ସ୍ତ୍ରୀକୁ ମାରି ଉଲଗ୍ନ କରି ନଦୀରେ ଫିଙ୍ଗି ଦେଲା ସ୍ଵାମୀ .......!!!
ନଦୀରେ ଭାସି ଆସୁଥିଲା ସୁନିତାଙ୍କ ଉଲଗ୍ନ ମୃତ୍ୟୁ ଶରୀର ......!!
ଆଜି ମଣିଷ ଏତେ ନୃଶଂସ ପାଲଟି ଯାଇଛିଯେ ନିଜ ପରିବାରକୁ ମଧ୍ୟ ଛାଡୁନାହିଁ ।
ନିଜେ ପସନ୍ଦର ଭଲ ପାଇ ବାହା ହୋଇଥିଲେ ଏହି ଯୁବକ ଜଣକ । ତାଙ୍କ ସ୍ତ୍ରୀ ସହିତ ଯାହା କରିଛନ୍ତି ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ ।
“ ହଁ ଆଜ୍ଞା ” .......!!
ଭଲ ପାଇ ବିବାହ କରିଥିଲେ ଏହି ମହିଳା ଜଣକ । ମହିଳାଙ୍କ ନା ହେଉଛି ସୁନିତା ବୟସ ମାତ୍ର 27 ବର୍ଷ ହେବ । କିନ୍ତୁ ସେ ଯାହାକୁ ବିବାହ କରିଥିଲେ ସେ ନିଜେ ଜାଣିନଥିଲେ ଯେ ସେ କେତେ ବଡ ରାକ୍ଷସ ଟିକୁ ବିବାହ କରିଛି । ସୁନିତା ଯାହାକୁ ଭଲ ପାଇ ବିବାହ କରିଥିଲେ ,ସାତ ଜନ୍ମର ସାଥି ହୋଇ ରହିବି ବୋଲି ଚାହିଁ ଥିଲେ । କିନ୍ତୁ ସେହି ରାକ୍ଷସ ସ୍ଵାମୀଟି ସୁନିତାକୁ ମାରି ଉଲଗ୍ନ ଅବସ୍ଥାରେ ନଦୀରେ ପକାଇ ଦେଇଥିଲେ । ଇଏ ହେଉଛନ୍ତି ସେହି ସୁନିତାଙ୍କ ରାକ୍ଷସ ସ୍ଵାମୀ ସୁରେଶ ପରିଡା ।
ନିଜ ସ୍ତ୍ରୀ ସୁନିତାକୁ ନିଛାଟିଆ ନଈକୂଳ କୁ ଡାକି ଜୀବନରୁ ମାରିଦେଇ ଥିଲେ ତାଙ୍କ ସ୍ଵାମୀ । ଜୀବନରୁ ମାରିବା ପରେ ଉଲଗ୍ନ କରି ନଦୀରେ ପକାଇଦେଇ ଥିଲେ । ସେ ନଦୀରେ ସୁନିତାଙ୍କ ମୃତ୍ୟୁ ଶରୀର ଭାସି ଭାସି ଆସି ବାର ଅନ୍ୟ ଏକ ଗାଁ ଲୋକ ମାନେ ଦେଖି ଥିଲେ ।
ତା ପରେ ପୋଲିସ୍ ଆସି ପଚ୍ଛାରା ଉଚ୍ଛରା କରିବା ପରେ ଜଣାପଡିଥିଲା ଯେ ଏହି ମହିଳା ଜଣକ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ଶାଳ ପଦ ଗାଁର ସୁନିତା । କେଉଁଝର ବାରିଆ ଥାନା ଅନ୍ତରଗତ ଓଡାଶିମିଳା ଗାଁର ସୁରେଶ ପରିଡାକୁ ଭଲ ବିବାହ କରିଥିଲେ ।
