* ନନ୍ଦି କିଏ......!!!!
* ଆଉ କାହିଁକି ଜଗି ବସିଛି ଶିବଙ୍କ ଦ୍ୱାର.....!!!!
ଶିବ ନନ୍ଦିକୁ କାହିଁକି କଲେ ଦେବଗଣଙ୍କ ମୁଖିଆ...!!!!
ଆସନ୍ତୁ ଜାଣିବା କ'ଣ ରହିଛି ,ଏହା ପଛରେ ସତ୍ୟତା ର କାହାଣୀ.....!!!!
ହଁ "ଦର୍ଶକ ବନ୍ଧୁ"......!!!
ଏହି କାହାଣୀ ଟି ସତ୍ୟତା ବୋଲି ଶୁଣିବାକୁ ମିଳିଛି !ହିନ୍ଦୁ ଧର୍ମର 18ଟି ପୁରାଣ ମଧ୍ୟରୁ ଗୋଟିଏ ହେଉଛି ଏହି ଶିବ ପୁରାଣ ! ଆଉ ସେହି ପୁରାଣ ରେ ଉଲ୍ଲେଖ ଅଛି ଭକ୍ତ ନନ୍ଦିଙ୍କ ବିଷୟରେ ! କହନ୍ତି ଯେ ନନ୍ଦି ହେଉଛନ୍ତି ,ପ୍ରଭୁ ଭୋଳା ଶଙ୍କର ହିଁ ଗୋଟିଏ ରୂପ ! ପ୍ରାଚୀନ ଯୁଗର କଥା ଶିଲାତ୍ ନାମକ ଏକ ମୁନି ଥିଲେ l କିନ୍ତୁ ସେ ସବୁବେଳେ ତପଷ୍ୟା ରେ ହିଁ ଲୀନ୍ ରହୁଥିଲେ! ଆଉ ଧୀରେ ଧୀରେ ତାଙ୍କର ବୃଦ୍ଧା ଅବସ୍ଥା ଆସିବାକୁ ଲାଗିଲା l ଏବଂ ତାଙ୍କ ମନରେ ଏକ ଭୟ ସୃଷ୍ଟି ହେଲା l ସେ ଭାବିଲେ ମୁଁ ଯଦି ଏମିତି ମରିଯିବି ତୋ ମୋର ବଂଶ ନିପାତ ହୋଇଯିବ l ତାଙ୍କ ପୂର୍ଵ ପୁରୁଷଙ୍କ ପରାମର୍ଶ ଅନୁସାରେ ସେ ଗୋଟିଏ ଶକ୍ତି ଶାଳୀ ଏବଂ ଅମର ଅଜୟ ପୁତ୍ର ଅଭିଳାଷ ସେ ଇନ୍ଦ୍ରକୁ ତପଷ୍ୟା କରି ସନ୍ତୁଷ୍ଟ କଲେ ! କିନ୍ତୁ ଇନ୍ଦ୍ରଦେବ କହିଲେ ଏମିତି ବର ଦେବା ପାଇଁ ମୁଁ ଅକ୍ଷମ ! ଏମିତି ବର ଦେଇ ପାରିବି ନାହିଁ l
ଇନ୍ଦ୍ର ଶିଲାତ୍ ମୁନିକୁ ପରାମର୍ଶ ଦେଲେ l ଆଉ ଶିବଙ୍କ ଉପାସନା କରିବା ପାଇଁ ! ଓ ଏହା ଶୁଣି ଶିଲାତ୍ ମୁନି ଘୋର କଠିନ ସହ ତପସ୍ୟା କଲେ ଆଉ ଏହା ପରେ ଶିବଙ୍କୁ ମଧ୍ୟ୍ୟ ସନ୍ତୁଷ୍ଟ କଲେ ! ପ୍ରଭୁ ଶିବଶଙ୍କର ମୁନିକୁ କହିଲେ ହେ ମୁନିବର ମୁଁ ତୁମର ତପସ୍ୟାରେ ସନ୍ତୁଷ୍ଟ ହେଲି ! ତୁମେ ମୋତେ ଯେ କୌଣସି ଗୋଟିଏ ବର ମାଗିପାର ,ଆଉ ଶିବଙ୍କର ଏହି କଥା ଶୁଣି ମୁନି କହିଲେ ! ଯେ ପ୍ରଭୁ ମୁଁ ତୁମ ପରି ଅଜୟ, ଅମର ଏବଂ ଶକ୍ତି ଶାଳୀ ଭାବରେ ଗୋଟିଏ ପୁତ୍ର ଦରକାର l ଏତିକି ଶୁଣି ଶିବ କହିଲେ ଯେ ଏ ସାରା ପୃଥିବୀ ରେ ମୋତେ ପିତା ମାନନ୍ତି....!
