରେ ଲୋକ ନଦୀ କୁଳିଆ ଲୋକଙ୍କ ଜୀବନ ଜୀବିକା ଠକ୍ ହୋଇଯାଇଥିଲା । ମଣିଷ କୁମ୍ଭୀର ଭିତରେ ଯେଉଁ ଲଢେଇ ଚାଲିଥିଲା ସେତେବେଳେ କୁମ୍ଭୀର କେବଳ ମଣିଷ ମାଂସ ଖୋଜୁଥିଲା । ଆଉ ଯେତେବେ କୁମ୍ଭୀର ମଣିଷକୁ ପାଉଥିଲା ସେତେବେଳେ ମଣିଷକୁ ଛିନ୍ ଭିନ୍ କରି ଖାଇ ତାର କ୍ଷୁଦା ମେଣ୍ଟଉ ଥିଲା । କିନ୍ତୁ ଏବେ କୁମ୍ଭୀର ଅନୁତାପ କରୁଛି ଯେ ମୁଁ ମଣିଷକୁ ଖାଇ ବହୁତ୍ ବଡ ଭୁଲ୍ କରିଦେଇଛି ।
ଯେବେଠୁ କୁମ୍ଭୀର ମହିଳାକୁ ଟାଣି ନେଇ ଖାଇଥିଲା ସାରା ରାଜ୍ୟ ରେ ଆତଙ୍କ ଖେଳାଇଥିଲା ,ସେବେଠୁ କୁମ୍ଭୀରର ବେଳା ଖରାପ ହୋଇଯାଇଥିଲା ।କାରଣ କୁମ୍ଭୀରକୁ ନେଇ ସତର୍କ ହେଇଯାଇଥିଲେ । ଆଉ ଏବେ କୁମ୍ଭୀରକୁ ନେବା ପାଇଁ ବନଭିବାଗ କାରୀ ଲାଗିପଡିଛନ୍ତି । ମିଠା ପାଣିରୁ ନେଇଁ ଲୁଣି ପାଣିରେ ଛାଡିବା ପାଇଁ ସ୍ଥିର କରାଯାଇଛି । ତେବେ ନଦୀରୁ ହଟିବ କୁମ୍ଭୀର ମଣିଷ ମାରିବ ନିଶ୍ଵାସ ବୋଲି କହିଛନ୍ତି