ବିବାହ କରି ଘରକୁ ଗଲା ପରେ ସୁନିତା ଜାଣିବାକୁ ପାଇଲା ଯେ ସୁରେଶ ଜଣେ ବିବାହିତ ବୋଲି ତାଙ୍କ ମଧ୍ୟ ଏକ ଛୋଟ ପରିବାର ଟିଏ ଅଛି ବୋଲିସୁନିତା ଜାଣିବାକୁ ପାଇଲେ । ଏସବୁ ଜାଣିବା ପରେ ସୁନିତା ବଡ ଆଘାତ ମଧ୍ୟ ଲାଗିଥିଲା । ଏହା ପରେ ସୁରେଶ କେଉଁଝର କାଶୀପୁର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ଆଉ ଦିନେକି ଦୁଇଦିନ ଯାଇ ସେଠାରୁ ବୁଲି ଆସୁଥିଲେ । ସୁନିତା ମଧ୍ୟ ନିଜର ଭାଗ୍ୟ ବୋଲି କିଛି ନ କହି ଚୁପ ଚାପ ସବୁ ସହି ଯାଉଥିଲା ।
କିଛି ଦିନ ତଳେ ସୁନିତା ନିଜ ଭାଇକୁ ଫୋନ କରି କିଛି କିଛି ଟଙ୍କା ମାଗିଥିଲେ ଦରକାର ଅଛି ବୋଲି । ଭାଇ ମଧ୍ୟ ଆସି ଟଙ୍କା ଦେଇ ଯାଇଥିଲେ ।
କିଛି ଦିନ ଗଲା ପରେ ସୁନିତାଙ୍କ ଭାଇ ସୁନିତାଙ୍କ ପାଖକୁ ଫୋନ କରିଥିଲେ । କିନ୍ତୁ ସୁନିତାଙ୍କ ଫୋନ ସୁଇଚପ୍ ଥିଲା । ଏହା ପରେ ସେ ଭିଣେଇ ସୁରେଶ ଙ୍କୁ ପଚାରିଥିଲେ । କିନ୍ତୁ ସୁରେଶ କହିଥିଲେ ତୁମ ଭଉଣୀ ସୁନିତା କୁଆଡେ ପଳେଈ ଯାଇଛନ୍ତି । ଏହା ପରେ ବାଧ୍ୟ ହୋଇ ସୁନିତାଙ୍କ ଭାଇ ପୋଲିସ୍ ଥାନାରେ ଏକ ନିଖୋଜର ରିପୋର୍ଟ ଦେଇ ଥିଲେ ।
ଏପଟେ ସୁନିତାଙ୍କ ଉଲଗ୍ନ ମୃତ୍ୟୁ ଦେହ ବସନ୍ତପୁର ନିକଟସ୍ଥ ଏକ ଗଣ୍ଡରେ ଭାସୁଥିଲା । ପୋଲିସ୍ ଆସି ମୃତ୍ୟୁ ଦେହକୁ ଉଦ୍ଧାର କରି କେଉଁଝର ମୁଖ୍ୟ ଡାକ୍ତରଖାନ ପଠାଇ ଥିଲେ । ସେଠାରେ ଜଣାପଡିଥିଲା ତାହା ସୁନିତାଙ୍କ ମୃତ୍ୟୁ ଦେହ ବୋଲି । ଏହା ପରେ ପୋଲିସ୍ ସୁରେଶ ପରିଡାଙ୍କୁ ଥାନାରେ ଅଟକ ରଖିଛି ।
ଯଦି ଆପଣମାନେ ଏମିତି ଆହୁରି ନୁଆ ନୁଆ ଖବର ଜାଣିବାକୁ ଚାହୁଁଛନ୍ତି ତାହାଲେ ଆମ ଚାନେଲ୍ ସହିତ ଜଡ଼ି ହୋଇ ହୁହନ୍ତୁ, ଆଉ ଆମ ଚାନେଲ କୁ ଲାଇକ୍ , ଶେର୍ ସସ୍କ୍ରାଇବ କରିବା ସହିତ କମେଣ୍ଟ ମଧ୍ୟମରେ ନିଶ୍ଚିତ ଜାଣନ୍ତୁ |
ବ୍ୟୁରୋ ରିପୋର୍ଟ tvp news9....!!!