କିନ୍ତୁ ଆଜିଠାରୁ ମୁଁ ହିଁ ତୁମକୁ ପୁତ୍ର ରୂପରେ ଯୋଗ୍ୟତା ହେବି !ଭୋଳା ଶଙ୍କର ସେହି ଜାଗାରୁ ଅଦୃଶ୍ୟ ହେଇଗଲେ ! ଗୋଟେ ଦିନ ମୁନି ଯଜ୍ଞ କରୁଥିବା ସମୟରେ ଆଉ ତାଙ୍କୁ ଅଗ୍ନି କୁଣ୍ଡ ତେଜରୁ ଗୋଟେ ପୁତ୍ର ଯାତ ହେଲା ! ସମସ୍ତ ପୂଜା ଵିଧି ଅନୁସାରେ ଯଜ୍ଞ କଲେ ଆଉ ପୁତ୍ରର ନାମ ଦେଲେ ନନ୍ଦି ! ଆଉ ନନ୍ଦି କୁ ଯେତେବେଳେ 5 ବର୍ଷ ହେବାଠାରୁ ସେ ନିଜ ପିତାଙ୍କ ଠାରୁ ବେଦ ଓ ବେଦାନ୍ତ ସବୁ ଶିଖି ଗଲେ ! କିଛି ଦିନ ପରେ ପ୍ରଭୁ ଶିବଙ୍କ ପାଖକୁ ମିତ୍ର ଏବଂ ବରୁଣ ନାମକ 2ଟି ମୁନି ନନ୍ଦିକୁ ଦେଖିବାକୁ ଆସିଲେ ! କିନ୍ତୁ ଯେତେବେଳେ ନନ୍ଦି କୁ ଦେଖିସାରି ନିଜ ଧାମକୁ ପ୍ରସ୍ଥାନ କଲେ ! ସେହି ସମୟରେ ଶିଳା ମୁନି ଓ ପୁତ୍ର ଆଶିର୍ବାଦ ଦେଲେ ! ଦୁଇ ଋଷି ଙ୍କର ପାଦ ଛୁଇଁଲେ ଆଉ ଶିଳା ମୁନିକୁ ଆଶିର୍ବାଦ୍ କଲେ l କିନ୍ତୁ ନନ୍ଦି କୁ ଆଶିର୍ବାଦ୍ କଲେ ନାହିଁ !ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆଉ ପଚାରିଲେ ଏମିତି କାହିଁକି, ମୁନି ଦିଇଟି କହିଲେ ଆପଣଙ୍କ ପୁତ୍ର ଅଳ୍ପ ଆୟୁଷର ସେଥିପାଇଁ ଆମେ ତାକୁ ଦୀର୍ଘାୟୁର ଆଶୀର୍ବାଦ କରିପାରିବୁ ନାହିଁ , ଏହା କହି ଦୁଇ ମୁନି ଚାଲିଗଲେ ! ଏସବୁ ଜାଣିବା ପରେ ସେମିତି ସିରାତ୍ ମୁନିଙ୍କ ପାଦ ତଳୁ ମାଟି ଖସି ଗଲା ସେ ଚିନ୍ତିତ ବ୍ୟତୀତ ହେବାରେ ଲାଗିଲେ | ତାଙ୍କର ଦେହ ମଧ୍ୟ୍ୟ ଅସୁସ୍ଥ ହେବାରେ ଲାଗିଲା |
ଏହା ଦେଖି ନନ୍ଦୀ କହିଲେ ପିତାଶ୍ରୀ ତୁମେ ତ ମତେ ପ୍ରଭୁ ଭୋଳା ଶଙ୍କରଙ୍କ ଠାରୁ ପାଇଛ |ତାହାଲେ ଏବେବି ମତେ ସେହିଁ ରକ୍ଷା କରିବେ, ତେଣୁ କରି ଆପଣ ଚିନ୍ତା କରନ୍ତୁ ନାହିଁ | ମୁଁ ଯାଉଛି ତାଙ୍କର ତପସ୍ୟା କରିବି | ଏତିକି କହି ନନ୍ଦୀ ତପସ୍ୟା କରିବାକୁ ଚାଲିଗଲେ | ଦିନେ ପ୍ରଭୁ ଶିବଶଙ୍କର ଆସି ନନ୍ଦୀଙ୍କୁ ଦର୍ଶନ ଦେଲେ | ଆଉ କହିଲେ ପୁତ୍ର ନନ୍ଦୀ ମୁଁ ତୁମର ତପସ୍ୟା ଦେଖି ,ଅତ୍ୟନ୍ତ ଖୁସି ହେଲି | ମାଗ କେଉଁ ବାର ମାଗୁଛ |
କିନ୍ତୁ ନନ୍ଦୀ ଯେତେବେଳେ ପ୍ରଭୁଙ୍କୁ ନିଜ ସମ୍ମୁଖରେ ପାଇଲା, ସେ ଭୁଲି ଗଲା ଯେ ଦୀର୍ଘ ଆୟୁଷ ପାଇଁ ତପସ୍ୟା କରିଥିଲା ବୋଲି ,ଆଉ ସାରା ଜୀବନ ଲୋକଙ୍କ ପାଖରେ ରହି ତାଙ୍କର ସେବା କରିବାର ବର ମାଗିନେଲା | ଏହା ଶୁଣି ଶିବ କହିଲେ ହେ ନନ୍ଦୀ ତୁମକୁ ମୃତ୍ୟୁର ଭୟ ନାହିଁ | ତୁମେ ଅଜୟ, ଅମର ଅକ୍ଷୟ |ଆଜିଠାରୁ ତୁମେ ମୋର ପ୍ରିୟ ଭକ୍ତ | ସବୁ ସମୟରେ ମୋ ପାଖରେ ରହି ମୋ ସେବା କରିବ | ଏହା କହି ଶିବ ଅନ୍ତରଧ୍ୟାନ ହୋଇଗଲେ | କୈଳାସ ପର୍ବତ କୁ ଯାଇ ମା ପାର୍ବତୀଙ୍କୁ କହିଲେ ନନ୍ଦିଙ୍କୁ ମୋର ପ୍ରିୟ ଭକ୍ତ ଓ ଦେବ ଗଣଙ୍କ ମୁଖିଆ କରିବାକୁ ଚାହେଁ....!!!